ଆଜିଠୁ ନୂଆ ନିୟମ ଲାଗୁ । ଜୁଲାଇ ମାସର ନୁଆ ନିୟମ , ଏବେ ହିଁ ଜାଣନ୍ତୁ

julya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ହେଉଛି ଜୁଲାଇ ମାସର ପ୍ରଥମ ଦିନ ତେବେ ଏହି ଥର ଜୁଲାଇ 1 ରୁ ଅନେକ ବଡ ପରିବର୍ତନ ହେବାକୁ ଯାଉଛି । ତେବେ ମାସର ପ୍ରଥମ ତାରିଖ ରେ ଅନେକ ଜିନିଷ ବଦଳିଥାଏ । କିନ୍ତୁ ଏହି ଥର ଜୁଲାଇ 1 ତାରିଖ ରେ ବହୁତ କ୍ଷେତ୍ର ରେ ହେବାକୁ ଯାଉଛି ପରିବର୍ତନ । ତେବେ ଆସନ୍ତୁ ନଜର ପକେଇବା କଣ ରହିଛି ଜୁଲାଇ 1 ରୁ ପରିବର୍ତନ ହେବାକୁ ଯାଉ ଥିବା ନିୟମ ବିଷୟ ରେ ।

ତେବେ ପ୍ରଥମ କଥା ହେଲା ସାରା ଦେଶରେ ଶ୍ରମଶ ହିତା ର ନୂଆ ନିୟମ କୁ ନେଇ ପରିବର୍ତନ ହୋଇଛି । ସାରା ଦେଶରେ ଶ୍ରମ ସୁବିଧା ର ନୂଆ ନିୟମ ଲାଗୁ ହେବ । ଏହା ସହିତ ନିଯୁକ୍ତି କାର୍ଯ୍ୟକାରିତା ନିୟମ ସଂମ୍ପର୍ଣ୍ଣ ଭାବେ ବଦଳିଯିବ । ହାତ ଦରମା ହ୍ରାସ ସହିତ PM ର ଅବଦାନ ବୃଦ୍ଧି ପାଇବ । ଏହା ବ୍ୟତିତ କାର୍ଯ୍ୟ ସମୟ 12 ଘଣ୍ଟା ହେବ ଏବଂ ସପ୍ତାହ ବ୍ୟାପି ତିନି କୁ ବୃଦ୍ଧି ପାଇବ ।

ଆଉ ଦ୍ୱିତୀୟ ଟି ହେଉଛି । ପ୍ରତ୍ୟେକ ମାସ ପ୍ରଥମ ରେ ଏକ ଗ୍ୟାସ ସିଲିଣ୍ଡର ମୂଲ୍ୟ ମଧ୍ୟ ବଦଳିଥାଏ । ତେବେ ଗତ କିଛି ମାସ ଧରି ମୂଲ୍ୟ କେମିତି ବୃଦ୍ଧି ପାଉଛି ତାହା ମଧ୍ୟ ଦେଖୁଥିଲେ ଲାଗୁଛି ଯେ ଜୁଲାଇ 1 ରୁ ଏଥର ମଧ୍ୟ ପୁଣି ବଢିପାରେ ଜାହାକି ସବସିଟି ଯୁକ୍ତ ଗ୍ୟାସ ସିଲିଣ୍ଡର ଓ ବ୍ୟସାୟିକ ସିଲିଣ୍ଡର ର ମୂଲ୍ୟ ବୃଦ୍ଧି ହେବା ଆଶା ରହିଛି । ଆଉ ତୃତିୟ ରେ ହେଲା ଆପଣ ମାନେ ଆପଣ ମାନେ ଡିମାଟ ଏବଂ ଟ୍ରେଣ୍ଡିଙ୍ଗ ଏକାଉଣ୍ଟ ର KYC ସମାପ୍ତ କରିନାହାଁନ୍ତି ।

ତେବେ ଜୁଲାଇ 1 ପରେ KYC ହୋଇପାରିବ ନାହିଁ । ଭବିଷ୍ୟତରେ ଏହା ଆପଣ ମାନଙ୍କୁ ଅସୁବିଧା ରେ ପକେଇ ପାରେ । ତେବେ ଡିମାଟ ଆକାଉଣ୍ଟ ପାଇଁ KYC ର ଶେଷ ସମୟ ହେଲା 10 ତାରିଖ ପୂର୍ବରୁ 31 ମାର୍ଚ୍ଚ 2022 ରଖାଜାଇଥିଲା । କିନ୍ତୁ ପରେ ଏହାକୁ ଜୁନ 30 ଯାଏ ବୃଦ୍ଧି କରାଜାଇ ଥିଲା । ଏବଂ ଏହା ପରେ ହେଲା ପାନ କାର୍ଡ ଏବଂ ଆଧାର କୁ ଲିଙ୍କ୍ କରିବାର ଶେଷ ତାରିକ 2023 ମାର୍ଚ୍ଚ ମାସ ଏହି ତାରିଖ ସୁଧା ଲିଙ୍କ୍ କରିବା ଲାଗି 1 ହଜାର ଜୋରିମନା ଦେବାକୁ ପଡିବ । ହେଲେ ଜୁନ 30 ଯାଏ ଉଭୟ ଲିଙ୍କ୍ ନକରିଥିଲେ ।

ଆପଣ ମାନଙ୍କୁ 500 ଟଙ୍କା ଜୋରିମନା ଦେବାକୁ ପଡୁଥିଲା । ହେଲେ ଏବେ ଆପଣ ମାନଙ୍କୁ 1 ହଜାର ଟଙ୍କା ଜୋରିମନା ଦେବାକୁ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *