ସ୍ଵାମୀ କବାଟ ଖୋଲିଲେନି ମୁଁ ପିଲାଙ୍କୁ ଧରି ଗ୍ୟାରେଜରେ ପଡ଼ି ରହିଲି, ମୋତେ ହଇରାଣ କରାଯାଉଛି

bhauja

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଘର ବାରଣ୍ଡା ରେ ବସିଛି ପତ୍ନୀ ଏବଂ ନ୍ୟାୟ ପାଇଁ ଭିକ୍ଷା କରୁଛି । ଏହି ଘଟଣା ଟି ଘଟିଛି ଚନ୍ଦ୍ରଶେଖର ପୁର ଥାନା ନିଳାଦ୍ରି ବିହାର ଅଞ୍ଚଳ ରେ ଜଣେ ମହିଳା ତାଙ୍କର ଦୁଇ ପିଲା ଗୋଟେ ପୁଅ ଏବଂ ଗୋଟେ ଝିଅ କୁ ଧରି ଘର ବାହାରେ ବସୁଛି ହେଲେ ଘର ମଧ୍ୟରେ ସ୍ୱାମୀ ତାଲ ପକେଇ ବସିପଡିଛନ୍ତି । ଘର କବାଟ ଖୋଲୁ ନାହାଁନ୍ତି ଜାହାକୁ ନେଇ ମହିଳା ଜଣଙ୍କ ଥାନା କୁ ଆସିଛନ୍ତି ।

ତେବେ ବନ୍ଧୁଗଣ ଆଜିର ସମୟ ରେ ଏମିତି ବହୁତ ଗୁଡିଏ ନିର୍ଜାତନା ଖବର ବିଷୟ ରେ ଆପଣ ମାନେ ସୁଣିବାକୁ ପାଉଥିବେ । ତେବେ ସେମିତି ବେଳେ ବହୁତମାନ ସମୟ ରେ ସେମିତି ଏକ ଅଭିଯୋଗ ଆମ ପାଖରେ ଆସି ପହଁଚିଛି। ଯେଉଁଥିରେ ମହିଳା ଜଣଙ୍କ ନିଜର ସ୍ୱାମୀ , ଶାଶୁ , ଶଶୁର ଙ୍କ ନାମରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ 7 ବର୍ଷ ହେବ ନିର୍ଜାତିତ କରୁଛନ୍ତି । ଏବଂ ଏବେ ଯବତୀ ଜଣଙ୍କ ଭାଇ ର ଏନଗେଜ ମେଣ୍ଟ କୁ ଜାଇ ଥିବା ବେଳେ ଏବେ ଆସିବା ପରେ ଶାଶୁ ଘର ଲୋକ ଘର ଭିତରୁ କବଟା ବନ୍ଦ କରି ବୋହୁ ଙ୍କୁ ଦ୍ୱାର ମୁହଁ ରେ ଛୁଡା କରି ରଖିଛନ୍ତି।

women 1

ତେବେ ଏମିତି ରେ ଯୁବତୀ ଜଣଙ୍କ ଅଭିଯୋଗ ମଧ୍ୟ ଏହା ରହିଛି । ଶଶୁର ଙ୍କ ଲମ୍ବା ହାତ ରହିଛି । ସେହିଥି ପାଇଁ ଯେକୈଣସି ପୋଲିସ ଷ୍ଟେସନ ରେ ଅଭିଯୋଗ କରିବାରୁ ମଧ୍ୟ ଏହା ଉପରେ କେହିବି ପଦକ୍ଷେପ ନେଉ ନାହାଁନ୍ତି । ସେହି ପରି ଯୁବତୀ ଜଣଙ୍କ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ସ୍ୱାମୀ ର ତାଙ୍କର ଭାଉଜ ଙ୍କ ସହିତ ସଂ-ମ୍ପର୍କ ରହିଛି । ଜାହାକୁ ନିଜେ ଶାଶୁ ଶଶୁର ସୋପର୍ଟ କରୁଛନ୍ତି । ଯେଉଁଥି ପାଇଁ ପାଇଁ ବର୍ତମାନ ସମୟ ରେ ବୋହୁ ଙ୍କୁ ନିର୍ଜାତିତ ହେବାକୁ ପଡୁଛି ।

ତେବେ ଯୁବତୀ ଜଣଙ୍କ କହିଛନ୍ତି ଯେ ବିଗତ 7 ବର୍ଷ ହେବ ଏମିତି ନିର୍ଜାତିତ ହେବାକୁ ପ଼ଡୁଥିବା ବେଳେ ବର୍ତମାନ ସମୟ ରେ ସେ ନିଜର ନ୍ୟାୟ ପାଇବା ପାଇଁ ଚାହୁଁଛନ୍ତି । ଯେଉଁଥି ପାଇଁ ଏବେ ମହିଳା ଜଣଙ୍କ ନିଜର ଦୁଖଃର କଥା କୁ ମିଡିଆ ସାମ୍ନା ରେ ବଖାଣିଛନ୍ତି । ସେ କହିଛନ୍ତି ଯେ ତାଙ୍କର ଦୁଇଟି ପିଲା ହେଲେ ଏମିତି ନିର୍ଜାତିତ କରି ତାଙ୍କୁ କେବେବି ପଇସା ଦେଉ ନାହାଁନ୍ତି ।

womens 1

ଚଳିବା ପାଇଁ ବାପ ଘରୁ ସାହାଯ୍ୟ ଆଣୁଛନ୍ତି । ଘରେ ସ୍ୱାମୀ ସହିତ ଶାଶୁ ଶଶୁର ମଧ୍ୟ ମିଶି ମାଡ ମାରୁଥିବା ବେଳେ ବର୍ତମାନ ସମୟ ରେ ମହିଳା ଚନ୍ଦ୍ରଶେଖର ପୁର ଥାନା ରେ ଅଭିଯୋଗ କରିଛନ୍ତି । ଏବଂ ଆଶା ରଖିଛନ୍ତି ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *