ବଡ ଖବର ଏହି ତାରିଖରେ ବାହାରିବ ମାଟ୍ରିକ ରେଜଲ୍ଟ

kumar bapi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ଏବେ ମେଟ୍ରିକ୍ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସୁଛି ଆଉ କିଛି ବଡ ଖବର । ଯେମିତି କି ଆପଣ ମାନେ ସମସ୍ତେ ଜାଣିଥିବେ ପୂର୍ବ ସୂଚନା ମୁତାବକ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ କି ଜୁନ ମାସର ଶେଷ ସପ୍ତାହ ସୁଧା ରେଜଲ୍ଟ ପ୍ରକାଶ ପାଇବ ବୋଲି । ହେଲେ ଏହି ମଧ୍ୟରେ ଆଉ କିଛି ନୂଆ ଅପଡେଟ ଆସିଜାଇଛି । ତେବେ ପୁଣି କେବେ ସୁଧା ପ୍ରକାଶ ପାଇବ 2022 ମେଟ୍ରିକ ପରିକ୍ଷା ଫଳ ଜାହାକୁ ଆପଣ ମାନେ ମଧ୍ୟ ନିଜ ନିଜ ରୋଲ ନଂ ଜରିଆରେ ଦେଖି ପାରିବେ । ତେବେ ଏହି ନେଇ ଜାରି ହୋଇଛି ନୂୂଆ ନୋଟିଫିକେସନ ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଖବର ଉପରେ ।

ତେବେ ବନ୍ଧୁଗଣ ଗଣଶିକ୍ଷା ମନ୍ତ୍ରୀ ସମିର ରଞନ ଦାସ ପୁଣି ଥରେ କିଛି ନୂଆ ସୂଚନା ଦେଇଛନ୍ତି । କି ଜୁଲାଇ ମାସର ପ୍ରଥମ ସପ୍ତାହ ସୁଧା 2022 ମେଟ୍ରିକ ପରିକ୍ଷା ଫଳ ପ୍ରକାଶ ପାଇବ ବୋଲି । ଏମିତି ଆପଣ ମାନେ Odisha.indiaresult.com ମଧ୍ୟ ଆପଡେଟ ଆସିଜାଇଛି । ହେଲେ ବର୍ତମାନ ସମୟ ରେ ଆପଣ ମାନେ କେବଳ ଏଠାରେ ରେଜିଷ୍ଟର କରି ପାରିବେ ।

ବହୁତ ଜଲ୍ଦି ମଧ୍ୟ ଆପଣ ମାନେ ସେଠାରେ ରେଜଲ୍ଟ ଏଭେଲେବୁଲ ବୋଲି ଲେଖିବ । ଜାହା ପରେ ଆପଣ ମାନେ ମଧ୍ୟ ନିଜ ନିଜର ରେଜଲ୍ଟ ପାଇ ପାରିବେ । ତେବେ ଏହି ସବୁ ୱେବସାଇଟ କୁ ଜାଇ ଆପଣ ମାନେ ମଧ୍ୟ ନିଜର ରେଜଲ୍ଟ କୁ ଦେଖି ପାରିବେ । ସେହି ପରି ଆପଣ ମାନେ BSEODISHA.nic.in ରେ କ୍ଲିକ୍ କରିବେ ତେବେ ବର୍ତମାନ ସମୟ ରେ ଏହିଠାରେ କିଛି ବି ପରିବର୍ତନ ହୋଇ ନାହିଁ ।

ଯେତେ ବେଳେ ଏହି ସାଇଟ ରେ ବି ରେଜଲ୍ଟ ଆସିଯିବ ତେବେ ଆପଣ ମାନେ ନିଶ୍ଚିତ ଭାବେ ରେଜଲ୍ଟ ଦେଖି ପାରିବେ । ତେବେ BSE ବୋର୍ଡ ପକ୍ଷ ରୁ ମିଳିଥିବା ସୂଚନା ଅନୁସାରେ ଜୁଲାଇ ମାସ 6 ତାରିଖ ସୁଦା ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦିଆଜାଇଛି । ତେବେ ଯେତେ ବେଳେ ଏଭେଲେବୁଲ ରହିବ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବେ ରେଜଲ୍ଟ ଦେଖି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *