ATM କାର୍ଡ ପାଇଁ ନୂଆ ନିୟମ ଦେଖନ୍ତୁ | ପାଖରେ ଥିଲେ ସାବଧାନ

atm card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଆରମ୍ଭ ହୋଇଜାଇଛି ଜୁଲାଇ ମାସ ଏବଂ ଆପଣ ମାନଙ୍କ ସମସ୍ତଙ୍କ ପାଖରେ ଯେକୈଣସି ATM କାର୍ଡ ନିହାତି ଭାବେ ଥିବ । ତେବେ ATM କାର୍ଡ ସଂମ୍ପର୍କ କୁ ନେଇ ଆସିଛି କିଛି ନୂଆ ରୋଲ ବା ନୂଆ ନିୟମ ଜାହା ମଧ୍ୟ ଆପଣ ମାନେ ଜାଣିରଖିବା ଜରୁରୀ । ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଅପଡେଟ ଭାରତୀୟ ରିଜର୍ଭ ବ୍ୟାଙ୍କ୍ କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡ କୁ ନେଇ ।

ଯୋଡିତ ନିୟମ ରେ ପୁଣି ପରିବର୍ତନ ହୋଇଛି । ଏହି ନୂଆ ନିୟମ 1 ଜୁଲାଇ ରୁ ଲାଗୁ ହୋଇଛି । ଏହିଥିରେ କ୍ରେଡିଟ କାର୍ଡ ଭୋଗ ଦାନ ସହିତ ଯୋଡିତ ନିୟମ ମଧ୍ୟ ସାମିଲ ରହିଛି । କେନ୍ଦ୍ରିୟ ବ୍ୟାଙ୍କ ର ଏକ ନୋଟିଫିକେସନ ଅନୁସାରେ ଏବେ ରାଜ୍ୟ ସରକାର ଙ୍କ ବ୍ୟାଙ୍କ୍ ଏବଂ ଜିଲ୍ଲା କେନ୍ଦ୍ରିୟ ସରକାରୀ ବ୍ୟାଙ୍କ୍ କୁ ଛାଡି ସମସ୍ତ ବ୍ୟାଙ୍କ୍ ଉପରେ କ୍ରେଡିଟ କାର୍ଡ ସମ୍ମନ୍ଧିୟ ନିୟମ ଲାଗୁ କରାଯିବ ।

atm

ତେବେ RBI ନିଜର ନୂଆ ନିୟମରେ କେଡ୍ରିଟ କାର୍ଡ ଜାରି କରିବାକୁ ନେଇ ବଡ ପରିବର୍ତନ କରିଛି । ତେବେ ଏହି ଜୁଲାଇ 1 ରୁ କୈଣସି ବି ବ୍ୟାଙ୍କ୍ ଖାତା କ୍ରେଡିଟ କାର୍ଡ ଜାରି କରିଥିବା କମ୍ପାନୀ ଗ୍ରାହାକଙ୍କ ସହମତି ବିନା କ୍ରେଡିଟ କାର୍ଡ ଜାରି କରି ପାରିବ ନାହିଁ । ଯଦି ଏମିତି ହୁଏ ତେବେ କାର୍ଡ ଜାରି କରିଥିବା କମ୍ପାନୀ ଏହି ନେଇ ଫାଇନ ଭରିବେ । ବର୍ତମାନ କ୍ରେଡିଟ କାର୍ଡ ବିଲ୍ ଭୋଗଦାନ ସମୟ ର ବିଲ ଜେନେରେଟ ପରେ ଦିଆଯାଏ ।

ତେବେ 1 ଜୁଲାଇ ରୁ ଆପଣ ମାନଙ୍କୁ କ୍ରେଡିଟ କାର୍ଡ ର ବିଲିଂ 11 ତାରିଖ କୁ ଆରମ୍ଭ ହେବ । ତେବେ କାର୍ଡ ଜାରି କରୁଥିବା ସଂସ୍ଥା ମାନେ ଏହାର ଧ୍ୟାନ ରଖିବେ ଯେ କୈଣସି ଭୁଲ ବିଲ ଜାରି କରିବେ ନାହିଁ । ଯଦି ଏମିତି କରନ୍ତି ତେବେ ଜାରି କରିଥିବା ସଂସ୍ଥା କୁ ଏହି ସଂମ୍ପର୍କ ରେ ଜବାବ ଦେବାକୁ ପଡିବ । ଏହିଥି ପାଇଁ ସେମାନଙ୍କୁ 30 ଦିନର ସମୟ ଦିଆଯିବ ।

Credit card

କ୍ରେଡିଟ କାର୍ଡ ଜାରି କରିଥିବା କମ୍ପାନୀ ଙ୍କୁ ଅନୁରୋଧ ହେଉଛି ଯେ 7 ଦିନ ମଧ୍ୟରେ କାର୍ଡ କୁ ବନ୍ଦ କରିବାକୁ ହେବ ଏହା ସହିତ ଗ୍ରାହାକ ଙ୍କ ଯେମିତି ବିଲ ଷ୍ଟେଟମେଣ୍ଟ ଦେବାକୁ ଡେରି କରିବେ ନାହିଁ ଏହା ସହ ଗ୍ରାହାକ ଙ୍କୁ ମଧ୍ୟ ଭୋଗ ଦାନ କରିବା ସମୟର ପର୍ଯାପ୍ତ ସମୟ ଦିଆଯିବ । ତେବେ କ୍ରେଡିଟ କାର୍ଡ ଜାରି କରିଥିବା କମ୍ପାନୀ କୁ ଅନୁରୋଧ ହୋଇଛି ଯେ 7 ଦିନ ମଧ୍ୟରେ କାର୍ଡ କୁ ବନ୍ଦ କରିବାକୁ ହେବ ନହେଲେ 7 ଦିନ ପରେ କମ୍ପାନୀ କୁ ପ୍ରତି ଦିନ 500 ଟଙ୍କା ଜୋରିମନା ଦେବାକୁ ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *