ଷ୍ଟେଟ ବ୍ୟାଙ୍କରେ ଖାତା ଥିଲେ ଦେଖନ୍ତୁ | ନ ହେଲେ ପଡିବେ ଅସୁବିଧାରେ

sbi 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ SBI ଗ୍ରାହାକ ମାନଙ୍କ ପାଇଁ ଆସୁଛି କିଛି ନୂଆ ନିୟମ ବା ନୂଆ ଘୋଷଣା ଯଦି ଆପଣ ମାନେ ଜଣେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ର ଗ୍ରାହାକ ଏବଂ ଆପଣ ମାନଙ୍କର ମଧ୍ୟ ଏହି ବ୍ୟାଙ୍କ୍ ମଧ୍ୟ ଆକାଉଣ୍ଟ ରହିଛି । ତେବେ ଜାଣି ରଖନ୍ତୁ ଏବେ ଆସିଛି କିଛି ନୂଆ ନିୟମ ଜାହା ଆପଣ ମାନଙ୍କ ସମସ୍ତ ଙ୍କୁ ଜାଣି ରଖିବା ଜରୁରୀ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଖବର ଉପରେ ନଜର ପକେଇବା।

ବ୍ୟାଙ୍କ୍ କଷ୍ଟମର ଙ୍କ ସୁରକ୍ଷା କୁ ନଜର ରେ ରଖି କିଛି ଗୁରୁତ୍ୱ ପୂର୍ଣ୍ଣ ପରିବର୍ତନ କରିଛି । ଏହି ପରିବର୍ତନ ଅନୁସାରେ ଏବେ SBI ର YONO ଆପ ରେ ଗ୍ରାହାକ କେବଳ ସେହି ଫୋନ ରୁ ଲଗଇନ କରି ପାରିବେ ଜାହାର ମୋବାଇଲ ନମ୍ବର ବ୍ୟାଙ୍କ୍ ସହିତ ରେଜିଷ୍ଟର ହୋଇଥିବ । ଅର୍ଥାତ ଆପଣ ମାନେ ଅନ୍ୟ କୈଣସି ନମ୍ବର ରୁ ବ୍ୟାଙ୍କ୍ ସର୍ଭିସ ନେଇ ପାରିବେ ନାହିଁ ।

sbi

ଆପଣ ମାନଙ୍କୁ କହିଦେବୁ ଅନଲାଇନ ବ୍ୟାଙ୍କିଂ ଫ୍ରଡ ରୋକିବା ପାଇଁ ବ୍ୟାଙ୍କ୍ ଏମିତି ପଦକ୍ଷେପ ନେଇଛି । ଦେଶର ସବୁଠୁ ବଡ ବ୍ୟାଙ୍କ୍ SBI ନିଜର ଗ୍ରାହାକ ମାନଙ୍କ ପାଇଁ ବେଳେ ବେଳେ ଏହି ସୁବିଧା ଆଣିଥାଏ । ଏବେ ଅନଲାଇନ ଫ୍ରଡ ର ବଢୁଥିବା ମାମଲା କୁ ନଜର ରେ ରଖି ବ୍ୟାଙ୍କ YONO ଆପ ର ଏହି ନୂଆ ଆପଡେଟ କରିଛି । ଏହା ଗ୍ରାହାକ ମାନଙ୍କୁ ସୁରକ୍ଷିତ ବ୍ୟାଙ୍କିଂ ର ଅନୁଭବ ମିଳିବା ସହିତ ଅନଲାଇନ ଫ୍ରଡ ର ଶିକାର ହେବାରୁ ମଧ୍ୟ ସେମାନେ ରକ୍ଷା ପାଇବେ ।

ବ୍ୟାଙ୍କ୍ ପୂର୍ବରୁ ମଧ୍ୟ ଏହି ସୂଚନା ଜାରି କରିଥିଲା ଯେ ଗ୍ରାହାକ ନୂଆ ରେଜିଷ୍ଟେସନ ପାଇଁ ସେହି ଫୋନ କୁ ବ୍ୟବହାର କରି ପାରିବେ ଯେଉଁଥିରେ ତାଙ୍କର ବ୍ୟାଙ୍କ ସହିତ ମୋବାଇଲ ନମ୍ବର ରେଜିଷ୍ଟର ଥିବ । ଅନ୍ୟ କୈଣସି ନମ୍ବର ରୁ ଲଗଇନ କରିବା ପାଇଁ ପ୍ରୟାସ କରୁଥିବା ଟ୍ରାଞାକ୍ସନ ପାଇଁ ଅନୁମତି ଦେବନାହିଁ SBI ଏଣିକି ଆପଣ ମାନଙ୍କ ଏକାଉଣ୍ଟ କୁ ହେକ୍ କରିବା ସମ୍ଭବ ହେବ ନାହିଁ ।

YONO App

କେବଳ ଏତିକି ନୁହେଁ ବ୍ୟାଙ୍କ୍ ଫୋନ ନମ୍ବର ପାଇଁ ମଧ୍ୟ ନୂଆ ନିୟମ କରିଛି । ନୂଆ ନିୟମ ଅନୁସାରେ ଏବେ ଆପଣ ମାନେ ଆପ କୁ କୈଣସି ବି ଫୋନ ଜରିଆରେ ଲଗଇନ କରି ପାରିବେ ନାହିଁ । ଯଦିଓ ପୂର୍ବରୁ କଷ୍ଟୋମର ଅନ୍ୟ ଫୋନ ରୁ ଲଗଇନ କରି ପାରୁଥିଲେ ହେଲେ ଏବେ ଆଉ କରି ପାରିବେ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *