07 ଜୁଲାଇ 2022 ରାଶିଫଳ – ବଦଳୁଛି ଆଜିଠୁ ଏହିସବୁ ରାଶିଙ୍କ ଭାଗ୍ୟ ।

rasiphala

ମେଷ ରାଶି- ଆଜି ଆପଣ କେଉଁ ନୂଆ ଯୋଜନା ବନାଇପାରନ୍ତି । ଯେଉଁଥିରେ ସଫଳତା ମିଲିବାର ପ୍ରବଳ ଯୋଗ ଅଛି, ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଉନ୍ନତ ହେବ । ଜୀବନସାଥୀଙ୍କ ସହାୟତାରେ ଆପଣଙ୍କୁ ଫାଇଦା ଦେବ, ନୁଆ ନୁଆ ବ୍ୟକ୍ତିଙ୍କ ସହ ଚିହ୍ନା ପରିଚିତ ବଢିପାରେ, କିନ୍ତୁ ଆପଣ କେଉଁ ଅଚିହ୍ନା ଲୋକଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ । କ୍ୟାରିୟରରେ ଆଗକୁ ବଢିବାର ମଉକା ମିଳିବ , ଯାହାର ଫାଇଦା ଉଠାଇବାର ଅଛି, କପଡା ବେପାର କରୁଥିବା ବେପାରୀଙ୍କୁ ଆଜି ଲାଭ ମିଳିବ, ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ଦ୍ୱାରା ପୁରା ସହଯୋଗ ମିଳିପାରିବ ।

ବୃଷ ରାଶି- ଆଜି ଆପଣଙ୍କୁ ଧନଲାଭ ମିଳିପାରେ, ଯଦି ଆପଣ ପୁର୍ବରୁ କେଉଁଠି ପଇସା ବିନିଯୋଗ କରିଛନ୍ତି ତେବେ ତାହା ଫେରିପାରିବେ । ଏହି ରାଶିର ବିଦ୍ୟାର୍ଥୀଙ୍କୁ ନିଜ ପରିଶ୍ରମର ପୁରା ଫଳ ପ୍ରାପ୍ତି ହେବ, ଏହା ସହ କେଉଁ ବି ପ୍ରତିଯୋଗିତା ପରିକ୍ଷାର ଫଳାଫଳ ଭଲ ରହିବ । ଆମଦାନୀର ନୁଆ ସ୍ରୋତ ମିଳିପାରିବ, ନୁଆ ପ୍ରୋଜେକ୍ଟରେ କାମ କରିବା ପୁର୍ବରୁ ସେହି ବିଷୟରେ ବିଶେଷଜ୍ଞଙ୍କ ଉପଦେଶ ନିଅନ୍ତୁ, ଏହା ଆପଣଙ୍କ ପାଇଁ ଫାଇଦାଦାୟକ ରହିବ, ଘର ପରିବାରରେ ସୁଖ ଶାନ୍ତି ରହିବ । ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ପରିବାର ଲୋକଙ୍କ ସହ କେଉଁ ଧାର୍ମିକ ସ୍ଥଳର ଯାତ୍ରା କରିପାରନ୍ତି ।

ମିଥୁନ ରାଶି- ଆଜି ଆପଣଙ୍କ ଦିନ ମିଳାମିଶା ରହିବ । ଆପଣ କେଉଁ ବି କାମକୁ ବ୍ୟସ୍ତତାପୁର୍ଣ୍ଣଭାବେ କରନ୍ତୁ ନାହିଁ, ନହେଲେ କାମଟି ବିଗିଡିପାରେ, ଯଦି ଆପଣ ସଠିକ୍ ଦିଗରେ ପରିଶ୍ରମ କରିବେ ତେବେ ସଫଳତା ନିଶ୍ଚିତ ମିଳିବ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ । ଅଫିସ୍ ରେ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ବନାଇରଖନ୍ତୁ, କାମକାର୍ଯ୍ୟରେ ଅଧିକା ପ୍ରେସର୍ ଯୋଗୁ ଶାରରୀକ ଥକାପଣ ଅନୁଭବ ହୋଇପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ । ପ୍ରେମ ସଂବନ୍ଧରେ ମଜବୁତି ଆସିବ ।

କର୍କଟ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, କାର୍ଯ୍ୟାଳୟରେ ଅଧିକାରୀ ବର୍ଗଙ୍କ ଠାରୁ ଆପଣଙ୍କୁ ସକରାତ୍ମକ ରେସପୋନ୍ସ ମିଳିବ, ମା ବାପାଙ୍କ ସହଯୋଗ ମିଲିବ, ବାହାର ଖାଦ୍ୟପେୟରୁ ନିବୃତ ରୁହନ୍ତୁ, ନହେଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ, ଶରୀରରେ କିଛିଟା ଥକାପଣ ଅନୁଭବ ହୋଇପାରେ, ବେପାରରେ ଭଲ ଲାଭ ମିଳିବ, ଆପଣ ନିଜ ଆତ୍ମବିଶ୍ୱାସ ବୃଦ୍ଧି କରିବେ, କାହା ସହ କଥାବାର୍ତ୍ତା କରୁଥିବା ସମୟରେ ନିଜ ବାଣୀକୁ ନିୟନ୍ତ୍ରଣ ରଖିବାକୁ ହେବ, ପ୍ରେମଜୀବନରେ ଚଳୁଥିବା ଲୋକଙ୍କ ପାଇଁ ଦିନଟି ଭଲ ନଜର ଆସୁଛି ।

ସିଂହ ରାଶି : ଆଜି ତୁମର ଦିନ ଖୁସିରେ ବିତାଇବାକୁ ଯାଉଛି | କାର୍ଯ୍ୟ ସଂପର୍କରେ ପ୍ରସ୍ତୁତ ଯୋଜନାଗୁଡ଼ିକ ସଫଳ ହେବ | ଚାକିରି କ୍ଷେତ୍ରରେ ତୁମର ପ୍ରଭାବ ବୃଦ୍ଧି ପାଇବ | ରୋଜଗାର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ | ଟେଲି ଯୋଗାଯୋଗ ମାଧ୍ୟମରେ ଏକ ଖୁସି ଖବର ଗ୍ରହଣ କରାଯିବ ବୋଲି ଆଶା କରାଯାଏ, ଯାହା ପରିବାରର ପରିବେଶକୁ ଖୁସି କରିବ | ପିଲାମାନଙ୍କ ପାର୍ଶ୍ୱରୁ ଟେନସନ ହଟାଯିବ | ଛାତ୍ରମାନଙ୍କ ମନ ଅଧ୍ୟୟନରେ ନିୟୋଜିତ ହେବ | ଶିକ୍ଷା କ୍ଷେତ୍ରରେ ଆସୁଥିବା ପ୍ରତିବନ୍ଧକକୁ ଦୂର କରାଯାଇପାରିବ | ତୁମର କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡିବ ନଚେତ୍ କାହା ସହିତ ଯୁକ୍ତିତର୍କ ହୋଇପାରେ |

କନ୍ୟା ରାଶି : ଆଜି ତୁମର ଦିନ ପୂର୍ବ ଦିନ ଅପେକ୍ଷା ଭଲ ହେବ | ସୃଜନଶୀଳ କାର୍ଯ୍ୟରେ ଆଗ୍ରହ ବଢିବ | ତୁମେ ତୁମର ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ କରିପାରିବ | ଆପଣ ଯେକୌଣସି ପ୍ରିୟ କାର୍ଯ୍ୟରେ ବଡ଼ ସଫଳତା ପାଇବାର ସମ୍ଭାବନା ଅଛି | ସାଙ୍ଗମାନେ ପୂର୍ଣ୍ଣ ସାହାଯ୍ୟ ପାଇବେ | ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା ହୋଇପାରେ | ଛୋଟ ବ୍ୟବସାୟୀଙ୍କ ଲାଭ ବୃଦ୍ଧି ପାଇବ | ଆପଣଙ୍କର ଗ୍ରାହକମାନେ ବୃଦ୍ଧି ହେବାର ସମ୍ଭାବନା ଅଛି | ଛାତ୍ରମାନେ ଶ୍ରେଣୀ ଅଧ୍ୟୟନରେ ବହୁତ ବ୍ୟସ୍ତ ଥିବା ପରି ମନେହୁଏ | ଯୁବକମାନଙ୍କର ଅବାଧତା ପିତାମାତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ | ସ୍ୱାସ୍ଥ୍ୟ ଭଲ ହେବ |

ତୁଳା ରାଶି : ଆଜି ଆପଣଙ୍କ ସକରାତ୍ମକତା ପୁରା ମାହୋଲ୍ ସକରାତ୍ମକ ବନାଇବ , ବଡ ଅଧିକାରୀଙ୍କ ସହ ଖୁବ୍ ତାଳମେଳ ରହିବ , ଚାକିରି ଓ ବେପାରରେ ଲାଭ ହେବାର ଅନୁବନ୍ଦ ଅଛି , କେଉଁ ଲୋକ ସହ ତେବେ ବନ୍ଧୁତା କରନ୍ତୁ , ଯେବେ ପୁରା ଜାନକାରୀ ମିଳିବ , ଓ ତାକୁ ଭଲ ଭାବେ ବୁଝିଥିବେ , କିଛି ଲୋକଙ୍କର କାରଣରୁ ଆପଣ ଭାବନାତ୍ମକ ରୁପରେ ଚିନ୍ତିତ ହୋଇପାରନ୍ତି , ଏହି ପ୍ରକାର କିଛି ଲୋକଙ୍କର ସହ ଯୁକ୍ତି ତର୍କ ହୋଇପାରେ , ପାର୍ଟନର ଆପଣଙ୍କ ଭାବନାକୁ ବୁଝିପାରିବେ ।

ବିଛା ରାଶି : ପାରିବାରିକ ବାତାବାରଣ ଖୁସିମୟ ରହିବ । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସଂବନ୍ଧରୁ ଲାଭ ମିଳିବ , ଆପଣଙ୍କ କିର୍ତ୍ତିରେ ବୃଦ୍ଧି ହେବ । କାର୍ଯ୍ୟକୁ ଟାଳିବାକୁ ପ୍ରୟାସ କରନ୍ତୁ ନାହିଁ । ଆପଣଙ୍କ ଶତ୍ରୁ ବି ଆଜି ଆପଣଙ୍କ ବନ୍ଧୁ ହୋଇଯିବେ , ପାର୍ଟନରଙ୍କ ମୁଡ୍ ବି ଭଲ ରହିବ । ଆପଣଙ୍କ ଲଭ୍ ଲାଇଫ୍ ରେ ପରିବର୍ତ୍ତନ ଦେଖାଦେବ , ସବୁଦିନର କାର୍ଯ୍ୟ ପୁରା ହେବ , ପାରିବାରିକ ସହଯୋଗ ମୀଳିବ । ଜୀବନସାଥୀଙ୍କ ସହ ଆନନ୍ଦପୁର୍ଣ୍ଣ ବ୍ୟବହାର ରହିବ , ଆୟର ସାଧନ ମଜବୁତ୍ ହେବ ।

ଧନୁ ରାଶି : ଆଜି ଆପଣଙ୍କ ବେପାରରେ ଧନ ଲାଭ ହେବ , ବ୍ୟବସାୟିକ କାର୍ଯ୍ୟରେ କିଛି ଅନାବଶ୍ୟକ ଚିନ୍ତା ଆସିପାରେ , ଯାହାର କାରଣରୁ ଆପଣଙ୍କ ମନ ବିଚଳିତ ହୋଇପାରେ,  ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ , ଅନ୍ୟ ଦୃଷ୍ଟିକୌଣରୁ ସମୟ ଅନୁକୁଳ ଅଛି  କେଉଁ ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ ହେବାର୍ ସଂମ୍ଭାବନା ଅଛି , ଲେଣଦେଣ ମାମଲାରେ ବିଳମ୍ବତା ରଖନ୍ତୁ ନାହିଁ , କ୍ଷତି ହୋଇପାରେ , ଭଉଣୀଘରୁ କିଛି ଶୁଭ ସମାଚାର ମିଳିପାରେ ।

ମକର ରାଶି : ଆଜି ଆପଣଙ୍କ ଭାଗ୍ୟ ସଫଳ ହେବ , ଆପଣଙ୍କ ବ୍ୟକ୍ତିଗତ ଜୀବନରେ କିଛି ବଢିବା ରହିବ , ପରିବାର ଓ ଜୀବନସାଥୀଙ୍କ ସହଯୋଗ ମିଳିବ , ଆପଣଙ୍କ ସାମାଜିକ ଦୃଷ୍ଟିକୋଣରୁ ମାନ ସମ୍ମାନ ପାଇବେ , ବିନା କାରଣରେ ଭୟ ଉତ୍ପନ୍ନ ହେବ , ଆପଣଙ୍କ ନୁଆ ସଂମ୍ପର୍କ ପ୍ରତି ପୁରା ସମର୍ପିତ ହେବେ , ଲାଭର ସମାଚାର ମିଳିପାରିବ , ସ୍ୱାସ୍ଥ୍ୟର ମାମଲାରେ ମକର ରାଶିଙ୍କ ଚିନ୍ତା ବଢିପାରେ , ଖର୍ଚ୍ଚରେ କଣ୍ଟ୍ରୋଲ୍ କରିବାକୁ ହେବ ।

କୁମ୍ଭ ରାଶି : ଆଜି ନିଜ ପରାକ୍ରମ ବଢିବାର ଅନୁଭବ କରିବେ , ଆପଣଙ୍କୁ ଧନ ସଂବନ୍ଧୀ ସବୁ ଚିନ୍ତା ଦୂର ହୋଈଜିବ , ଓ ନିଜ ଅଟକିଥିବା କାମ ସଫଳତାପୂର୍ବକ ପୁରା ହୋଇପାରିବ , ବିତ୍ତିୟ ସ୍ଥିତିରେ ସୁଧାର୍ ଆସିବ , କିନ୍ତୁ ସାବଧନତା ସହ ଭାବିବାର ପରେ ହିଁ ନୁଆ ସଂମ୍ପତ୍ତି ନିବେଶ କରନ୍ତୁ  , ଆଜି ସଂମ୍ପର୍କର ସହ୍ କେଉଁ ମାମଲା ବୁଝାମଣା ହେବ , ଅଧିକା ଉତ୍ସାହରେ କାମ କରିବାରୁ ବଞ୍ଚିବାକୁ ହେବ , ଲୋକଙ୍କ ମନରେ କିଛି ଭୁଲ୍ ବୁଝାମଣା ଆସିପାରେ ।

ମୀନ ରାଶି : ଆଜି ଆପଣଙ୍କୁ ଅବସରରୁ ଫାଇଦା ମିଳିପାରିବ , ଘରର କେଉଁ ସଦସ୍ୟଙ୍କ ଚିନ୍ତା ହଇରାଣ୍ କରିବ,  ଆପଣ ନିଜକୁ ଟିକିଏ ଅସୁରକ୍ଷିତ ଅନୁଭବ କରିବେ , ଯଦି ଆପଣ ଉଚ୍ଚ୍ ଅଧ୍ୟୟନ କରିବାପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି ତେବେ ନିରାଶ ହେବେ ନାହିଁ , ଆପଣଙ୍କ ଜୀବନରେ ଆସୁଥିବା ସବୁ ଅସୁବିଧା ଭୋଲାନାଥଙ୍କ କୃପାରୁ ସମାଧାନ ହୋଇଯିବ , ଘର ପରିବାରରେ ହାଲକା ଚିନ୍ତା ଆସିପାରେ , ସ୍ତ୍ରୀଙ୍କ କଥାରେ ବିବାଦ କରନ୍ତୁ ନାହିଁ , ବରଂ ଧୈର୍ଯ୍ୟ ର ସହ ଭାବନ୍ତୁ ।

Leave a Reply

Your email address will not be published. Required fields are marked *