ସେଲ୍ଫି ଦେଇ ଦେଇ ସକାଳୁ ସନ୍ଧ୍ୟା ହେଇଗଲାଣି : ବର୍ଷା

Tunguru

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭୋଳ କାହାଣୀ ରେ ଆସିଲା ଟ୍ୱିଇଷ୍ଟ ସବୁଠି ଚର୍ଚ୍ଚା ରେ ଆସି ଫେମସ ହୋଇଥିବା ଟୁଙ୍ଗୁରୁ ଭୋଳ ଅଭିନୟ କରିବାର ଅଫର ପାଇ ଥିବା ବେଳେ ଏବେ ପଛରେ ପଡିନାହାଁନ୍ତି ପ୍ରେମିକା ବର୍ଷା । ତାଙ୍କୁ ବି ଅଭିନୟ କରିବା ନେଇ ଅଫର ମିଳିଛି । ଏମାନଙ୍କ ସତ ଖୁଲାସା କରିବା ପରେ ଏବେ ଦବିଛି ଟୁଙ୍ଗୁରୁ ଏବଂ ଏବେ ଉପର କୁ ଉଠିଛନ୍ତି ବର୍ଷା ।

ଚାରିଆଡେ ସେହି ଟୁଙ୍ଗୁର ଏବଂ ବର୍ଷା । ବର୍ଷା ଏବେ ଏମିତି ଫେମସ୍ ଯେ ସେଲ୍ଫି ନେବା ପାଇଁ ଲାଗୁଛି ଲୋକ ମାନଙ୍କର ଲମ୍ବା ଲାଇନ ନ ଖାଇ ନପିଇ ସେ ସେଲ୍ଫି ଦେଇ ଦେଇ ଥକି ଗଲେଣି । ଏମିତି ଲୋକ ମାନେ ଏପରି କହୁଛନ୍ତି କି ମେଡମ୍ ଆପଣ ମାନଙ୍କର ଏବେ ସବୁଠି ଚର୍ଚ୍ଚା । ଟିକେ ମୁହଁ ଦେଖାନ୍ତୁ ମାସ୍କ ଟିକେ ଖୋଲନ୍ତୁ । ଆମେ ଟିକେ ଆପଣଙ୍କୁ ଦେଖିବୁ ।

Tunguru

ତେବେ ଏବେ ବର୍ଷା ଙ୍କୁ ବି ଆଲବମ୍ କରିବା ଲାଗି ଅଫର ମିଳୁଛି । ଆଉ ସେ କହିଛନ୍ତି ମୁଁ କରିବି । ଏବଂ ଟୁଙ୍ଗୁରୁ ଭୋଳ କଣ ଖେଳ କରୁଥିଲା ମୁଁ ଏବେ କଣ ଖେଳ କରୁଥିଲା ଏବେ ଖେଳ କରିବ ବର୍ଷା ଭୋଳ ଆଉ ଜାହାକୁ ସାରା ଦେଶ ଦେଖିବ । ତେବେ ଟୁଙ୍ଗୁରୁ ଭୋଳ କଣ ଏକା ଷ୍ଟାର ହେବ ବର୍ଷା ହେବେନି , ବର୍ଷା ପାଇଁ ଆଜି ଟୁଙ୍ଗୁରୁ ଭୋଳ ଷ୍ଟାର ହୋଇ ପାରିଛି ।

ହେଲେ ସମସ୍ତେ ମତେ ହିଁ ଭୁଲ କହୁଥିଲେ । ଖାଲି ଷ୍ଟାର ବନିବ ବୋଲି କ୍ୟାମେରା ସାମ୍ନା କୁ ଜାଇ ଟୁଙ୍ଗୁରୁ ଏପଟ ସେପଟ କରି କହୁଛି । ହେଲେ ଏବେ ଦୁନିଆଁ ଦେଖୁଛି ତାର କଲ ରେକର୍ଡ ଏବଂ ଭୟେସ୍ ରେକର୍ଡ । ସତ କଣ ମିଛ କଣ ଏବେ ସମସ୍ତେ ଜାଣି ସାରିଲେଣି । ଏଠି ପ୍ରକୃତ ରେ ପୁଅର ଭୁଲ ନାରୀ ଙ୍କୁ ସମ୍ମାନ ଦେବା ଉଚିତ ।

barsha

ତେବେ ଏମିତି କିଛି କହିଛନ୍ତି ବର୍ଷା ଏବଂ ଜାହାର ଭିଡ଼ିଓ ପୁଣି ଥରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ଏହାକୁ ନେଇ ଆପଣ ମାନଙ୍କର ମତାମତ କଣ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *