ଖରାପ କାମ କରି ମଧ୍ୟ କଳିଯୁଗରେ କିପରି ନର୍କଦଣ୍ଡରୁ ମୁକ୍ତି ପାଇପାରିବେ |

kam

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଆଜିର ଏହି କଳିଯୁଗରେ ପ୍ରତ୍ୟୋକ ଲୋକ ମାନେ କେବଳ ସୁଖ ପାଇବା ପାଇଁ ଚାହାଁନ୍ତି । ହେଲେ ଶେଷ ରେ ସେମାନଙ୍କୁ ଦୁଖଃ , ସମସ୍ୟା ଏବଂ ଜାତନା ଆଦି ଭୋଗ କରିବାକୁ ପଡେ । ତେବେ ଏମିତି କଳିଯୁଗ ରେ ଆମେ ମାନେ କେମିତି ଭଗବାନ ଙ୍କୁ ସ୍ମରଣ କରି ପାରିବା । କେମିତି ତାଙ୍କର କୃପା ପାଇ ପାରିବା । ତେବେ ବନ୍ଧୁଗଣ ଆମେ ଆଜି ଏଠାରେ ଆପଣ ମାନଙ୍କୁ ଏମିତି କିଛି ମନ୍ତ୍ର ବିଷୟ ରେ କହିବୁ ଜାହା ଯୋଗୁଁ ଆପଣ ମାନେ କଳିଯୁଗରେ ଘୋର ପାପ କରି ମଧ୍ୟ ଏହି ମନ୍ତ୍ର ର କେବଳ ଥରେ ମାତ୍ର ଉଚ୍ଛାରଣ ରେ ସବୁ ପାପ ରୁ ମୁକ୍ତି ପାଇ ପାରିବେ ।

ତେବେ ରାମାୟଣ ଗ୍ରନ୍ଥ ରେ ତୁଳସୀ ଦାସ ଲେଖିଛନ୍ତି କଳିଯୁଗ କେବଳ ନାମକ ଧରା । ତେଣୁ ଏହି ଯୁଗରୁ ପାର ପାଇବା କୁ ହେଲେ ଭଗବାନ ଙ୍କ ନାମ ଶ୍ରେଷ୍ଟ ଅଟେ । ଏବଂ ଏହି ସଂସାର ରେ ଏକମାତ୍ର ହିଁ ହରିନାମ ଭଗବାନ ଙ୍କୁ ପ୍ରାପ୍ତି କରିବାର ଉତ୍ତମ ମାର୍ଗ ଅଟେ । ତେବେ ଏଠାରେ ପ୍ରଶ୍ନ ଆସେ ଏହି କଳିଯୁଗରେ ଆମକୁ ହରିଙ୍କ ନାମ କେମିତି ନେବାକୁ ହେବ ।

krishan

ତେବେ ଏହା ମଧ୍ୟ ଆମ ଶାସ୍ତ୍ର ରେ ବର୍ଣ୍ଣିତ ରହିଛି ଜାହା ଏହି ପ୍ରକାରର ଅଟେ କି ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ଏହି ମନ୍ତ୍ରୀ ର ଉଚ୍ଚରଣ ନିଜେ ଚୈତନ୍ୟ ମହାପ୍ରଭୁ କରିଥିଲେ । ଏବଂ ତାଙ୍କର ବାଣୀ ଅନୁସାରେ ଏହି କଳିଯୁଗରେ ରେ ଏହି ମନ୍ତ୍ର ଟି ପ୍ରତ୍ୟୋକ ବ୍ୟକ୍ତିଙ୍କ ପାଇଁ ମୁକ୍ତିର ସାଧନ ହେବ ।

ଏହା ଏମିତି ଏକ ମନ୍ତ୍ର ଅଟେ ଜାହା ମଧ୍ୟରେ ସବୁ ମନ୍ତ୍ର ର ଉଚାରଣ ହୁଏ । ଜାହାକୁ ପ୍ରତ୍ୟୋକ ଦେବା ଦେବି ମାନେ ବି ପାଠ କରନ୍ତି । ଚୈତନ୍ୟ ମହାପ୍ରଭୁ ଙ୍କ ବାଣୀ ଅନୁସାରେ କଳିଯୁଗରେ ଭଗବାନ ଙ୍କୁ ପ୍ରାପ୍ତ କରିବା ବହୁତ ସହଜ ହୋଇଥାଏ ।

krishan

କାରଣ ସତ୍ୟ ଯୁଗରେ ମନୁଶ୍ୟ କୁ ଯପ , ତପ , ବୈରାଗ୍ୟ ଆଦି କରି ଯେଉଁ ଫଳ 10 ବର୍ଷରେ ପ୍ରାପ୍ତ ହୁଏ । ତାହା ଏହି ମନ୍ତ୍ରୀ ଉଚାରଣ ରେ କେବଳ ଗୋଟିଏ ଦିନ ରେ ପ୍ରାପ୍ତ ହୁଏ । ତେବେ ଆପଣ ମାନେ ଯଦି କୈଣସି କିଛି ପାପ କରିଛନ୍ତି । ଏହି ମନ୍ତ୍ର ର ଉଚାରଣ ମାତ୍ରା ଆପଣ ମାନଙ୍କ ସବୁ ପାପ କ୍ଷେୟ ହୋଇଯିବ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *