୧୧ ଜିଲାକୁ ଆଲର୍ଟ ଜାରି ଆଜି ପ୍ରବଳ ବର୍ଷା ହେବ |

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା ରେ ଏବେ ଜାରି ରହିଛି ଏକ ଲଘୁଚାପ ପ୍ରଭାବ । ତେବେ ରାଜ୍ୟ ରେ ଆସନ୍ତା 10 ତାରିଖ ଯାଏ ଜାରି ରହିବ ବର୍ଷା । ତେବେ ମଧ୍ୟ 11 ଟି ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ତେବେ 8 ତାରିଖ ରୁ ଆହୁରୀ ବଢିବ ବର୍ଷା । ଏହି ନେଇ ପାଣିପାଗ ବିଭାଗ ପକ୍ଷ ରୁ ଜାରି ହୋଇଛି କିଛି ନୂଆ ରିପୋର୍ଟ ଆସନ୍ତୁ ଜାଣିନେବା ଦକ୍ଷିଣ ପଶ୍ଚିମ ମୈଶୁମୀ ବାୟୁ ଏବେ ରାଜ୍ୟରେ ସକ୍ରିୟ ପରେ ଜାରି ରହିଛି । ଉତ୍ତର ଓଡିଶା ଏବଂ ଗାଙ୍ଗେୟ ଉପତ୍ୟାକା ଉପରେ କେନ୍ଦ୍ରିଭୂତ ହୋଇଛି ଘୂର୍ଣ୍ଣିଂ ବଳୟ । ଏହା ପ୍ରଭାବ ରେ 5 ଦିନ ଯାଏ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।

rains

ତେବେ ଆଜି ମଧ୍ୟ ରାଜ୍ୟରେ ବିଭିନ୍ନ ଜିଲ୍ଲା ରେ ବର୍ଷା ହୋଇଛି । ବଶେଷ କରି ଗଞାମ୍ , ନୟାଗଡ , କନ୍ଧମାଳ , ବୈଦ୍ଧ ଆଦି ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ଏହି ନେଇ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଜାରି ହୋଇଛି । ଏପଟେ କୋରାପୁଟ , ଗଜପତି , ରାୟଗଡା , ଗତପତି , ପୁରୀ , ଖୋର୍ଦ୍ଧା , ଅନୁଗୁଳ , ଦେଓଗଡ , ସମ୍ବଲପୁର , ସୁନ୍ଦରଗଡ ଏବଂ କେଉଁଝର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସହିତ ବିଜୁଳୀ ଘଡଘଡି ର ସମ୍ଭାବନା ରହିଛି ।

ଏହା ସହିତ ଉତ୍ତର ଓଡିଶା ଏବଂ ସଂଲଗ୍ନ ଦକ୍ଷିଁଣ ଝାଡଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଏହି ଲଘୁଚାପ ଦକ୍ଷିଣ ପଶ୍ଚିମ ମୈଶୁମୀ ବାୟୁ କୁ ସକ୍ରିୟ ରଖିଛି । ତେବେ ବର୍ତମାନ ମୈଶୁମୀ ଟ୍ରଫ୍ ଲାଇନ୍ , ଟୋପା , ଗୋନା , ସିଦ୍ଧି , ଆମ୍ବିକା , ଝାଡସୁଗୁଡା ହୋଇ ଉତ୍ତର ଓଡିଶା ଏବଂ ଦକ୍ଷିଣ ଝାଡଖଣ୍ଡ ଉପର ଦେଇ ଘୂର୍ଣ୍ଣିଂ ବଳୟ ହୋଇ ଗତି କରୁଛି ।

rain

ଆଉ ଏହାର ପ୍ରଭାବରେ ରାଜ୍ୟ ରେ ମୈଶୁମୀ ସକ୍ରିୟ ହୋଇଛି । ଜାହା ଫଳରେ ଆସନ୍ତା 10 ତାରିଖ ଯାଏ ରାଜ୍ୟ ରେ ମୈଶୁମୀ ବର୍ଷାର ସମ୍ଭାବନା ରହିଛି । ତେବେ ଆସନ୍ତା କାଲି ଗଞାମ୍ , ଗଜପତି , ପୁରୀ , ଜଗତସିହଂପୁର , ଢେଙ୍କାନାଳ , କଟକ , ବଲାଙ୍ଗିର , ବରଗଡ , ନୂଆପଡା ସମ୍ବୁଲପୁର ଏବଂ ଅନୁଗୁଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ଆସନ୍ତା 5 ଦିନ ବର୍ଷା କୁ ନଜର ରେ ରଖି ସତର୍କ ରହିବା ପାଇଁ ସବୁ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ସୂଚନା ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *