ଝିଆରୀ କୁ ନେଇକି ଫେରାର ହେଲେ ନିଜ ମଉସା

jiari

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରି ସହିତ ମଉସା ଫେରାର ପ୍ରେମ ରେ ପଡିଲେ ଲୋକ ମାନେ ନିଜର ବୟସ ଏବଂ ସଂମ୍ପର୍କ କୁ ଦେଖନ୍ତି ନାହିଁ । ଏହାର ଏକ ଜ୍ୱଳନ୍ତ ଉଦ୍ଧାହରଣ କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖତିନାଶି ଗାଁ ରେ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ବିବାହିତ ପୁରୁଷ ନିଜର ସ୍ତ୍ରୀ କୁ ଛାଡି ଝିଆରି ସହିତ ଫେରାର ହୋଇଥିବାର ଦେଖିବା ପାଇଁ ମିଳିଛି ।

ତେବେ ବର୍ତମାନ ସମୟ ରେ ସ୍ୱାମୀ ଫେରାର ହୋଇଥିବା ନେଇ ମହିଳା ଜଣଙ୍କ ଏବେ ଥାନା ରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଖତିନାଶି ଗାଁ ର ସୁମନ ଅଧିକାରୀ କେନ୍ଦ୍ରା ପଡା ଅଞ୍ଚଳ ର ଝୁନୁ ଅଧିକାରୀ ଙ୍କୁ ଗତ 10 ବର୍ଷ ତଳେ ପ୍ରେମ ଜାଲ ରେ ଫସେଇ ବିବାହ କରିଥିଲେ । ସେମାନଙ୍କ ବୈବାହିକ ଜିବନ ବହୁତ ଭଲ ରେ କଟୁଥିବା ବେଳେ ସୁମନ ଗାଁ ରେ ଏକ ଜନସେବା କେନ୍ଦ୍ର ଖୋଲିଥିଲେ ।

ma

ସେହିଥିରୁ ଉଭୟ ସ୍ୱାମୀ ସ୍ତ୍ରୀ ଦୁଇ ପଇସା ରୋଜଗାର କରୁଥିବା ବେଳେ ଗ୍ରାହାକ ସେବା କେନ୍ଦ୍ର ରେ ସହଯୋଗ ପାଇଁ ଏକ ପିଲା ରଖିବା ପାଇଁ ସୁମନ କହିଥିଲେ । ଫଳ ରେ ସୁମନ ନିଜର ବଡ ଭଉଣୀ ର ଭାଣେଜି ଙ୍କୁ ଆଣି କାମ ରେ ସହାୟତା କରିବା ପାଇଁ ରଖିଥିଲେ । ଏକ ମାସ ରହିବା ପରେ ଝିଆରି ସହିତ ମଉସା ର ପ୍ରେମ ସଂ-ମ୍ପର୍କ ଗଢି ଉଠିଥିଲା । ସ୍ତ୍ରୀ ଙ୍କ ଅନୁପସ୍ଥି ରେ ସ୍ୱାମୀ ର ଲୁଚାଛପା ପ୍ରେମ ଆଗକୁ ବଢୁଥିଲା ।

ଝୁନୁ ଏହାକୁ ଜାଣିବା ପରେ ନିଜର ଝିଆରି ଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ । ଏହା ପରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ଥିବା ବେଳେ ସ୍ତ୍ରୀ ଶୋଇବା ପରେ ସ୍ୱାମୀ ଝିଆରି ସହିତ ମୋବାଇଲ ରେ କଥା ହେଉଥିଲେ । ଏବଂ ପରେ କମ୍ପ୍ୟୁଟର ସଜାଡିବାକୁ କହି ଦୁହେଁ ପୁରୀ ରେ ଜାଇ ରହୁଥିଲେ । ସୁମନ ପୁରୀ ରେ ରହିବା କଥା ଜାଣିବା ପରେ ଝିଆରି ଙ୍କ ଘର ଲୋକ ମାନେ ଥାନା ରେ ଅଭିଯୋଗ କରିଥିଲେ ।

jiari

ଅନ୍ୟ ପଟେ ଏହି ମାମଲା ରେ ସୁମନ ଙ୍କୁ ଗିରୋଫ କରାଜାଇ କୋର୍ଟ ଚାଲାଣ୍ ହୋଇଥିଲା । ପରେ ସୁମନ ଙ୍କ ବାପା ପୁଅ ଙ୍କୁ ବେଲ ରେ ଆଣିବା ପରେ ସେ କିଛି ଦିନ ଘରେ ରହିଥିଲେ । ହେଲେ ପରେ ଗତ ଏପ୍ରିଲ ମାସ ରେ ପୁଣି ଝିଆରି କୁ ନେଇ ଫେରାର ମାରିଲେ ସୁମନ ଏପଟେ ପତ୍ନୀ ନିଜର ସ୍ୱାମୀ ଙ୍କୁ ଫେରେଇ ଆଣିବାକୁ ଥାନା ର ଦ୍ୱାରସ୍ଥ ହୋଇଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *