ଏମିତି ଖ-ରାପ କାମ କରି ବନ୍ଧା ହେଲା ଝିଅ । ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

girl

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆ-ତ୍ମ-ହ-ତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ।

ତେବେ ଘଟଣାଟି ହେଉଛି ଲଭ୍ ସେ-କ୍ସ୍ ଓ ଧୋକା , ଜେଣ୍ଡର ଲୁଚାଇ ନାବାଳିକା ସହ ଦୁ-ଷ୍କର୍ମ କଲା ଜଣେ ଯୁବତୀ , ଉତ୍ତର ପ୍ରଦେଶର ଗୋରଖ ପୁରରୁ , ଲଭ୍ ସେ-କ୍ସ୍ ଓ ଧୋକାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ଯୁବତୀ ଅନ୍ୟ ଏକ ଯୁବତୀକୁ ରେ-ପ୍ କରିଥିବା ଜଣାପଡିଛି , ଅଭିଯୁକ୍ତ ଜଣେ ନାବାଳିକା କୁ ଫିଲ୍ମ ରେ କାମ ଦେବା ବାହାନାରେ ଗୁହାଲିୟର ନେଇ ଆସିଥିଲା ଏବଂ ସେଠାରେ ୧୦ ଦିନ ପର୍ଯ୍ୟନ୍ତ ବାନ୍ଧି ରଖି ରେ-ପ୍ କରିଥିଲା ଏହି ମାମାଲାରେ ପୋଲିସ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରି ଛାନଵିନ୍ନ ଆରମ୍ଭ କରିଛି ।

girl

ତେବେ ଗୋରଖ ପୁରରେ ରହୁଥିବା ପୀଡ଼ିତା ଦଶମ ପାସ କରିଥିବା ବେଳେ ଅଭିଯୁକ୍ତ ଗୋଲିୟରର ବାସିନ୍ଦା , ପୀଡ଼ିତଙ୍କ କହିବା ମୁତାବକ ତାଙ୍କର ଫେସବୁକରେ ସେ ଯୁବତୀ ସହ ବନ୍ଧୁତା ହୋଇଥିଲା ଦୁହେଁ ସେଠି କଥା ବାର୍ତ୍ତା ହେବାକୁ ଲାଗିଲେ ଏବଂ ସେଇ ଯୁବତୀ ନାବାଳିକାକୁ ଧନୀ ହେବାର ସ୍ୱପ୍ନ ଦେଖାଇଲା ଏବଂ ଫିଲ୍ମ ରେ କାମ କରିବାର ସ୍ଵପ୍ନ ଦେଖାଇଲା , ଓ ସେଠାରେ ଫଶି ଯାଇଥିଲେ ।

ଯେତେବେଳେ ପୀଡ଼ିତା ଗୋୟାଲିୟର ପହଞ୍ଚିଲା ପରେ ଜାଣିବାକୁ ପାଇଲେ ଯେ ଯୁବତୀ ଜଣଙ୍କ ଏକ ବଡ଼ ଗ୍ୟାଙ୍ଗ ଚଲାଉଛି ନାବାଳିକାଙ୍କୁ ସେଠାରେ ଫଶାଇ ସେମାନଙ୍କ ସହ ଦୁ-ଷ୍କର୍ମ କରୁଛି ଏବଂ ଟଙ୍କା କମାଇବାର ବେଆଇନ କାମ ମଧ୍ୟ କରୁଛି , ଅଭିଯୁକ୍ତ ଯୁବତୀ ତାଙ୍କୁ କୌଣସି ବନ୍ଧୁ ପାଖକୁ ପଠାଇଥିଲା ସେହି ସମୟରେ କୌଣସି ଉପାୟରେ ପୀଡ଼ିତା ନିଜ ମାଉସୀ ଙ୍କୁ ଫୋନ କରିବାରେ ସଫଳ ହୋଇଥିଲେ ଓ ନିଜ ସହ ହୋଇଥିବା ଧୋକା ବିଷୟରେ କହିଥିଲେ ।

ନାବାଳିକା ମାଉସୀ ଅଭିଯୋଗ କରିବା ପରେ ପୋଲିସ ଦୁଇଟି ମୋବାଇଲ ନମ୍ବର ଲୋକେସନ ଟ୍ରାର୍କ କରିଥିଲା ଓ ଗୌଲୀୟରରେ ପହଞ୍ଚିଥିଲା ଓ ସେଠାରେ ପୋଲିସ ଅଭିଯୁକ୍ତ ପ୍ରିୟଙ୍କାକୁ ଧରୀଵାରେ ସଫଳ ହୋଇଥିଲା । ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ମହୀଳା ନିଜର ଜେଣ୍ଡର ବଦଳାଇ ଝିଅମାନଙ୍କୁ ନିଜ ଜାଲରେ ଫସାଏ ତାଙ୍କ ସହ ସ-ମ୍ବ-ନ୍ଧ ରଖେ ଓ ଭିଡ଼ିଓ କରି ତାଙ୍କ ପରିବାର ଲୋକଙ୍କୁ ଟଙ୍କା ମାଗେ ତେବେ ଏହା ଥିଲା ସଂପୁର୍ଣ୍ଣ ଘଟଣା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *