ପୁଣି ବଦଳିଲା ତାରିଖ – ଏହି ତାରିଖରେ ବାହାରିବ ମାଟ୍ରିକ ରେଜଲ୍ଟ

Result

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ମେଟ୍ରିକ ରେଜଲ୍ଟ କୁ ନେଇ ଆସୁଛି ଆଉ କିଛି ନୂଆ ସୂଚନା ଯେମିତି କି ଆପଣ ମାନେ ଜାଣିଥିବେ ପୂର୍ବ ସୂଚନା ମୁତାବକ ସରକାର ଘୋଷଣା କରିଥିଲେ । କି ଜୁନ ମାସ ଶେଷ ସପ୍ତାହ ସୁଧା ରେଜଲ୍ଟ ପ୍ରକାଶ ପାଇବାର ଥିଲା । ତେବେ ଏହା ପରେ ପୁଣି ଗଣଶିକ୍ଷା ମନ୍ତ୍ରୀ ସମିର ରଂଞନ ଦାସ ଆଉ କିଛି ନୂଆ ସୂଚନା କରିଦେଲେ ଜାହାକୁ ଜୁଲାଇ ମାସ ର ପ୍ରଥମ ସପ୍ତାହ ସୁଧା ରେଜଲ୍ଟ ପ୍ରକାଶ ପାଇବ ।

ଏହି ନେଇ ଆସିଛି ଆଉ କିଛି ନୂଆ ସୂଚନା କେଉଁ ତାରିଖ ରେ ପ୍ରକାଶ ପାଇବ ଏବଂ ଆପଣ ମାନେ କେଉଁ ୱେବସାଇଟ ଯୋଗ ସର୍ବ ପ୍ରଥମେ ରଜଲ୍ଟ ଦେଖି ପାରିବେ । ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଖବର ବିଷୟ ରେ । ନିଜ ବିଭାଗ ର କାର୍ଯ୍ୟ କୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମିର ରଂଞନ ଦାସ ଦ୍ୱନ୍ଦ ରେ ରହିଛନ୍ତି । କୋରନା ସମୟ ରେ ସ୍କୁଲ ଖୋଲିବା ତାରିଖ କୁ ନେଇ ଦ୍ୱନ୍ଦ ରେ ଥିଲେ ଆଉ ଏବେ ମେଟ୍ରିକ ପରିକ୍ଷା ଫଳ ରେ ତାଙ୍କର ସମାନ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି ।

Samir Ranjan Das

ପ୍ରଥମେ ଜୁନ ଶେଷ ସୁଧା ରେଜଲ୍ଟ ବାହାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ । କିନ୍ତୁ ସାମ୍ଭାବ୍ୟ ତାରିଖ କୁ ଘୂଞ୍ଚାଇ ଦେଇଛନ୍ତି । ଜୁଲାଇ ପ୍ରଥମ ସପ୍ତାହ ରେ ଚଳିତ ବର୍ଷ ର ମେଟ୍ରିକ ପରିକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି । ହେଲେ ବର୍ତମାନ ସମୟ ରେ ବିଶେଷ ସୂତ୍ର ରୁ ମିଳୁଥିବା ସୂଚନା ଅନୁସାରେ ଚଳିତ ଜୁଲାଇ ମାସ 4 ତାରିଖ ରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ରହିଛି ।

ତେବେ ଖୁବ ଶୀଘ୍ର ଏହି ନେଇ ବିଧିବୋଧ ଭାବେ ସୂଚନା ଜାରି ହେବ । ଜାହା ପରେ ଆପଣ ମାନେ ମଧ୍ୟ ରେଜଲ୍ଟ ପାଇ ପାରିବେ । ଏପଟେ ଏବେ ମୂଲ୍ୟାଙ୍କନ ପାଇଁ ସମସ୍ତ ପକ୍ରିୟା ଶେଷ ହୋଇଛି ଏବଂ ଏହି ଫଳାଫଳ ଏହି ଜୁଲାଇ ମାସରେ ପ୍ରକାଶ ପାଇବ ବୋଲି ସୂଚନା ରହିଛି ।

Results

ତେବେ ରେଜଲ୍ଟ ନେଇ ବୋର୍ଡ କତୃପକ୍ଷ ଙ୍କ ସହିତ ଆଲୋଚନା ହୋଇଥିବାର ମନ୍ତ୍ରୀ କହିଛନ୍ତି । ଏପଟେ ଜୁଲାଇ ପ୍ରଥମ ସପ୍ତାହ ରେ ମେଟ୍ରିକ ରେଜଲ୍ଟ ବାହାରିବ ବୋଲି ଗମଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ । ତେବେ ଏହିଥର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପରିକ୍ଷା ଫଳ ପ୍ରକାଶ ପାଇବ ନା ତାହା ପୁଣି ଥରେ ବଦଳିବ ତାହା ଆଗାମୀ ସମୟ ରେ ଜଣା ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *