ବଡ଼ ଦୁଃଖ ଖବର – ଆଉ ନାହାଁନ୍ତି ଏହି ପ୍ରସିଦ୍ଧ ଅଭିନେତା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବଡ ଦୁଖଃଦ ଖବର ସାମ୍ନା କୁ ଆସିଛି ଆଜି ଏହି ପ୍ରସିଦ୍ଧ ଅଭିନେତା ଙ୍କର ପରଲୋକରେ ଅନେକ କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି । ଏବଂ ସିନେମା ଜଗତ ରେ ଶୋକ ର ଲହରୀ ଖେଳି ଜାଇଛି । ତେବେ ଏହି ପ୍ରସିଦ୍ଧ ଅଭିନେତା ଙ୍କ ପରଲୋକ ହୋଇଛି । ତେବେ ସେ ଜଣେ ଅଭିନେତା ଚଳଚ୍ଚିତ୍ରର ହିରୋ କର୍କଟ ରୋଗରେ ପୀଡିତ ହୋଇ ମାତ୍ର ୩୦ ବର୍ଷ ବୟସରେ ମୃ-ତ୍ୟୁ ବରଣ କରିଛନ୍ତି ।

ଏ ଦେଶ ହେଉଛି କଳାକାର ଙ୍କ ଦେଶ ଏ ଦେଶରେ କଳାକାର ମାନେ ବେଶ୍ ଭରପୁର ହୋଇ ରହିଛନ୍ତି । ଏବଂ ଏ ଦେଶର କଳାକାର ମାନଙ୍କ ପାଇଁ ଦେଶରେ ଖୁସିର ଲହରୀ ଖେଳି ଯାଇଥାଏ । କିନ୍ତୁ ଏମିତି ଅଚାନକ କଳାକାର ମାନଙ୍କ ମୃ-ତ୍ୟୁ ମାତ୍ର ୩୦ ବର୍ଷ ବୟସରେ ଏ ଦୁନିଆ ଛାଡି ଚାଲିଯିବା ସବୁଠି ଶୋକର ଲହରି ଖେଳି ଯାଇଛି। ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଏବଂ ସାଙ୍ଗ ସାଥି ବନ୍ଧୁ ବାନ୍ଧବ ।

Actor Kishor

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯାହା ଏକ ଦୁଃଖ ଖବର ଯାହା ରହିଛି ଆପଣ ମାନଙ୍କ ପାଇଁ କିଶୋର ଅଭିନେତା କିଶୋର ଯିଏକି ମାତ୍ର ୩୦ ବର୍ଷ ବୟସରେ କର୍କଟ ରୋଗରେ ପୀଡିତ ହୋଇ ଏ ଦୁନିଆ ଛାଡି ଚାଲିଯାଇଛନ୍ତି। ଆପଣ ମାନେ ଅଭିନେତା କିଶୋର ଙ୍କୁ ଅନେକ ଗୁଡ଼ିଏ ଆଲବମ୍ ଏବଂ ରିୟାଲିଟି ସୋ ରେ ଦେଖିଥିବେ।

ଆସାମରେ ତାମିଲ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ ଅଭିନେତା କିଶୋର କିନ୍ତୁ ସେ ଆଜି ଏ ଦୁନିଆରେ ନାହାନ୍ତି । ମାତ୍ର ଅଳ୍ପ କେତେ ବୟସରେ ଦୁନିଆକୁ ଅଲବିଦା କହି ଆରପାରିକୁ ଚାଲି ଯାଇଛନ୍ତି। ତେବେ ଆମ ଟିମ୍ ତରଫରୁ ଭଗବାନଙ୍କ ନିକଟରେ କେବଳ ଏତିକି ପ୍ରାଥନା ଯେ ଅଭିନେତା କିଶୋର ଙ୍କ ଆତ୍ମାର ସଦଗତି ହେଉ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *