ବର୍ଷାଙ୍କୁ ଭାଗବତ ଗୀତା ଦେଲେ ଅନୁଭବ କହିଲେ. ପଢ଼ି ସୁଧୁରି ଯାଅ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଷାଙ୍କୁ ସଦବୁଧି ଦେବ ଭାଗବତ ଗୀତା । ଗୀତା ଟିଏ ଉପହାର ଦେଇଛନ୍ତି ଅୁଭବ ମାହାନ୍ତି , ଗୀତା ପଢ ବର୍ଷା ତମେ ସୁଧୁରି ଯାଅ । ଭାଗବତ ଗୀତା ପଢି ବିବାଦ ତୁଟିଯିବ ବୋଲି ଆଶା ରଖିଛନ୍ତି ସ୍ୱାମୀ ଅନୁଭବ ମାହାନ୍ତି ଆଉ ଓକିଲ ଙ୍କ ଜରିଆରେ ବର୍ଷାଙ୍କୁ ଏକ ଭାଗବତ ଗୀତାର ଉପହାର ପଠାଇ ଥିବା କଥା ସାମ୍ନା କୁ ଆସୁଛି । ପାରିବାରିକ ଜୀବନ ରେ ଉଠିଥିବା ଝଡ କୁ ସମାଧାନ କରିବା ପାଇଁ ବର୍ଷାଙ୍କୁ ପରାମର୍ଶ ଦେଇଛନ୍ତି ଅନୁଭବ ମାହାନ୍ତି ।

ତେବେ ବର୍ଷା ଆଉ ଅନୁଭବ ଙ୍କ ପାରିବାରିକ ବିବାଦ ମାମଲା କଟକ ଜିଲ୍ଲା ଜଜ୍ ଙ୍କ କୋର୍ଟ ରେ ଶାକ୍ଷ ଗ୍ରହଣ ପାଇଁ ଅନୁଭବ ମାହାନ୍ତି ଉପସ୍ତିତ ରହିଥିଲେ ତେବେ କୋର୍ଟ ରେ ଆଇନ ଜୀବିଙ୍କ ଜରିଆରେ ବର୍ଷାଙ୍କୁ ଭାଗବତ ଗୀତା ଦେଇଥିଲେ ଅନୁଭବ ମାହାନ୍ତି । ଭାଗବତ ଗୀତା କୁ ନିୟମିତ ପଢି ଏଥିରେ ଥିବା ପ୍ରତେକ ଶ୍ଳୋକ ର ଅର୍ଥ ବୁଝି ତାଙ୍କ ପାରିବାରିକ ଜୀବନରେ ଉଠିଥିବା ସେହି ବିବାଦର ଝଡ କୁ ତୁଟେଇ ଦେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାମୀ ଅନୁଭବ ମାହାନ୍ତି ।

anubhav 2

ଆଉ ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଜୁଲାଇ 11 ତାରିଖ ରେ ହେବ ବୋଲି ସୂଚନା ମିଳୁଛି । ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ SDJM କୋର୍ଟ ଙ୍କ ନିର୍ଦେଶ ରେ ଜିଲ୍ଲା ଅଦାଲତ ଗତ ଜୁନ 21 ରେ ରହିତ ଆଦେଶ ଜାରୀ କରିଥିଲା ଓ ଅନୁଭବଙ୍କ ଘର ଛାଡି ଅନ୍ୟତ୍ର ରହିବା ନିର୍ଦେଶ ଉପରେ କଟକ ଜିଲ୍ଲା ଜଜ୍ୟ ରୋକ ଲଗାଇ ଦେଇଥିଲେ ଯାହା ଫଳରେ ସ୍ୱାମୀ ଅନୁଭବ ମାହାନ୍ତି ଙ୍କୁ ଲାଗିଥିଲା ଝଟକା ।

ତେବେ କଟକ ଜିଲ୍ଲା ଜଜ୍ SDJM ଙ୍କ ନିର୍ଦେଶ ଉପରେ ଆନ୍ତରିନ ରୋକବି ଲଗାଇଥିଲେ SDJM ଅନୁଭବଙ୍କ ଘର ଛାଡି ବର୍ଷାଙ୍କୁ ଅନ୍ୟତ୍ର ରେ ରହିବାକୁ ନିର୍ଦେଶ ଦେଇଥିଲେ ଆଉ ଅନୁଭବ ମାହାନ୍ତି 30 ହଜାର ଟଙ୍କ ମଧ୍ୟ ବର୍ଷାଙ୍କୁ ପଠାଇ ଥିଲେ । ତେବେ ଏହାପରେ ଜିଲ୍ଲା ଜଜ୍ ଙ୍କ ଦ୍ୱାରସ୍ତ ହୋଇଥିଲେ ବର୍ଷା ଯେହେତୁ ତାଙ୍କର କେହି ଭାଈ ନାହାନ୍ତି ତାଙ୍କର ମା ଅଛନ୍ତି ଏବଂ ଯେହେତୁ ସେ ଏକୁଟିଆ ଏବଂ ସେ ଜଣେ ନାରୀ ସେଥିପାଇଁ କୋର୍ଟ ତାଙ୍କୁ ସେହି ଜାଗାରେ ରହିବାକୁ ଅନୁମତି ଦିଅନ୍ତୁ ବୋଲି ସେ ଆପିଲ ମଧ୍ୟ କରିଥିଲେ ।

anubhav

ତେବେ ଏହି ନିର୍ଦେଶ କୁ ବିରୋଧ କରି ବର୍ଷା ଏଭଳି ଭାବରେ ଜିଲ୍ଲା ଅଦାଲତ ର ଦ୍ୱାରସ୍ତ ହୋଇଥିଲେ ତେବେ କୋର୍ଟ ମାମଲା ର ପରବର୍ତ୍ତି ଶୁଣାଣି ପାଇଁ ଆଜି ତାରିଖ ଧାର୍ଯ୍ୟ କରିଥିବା ବେଳେ ଅନୁଭବ ଶାକ୍ଷ ଗ୍ରହଣ ପାଇଁ ଅନୁଭବ ମାହାନ୍ତି ଉପସ୍ତିତ ହୋଇଥିବା ବେଳେ ପରବର୍ତ୍ତି ଶୁଣାଣି ଆସନ୍ତା ଜୁଲାଇ 11 ତାରିଖ ରେ ହେବ ବୋଲି ଦିନ ଧାର୍ଯ୍ୟ କରା ଯାଇଛି । ତେବେ ଆଉ ଦେଖିବାକୁ ବାକି ରହିଲା ଭାଗବତ ଗୀତା ବର୍ଷାଙ୍କୁ କେଉଁ ନୂଆ ବାଟ ଦେଖାଉଛି ଆଉ ଅନୁଭବ ମାହାନ୍ତି ନିଜେ ଏହି ଭାଗବତ ଗୀତା ରୁ କେଉଁ ଅଧାୟ ଆଉ କେଉଁ ଶ୍ଳୋକ କୁ ନିଜ ଜୀବନରେ ପ୍ରୟଗ କରି ଏହି ଜୀବନର ଯୁଧ୍ୟ କୁ ଆଗକୁ ଲଢୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *