ବର୍ଷାଙ୍କ ରୋଜଗାର ଏବେ ଟୁଙ୍ଗୁରୁ ଠାରୁ ବି ଅଧିକା…|

barsha 4

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାଜି ମାରିଲେ ବର୍ଷା ଏବେ ସୁବୁଠି ଛାଇ ଜାଇଛନ୍ତି ବର୍ଷା ଏବଂ ଟୁଙ୍ଗୁରୁ ଜାହାକୁ ନେଇ ବର୍ତମାନ ସମୟ ରେ ଏମାନେ ଦୁହେଁ ବହୁତ ଚର୍ଚ୍ଚା ରେ ଆସିଜାଇଛନ୍ତି । ସେପଟେ ନିଜେ ନିଜ ପାଇଁ ଛିଡା ହୋଇ ଓଲଟା କରି ଦେଇଛନ୍ତି ଟୁଙ୍ଗୁରୁ ର ଖେଳ କୁ । ଏବେ କେବଳ ଦେଖିବ ଟୁଙ୍ଗୁରୁ କଣ କରୁଛନ୍ତି ବର୍ଷା । ତେବେ ଆଗକୁ ଟୁଙ୍ଗୁରୁ ଆଗରେ ମେକପ୍ ନେଇ ବର୍ଷା ସୁଟିଂ କରିବା ପାଇଁ ରହିଛି ଆଶା ହଁ ବନ୍ଧୁଗଣ ଏମିତି କିଛି ହେବା ସେମତି କିଛି ବଡ କଥା ନୁହେଁ । କାରଣ ଏତେ ବଡ କାମ କରିଛନ୍ତି ବର୍ଷା ସେ ନିଜେ ନିଜ ପାଇଁ ଲଢୁଛନ୍ତି ।

ତେବେ ଏହାକୁ ନେଇ ବର୍ଷା କହିଛନ୍ତି ଯେ ବର୍ଷା କାନ୍ଦି କାନ୍ଦି ଏକ ଘରେ ରହିଜାଇ ଥିଲା । ଟୁଙ୍ଗୁରୁ ଯଦି ବର୍ଷା ଙ୍କୁ ଛାଡି ସୁଟିଂ କରି ପାରୁଛି ତେବେ ବର୍ଷା କଣ ପାଇଁ ସୁଟିଂ କରି ପାରିବ ନାହିଁ । ସେ ବି ଦେଖେଇବ ତାର କେତେ ଟେଲେଣ୍ଟ ରହିଛି । ତେବେ ତାଙ୍କୁ ମ୍ୟୁଜିକ୍ ଭିଡ଼ିଓ ବହୁତ ପସନ୍ଦ ଆସୁଥିବା ବେଳେ ତାଙ୍କର ଗୋଟିଏ ଦିନ ରେ ତିନୋଟି ସୁଟିଂ ପାଇଁ ସେ ବହୁତ ଖୁସୀ ରହିଥିଲେ ବୋଲି ସେ କହିଛନ୍ତି ।

barsha 3

ଏହା ସହିତ ସାରା ଦେଶରେ ଚର୍ଚ୍ଚା ପାଇଁ ସେ ମଧ୍ୟ ଖୁସୀ ରହିଛନ୍ତି । କାରଣ ବର୍ଷା କାନ୍ଦି କରି ଏକ ଘରେ ମଧ୍ୟ ରହିଜାଇ ଥିଲା ହେଲେ ଏବେ ବର୍ଷା ମଧ୍ୟ ବାହାର କୁ ବାହିରି ଏନଜୟ କରିବ । ସେହି ପରି ସେ ନିଜର ଆୟ ବିଷୟ ରେ କହିବାକୁ ଗଲେ ସେହି ବିଷୟ ରେ ସାର ମାନେ ନିସ୍ପତି ନେବେ । ସେହି ପରି ବେଳେ ଯେଉଁ ପ୍ରଥମ ପାଉଣା ଟି ତାଙ୍କୁ ମିଳିବ ସେ ପ୍ରଥମ ପାଉଣା କୁ ନିଜର ଟୁଙ୍ଗୁରୁ ଙ୍କୁ ହିଁ ଦେବେ ।

ଆଉ ମୋର ଅଛନ୍ତି ମାଆ ତାରିଣୀ । ମୁଁ ଆପଣଙ୍କୁ ଲକ୍ଷେ ମୁଣ୍ଡିଆ , ଲକ୍ଷେ ଜୁହାର କରୁଛି ଲୋ ମାଆ । ମୋର ନାଁ କୁ ଏମିତି ଉଚ୍ଛା କରୁଥା ଆଉ ମୋର ପପୁଲାରିଟି ଏମିତି ବଢୁଥାଉ ବୋଲି ସେ କ୍ୟାମେରା ସାମ୍ନା ରେ କହିଛନ୍ତି । ସେହି ପରି ସେ ଏହା ମଧ୍ୟ କହିଛନ୍ତି ଯେ ଦିନ ଯାକ ସୁଟିଂ ମଧ୍ୟରେ ଏବେ ବ୍ୟସ୍ତ ରହିଜାଇ ଥିଲେ ଯେ ସେ ନିଜର ଟୁଙ୍ଗୁରୁ ପାଖକୁ ଟିକେ କଲ କରିବା ପାଇଁ ସମୟ ପାଇନାହାଁନ୍ତି ।

ତେବେ ସେ ରାତି ରେ କଲ କରି କଥା ହେବେ ବୋଲି କହିଛନ୍ତି । ଏବଂ ଏହା ସହିତ ଆକାଶ ରେ ଯେତେ ବି ଜହ୍ନ ତାରା ରହିଛନ୍ତି ସେତେଥର ସେ ଆଇ ଲଭ ୟୁ କହିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ନିଜର ଟୁଙ୍ଗୁରୁ ଙ୍କୁ ମଧ୍ୟ କ୍ୟାମେରା ମାଧ୍ୟମ ରେ କହିଛନ୍ତି ଯେ ଧନଲୋ ତୁମେ ଯେଉଁଠି ରହିଛ ସୁଟିଂ କର କାନ୍ଦିବନି ମୁଁ ଭଲରେ ରହିଛି ତୁମେ ବି ମଧ୍ୟ ଭଲରେ ରୁହ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *