ଟୁଙ୍ଗୁରୁ ପରେ ଆରମ୍ଭ ହେଲା ବର୍ଷା ଭୋଳ ଙ୍କ ମ୍ୟୁଜିକ ଭିଡିଓ ସୁଟିଂ । ବର୍ଷା କାନ୍ଦୁଛି ଟୁଙ୍ଗୁରୁ ପାଇଁ

barsha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଟୁଙ୍ଗୁରୁ ଭୋଳ ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ ବର୍ତମାନ ସମୟରେ ଓଡିଶା ରେ ସେନସେସନ୍ ପାଲଟିଛନ୍ତି ଟୁଙ୍ଗୁରୁ ଭୋଳ । ସେମିତି ରେ ବର୍ତମାନ ସମୟ ରେ ସେ ଏକ ମ୍ୟୁଜିକ୍ ଭିଡିଓ ରେ ନଜର ଆସିଛନ୍ତି । କାରଣ ବହୁତ ଦିନ ରୁ ଚାରିଆଡେ କେବଳ ଟୁଙ୍ଗୁରୁ ଭୋଳ ର ଚର୍ଚ୍ଚା । ତେବେ ଓଡିଶା ରେ ଏମିତି କୈଣସି ଗଣ ମାଧ୍ୟମ ନଥିବେ ଯେଉଁ ମାନେ ଟୁଙ୍ଗୁରୁ ଭୋଳ ଙ୍କୁ ନେଇ ନିଜର ଏକ କାହାଣୀ କରି ନଥିବେ ।

ସେହି ପରି ଟୁଙ୍ଗୁରୁ ଭୋଳ ଙ୍କୁ ନେଇ ସାକ୍ଷାତ କାର ନେବାରେ ସାମ୍ବାଦିକ କରୁଥିବା ପ୍ରତିଯୋଗିତା ରୁ ଗୋଟିଏ କଥା ହିଁ ସ୍ପଷ୍ଟ ରି ହେଉଛି ଯେ ବର୍ତମାନ ସମୟ ରେ ଓଡିଶା ରେ ଟୁଙ୍ଗୁରୁ ଭୋଳ ଙ୍କୁ ନେଇ କେତେ ରୁଚି ରଖିଛି । ବନ୍ଧୁଗଣ ଏହା କେବଳ ଲାଗୁଥିଲା ହେଲେ ବର୍ତମାନ ସମୟ ରେ ବର୍ଷା ଭୋଳ ଙ୍କ ବାଇଟ ନେବା ପରେ ଏବଂ ଭାଇରଲ ହେବା ପରେ ଲୋକ ମାନେ ଏବେ ପୁଣି ଥରେ ଟୁଙ୍ଗୁରୁ ଭୋଳ ଠାରୁ ମୁହଁ ଫେରେଇ ବର୍ଷା ଭୋଳ ଙ୍କ ଆଡକୁ ଦେବାରେ ଲାଗିଲେଣି ।

barsha 1

ତେବେ ଏବେ ବର୍ଷା ଭୋଳ ମଧ୍ୟ ଭାଇରଲ ହେବାରେ ଲାଗିଛନ୍ତି । ଜାହାଙ୍କ ଆଲବମ୍ ର ସୁଟିଂ ଏବେ ହେବାରେ ଲାଗିଛି । ଯେଉଁ ଆଲବମ୍ ର ନାମ ବର୍ଷା କାନ୍ଦୁଛି ଟୁଙ୍ଗୁରୁ ପାଇଁ ବୋଲି ରହିଛି । ତେବେ ଏହି ଭିଡ଼ିଓ ର ସୁଟିଂ ସରିଥିବା ବେଳେ ଆଗାମୀ ସମୟ ରେ ଏହା ଇୟୁଟ୍ୟୁବ ରେ ଆପଣ ମାନେ ପାଇଯିବେ ।

ସେହି ପରି ବେଳେ ବର୍ତମାନ ସମୟ ଏହାକୁ ନେଇ ବର୍ଷା ଙ୍କୁ ନ୍ୟୁଜ୍ ବାଇଟ ପଚରା ଜାଇ ଥିବା ବେଳେ ସେ ଆଗକୁ ତାଙ୍କର ହାତରେ ଏମିତି ବହୁତ ଆଲବମ୍ ରହିଛି ବୋଲି ସେ ସୂଚନା ଦେଇଛନ୍ତି ଜାହାର ସୁଟିଂ ସେ ବହୁତ ଜଲ୍ଦି କରିବାକୁ ଯାଉଛନ୍ତି ।

barsha 2

ରିଲେସନ କୁ ନେଇ ସେ ଟୁଙ୍ଗୁର ଙ୍କ ସହିତ ବହୁତ ଭଲ ରହିଛି ବୋଲି କହିଛନ୍ତି । ହେଲେ କେବଳ ଭିଡ଼ିଓ ରେ ହିଁଁ ବର୍ଷା କାନ୍ଦୁଛି ଟୁଙ୍ଗୁରୁ ପାଇଁ ଓର୍ଜିନାଲ ରେ ଟୁଙ୍ଗୁରୁ ବହୁତ ଭଲ ପାଆନ୍ତି । ଏବଂ ବିବାହ କରି ସେ ନିଜେ ଘର କୁ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ବର୍ଷା ବାଇଟ ରେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *