କଟକ ମାହାଙ୍ଗାର ଆଉ ଏକ ଟୁଙ୍ଗୁରୁ ଭୋଳଙ୍କ ଅବତାର

Tunguru 2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଇଏ ହେଉଛି ମାହାଙ୍ଗା ର ଦ୍ୱିତୀୟ ଟୁଙ୍ଗୁରୁ ଭୋଳ ମଜା କଲା 80 ହଜାର ଟଙ୍କା ଲୁଟିଲା ଆଉ ଯୁବତୀ ଙ୍କୁ ଏକୁଟିଆ କରି ଛାଡିଗଲା ମହଙ୍ଗା ପଡୁଛି ଲିଭିନ ରିଲେସନ ସିପ୍ ଲିଭିନ୍ ରେ ତ ଚାଲିଜାଉଛନ୍ତି ହେଲେ ଏହା ପରର ପରିସ୍ଥିତି କୁ ସାମ୍ନା କରିବା ଲାଗି ଧର୍ଯ୍ୟ ରହୁନାହିଁ । ଆଉ ଜାହାକି ପ୍ରେମରୁ ପ୍ରତାରଣା ରୂପେ ପରିଣତ ହୋଇଥିଲା ।

ବର୍ତମାନ ସମୟ ରେ ପ୍ରେମ ପ୍ରତାରଣା ର ଅଭିଯୋଗ ଆସିଛି । ବିବାହ ର ପ୍ରଲଭନ ଦେଖେଇ ଲିଭିନ୍ ରେ ରହିଲେ ଏବଂ ଭିଡ଼ିଓ କଲ ଅଡିଓ କଲ ର ସହ ପ୍ରମାଣ ରଖି 80 ହଜାର ଟଙ୍କା ଧାର ନେବା ପରେ ଯୁବତୀ ଜଣଙ୍କୁ ଏକୁଟିଆ କରି ଯୁବକ ଜଣଙ୍କ ପ୍ରତାଡିତ କରିଛନ୍ତି । ବିବାହ ର ପ୍ରତିଶୃତି ଦେଇ ଏହି ଯୁବତୀ ଙ୍କର ସର୍ବଶ ଲୁଟିନେବା ପରେ ଅନ୍ୟତ୍ର ବିବାହ ପାଇଁ ଯୋଜନା କରୁଥିବା ଜାଣି । ଯୁବତୀ ଜଣଙ୍କ ଥାନା ରେ ଏତଲା ଦେଇଛନ୍ତି ।

girl 2

ତେବେ ଯୁବତୀ ଜଣଙ୍କ ହେଲେ କେନ୍ଦ୍ରାପଡା ଥାନା ଅଞ୍ଚଳରେ ଯୁବକ ଜଣଙ୍କ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ବିହିଗୋପ ଗ୍ରାମର ଅର୍ଜୁନ ପ୍ରଧାନ ଙ୍କ ପୁଅ ବିଜୟ ପ୍ରଧାନ । ଉଭୟ ଭୁବନେଶ୍ୱର ରେ ରହୁଥିବା ବେଳେ ଗଢିଉଠିଥିଲା ପ୍ରେମ ସଂ-ମ୍ପର୍କ । ଉଭୟ ଗୋଟିଏ ଘରେ ଲିଭିଇନ ରିଲେସନ ସିପ୍ ରେ ରହୁଥିଲେ । ଏହା ପରେ ଯୁବତୀ ଙ୍କ ଠାରୁ 80 ହଜାର ଟଙ୍କା ନେଇ ଯୁବକ ଜଣଙ୍କ ଯୁବତୀ ଙ୍କୁ ପ୍ରତାରଣା କରିଛନ୍ତି ।

ଏହି ନେଇ ଭୁବନେଶ୍ୱର ରେ ରହୁଥିବା ବେଳେ ଯୁବତୀ ଜଣଙ୍କ ଯୁବକ ନାମରେ ଭରତ ପୁର ଥାନା ରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କୈଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ ନକରିବାରୁ ଯବତୀ ଜଣଙ୍କ କଟକ ଜିଲ୍ଲା ମାହାଙ୍ଗା ଥାନା ରେ ଅଭିଯୋଗ କରିଛନ୍ତି ।

ତେବେ ଅନେକ ସମୟ ଅପେକ୍ଷା କରିବା ପରେ ପୋଲିସ କୈଣସି କଥା ସୁଣି ନଥିଲା । ଆଉ ଶେଷରେ ଯୁବତୀ ନିରାଶ ହୋଇ ଘରକୁ ଫେରିଥିଲେ । ଅନ୍ୟ ପଟେ ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବା ପାଇଁ ଜିଦ୍ କରି ବସିଛନ୍ତି । ତେବେ ଲୋକ କୁହାକୁହି ହେଉଛନ୍ତି । ଏହା ହେଲା ଦ୍ୱିତୀୟ ଚୁଙ୍ଗୁରୁ ଭୋଳ ର ଘଟଣା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *