06 ଜୁଲାଇ 2022 ରାଶିଫଳ – ବଦଳୁଛି ଆଜିଠୁ ଏହିସବୁ ରାଶିଙ୍କ ଭାଗ୍ୟ ।

rasi-phala

୧)ମେଷ ରାଶି- ଆଜି ଆପଣଙ୍କ ଦିନ ଖୁସିମୟ ରହିବ । ସଂମ୍ପତ୍ତି ସହ ଯୋଡି ହୋଇଥିବା କାମଗୁଡିକରୁ  ଭଲ ଲାଭ ମିଳିବାର ଆଶା ଅଛି । ଦାମ୍ପତ୍ୟ ଜୀବନରେ ସୁଖ ମିଳିବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ  ଭଲ ତାଳମେଳ ରହିବ । କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ପ୍ରମୋଶନ୍ ମିଳିବାର ପ୍ରବଳ ଯୋଗ ଅଛି । ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ । ଆପଣଙ୍କୁ ନିଜ ପ୍ରୋଜେକ୍ଟ ପୁରା କରିବା ସିନିୟର୍ ଙ୍କ ସାହାଯ୍ୟ ମିଳିପାରେ ,ପ୍ରେମ ଜୀବନରେ ବ୍ୟକ୍ତିଙ୍କ ଦିନ ବଢିଆ ନଜର ଆସୁଛି । ଆପଣ ନିଜ ସାଥୀଙ୍କ ସହ କେଉଁ ଭଲ ଜାଗା ବୁଲିବାର ଯୋଜନା କରିପାରନ୍ତି । ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ମୁକ୍ତି ମିଳିବ । ଯଦି ଆପଣ ପୂର୍ବରୁ କେଉଁଠି ନିବେଶ କରିଛନ୍ତି ତେବେ ସେଥିରୁ ଭଲ ଫାଇଦା ମିଲିପାରିବ ।

୨)ବୃଷ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର୍ ଆସୁଛି । ଆଜି ଆପଣଙ୍କ କେଉଁ ଅଧୁରା ମନୋକାମନା ପୁରା ହେବାର ନଜର ଆସୁଛି । ବଡ ମାତ୍ରାରେ ଧନ ଲାଭ୍ ହାତରେ ଲାଗିପାରେ, ବିବାହିତ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ହୋଇପାରିବ । କେଉଁ ସଂମ୍ପର୍କୀୟଙ୍କ ଠାରୁ ଖୁସିଖବର ମିଳିବାର ଆଶା ଅଛି, ଯାହାଦ୍ୱାରା ଘରର ମାହୋଲ୍ ଖୁସିମୟ ହେବ , ଆପଣ ନିଜ ପରିଶ୍ରମ ବଳରେ କଠିନରୁ କଠିନ କାର୍ଯ୍ୟ ପୁରା କରିପାରିବେ । ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ ।

୩)ମିଥୁନ ରାଶି- ଆଜି ଆପଣଙ୍କ ଦିନ ଶାନଦାର୍ ରହିବ । ବିଦ୍ୟାର୍ଥୀଙ୍କୁ ନିଜ୍ କ୍ୟାରିୟର୍ ବାଛିବାର ଭଲ ସମୟ ଅଛି, ଦାମ୍ପତ୍ୟ ଜିବନରେ ଚାଲୁଥିବା ଛୋଟ ମୋଟ ମତାନ୍ତର ଆଜି ଶେଷ ହୋଇପାରେ । ଜୀବନସାଥୀଙ୍କ ଠାରୁ ଭଲ ବ୍ୟବହାର ପାଇବା ପରେ ଆପଣଙ୍କ ମନ ବହୁତ ଖୁସି ରହିବ , କପଡା ବେପାର କରୁଥିବା ବ୍ୟକ୍ତିଙ୍କୁ ଧନ ଲାଭ ହେବାର ଆଶା ଅଛି, ସ୍ୱାସ୍ଥ୍ୟ ସହ ଯୋଡି ହୋଇଥିବା ସମସ୍ୟାରୁ ଆଜି ଆପଣଙ୍କୁ ଆରାମ ମିଳିବ, ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କୁ ମନ ମୁତାବିକ ଜାଗାକୁ ଟ୍ରାନ୍ସଫର୍ ମିଳିପାରିବ ,ବହୁତ ଲମ୍ବା ସମୟରୁ ଅଟକିଥିବା କାମ ପୁରା ହେବ, ବନ୍ଧୁଙ୍କ ପୁରା ସହଯୋଗ ମିଳିବ, ରାଜନୀତି ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କ ରାଜକାର୍ଯ୍ୟରେ ପ୍ରଶଂସା ହେବ , ଅବିବାହିତ ଲୋକଙ୍କୁ ଭଲ ପ୍ରସ୍ତାବ ମିଳିପାରିବ । ମା ବାପାଙ୍କ ସହ ଅଧିକାରୁ ଅଧିକା ସମୟ ବ୍ୟତିତ କରିବାରେ ଚେଷ୍ଟା କରିବେ ।

୪)କର୍କଟ ରାଶି-ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ଆପଣ କେଉଁ କାମରେ ଭୁଲ୍ କରନ୍ତୁ ନାହିଁ ନହେଲେ କାର୍ଯ୍ୟ ବିଗିଡିପାରେ, ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ ଉପରେ ଚର୍ଚ୍ଚା ହୋଇପାରେ, ଘରର ବଡ ବୟସ୍କଙ୍କ ଆଶିର୍ବାଦ ଆପଣଙ୍କ ଉପରେ ରହିବ । ମା ବାପାଙ୍କ ଆଶିର୍ବାଦ ନେଇକରି ଯାହା ବି କାମ କରିବେ ସେଥିରେ ସଫଳତା ନିଶ୍ଚିତ ମିଳିବ । ନୁଆ ନୁଆ ବ୍ୟକ୍ତିଙ୍କ ସହ ବନ୍ଧୁତା ହୋଇପାରେ, କିନ୍ତୁ ଆପଣ କେଉଁ ଅଚିହ୍ନା ଲୋକ ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ । ବିଦ୍ୟାର୍ଥୀଙ୍କୁ ପାଠପଢାରେ ଧ୍ୟାନ ଦେବାକୁ ହେବ । କେଉଁ ବି ପ୍ରତିଯୋଗିତା ପରିକ୍ଷାରେ ସଫଳତା ପାଇବାକୁ ହେଲେ କଡା ପରିଶ୍ରମ କରିବାକୁ ହେବ । ଆଜି ଲମ୍ବା ଯାତ୍ରା କରିବାରୁ ଦୁରେଇ ରହିବାକୁ ହେବ । ବାହାନ ପ୍ରୟୋଗ କରନ୍ତୁ ନାହିଁ, ଦୁର୍ଘଟଣା ହେବାର ଆଶଙ୍କା ଅଛି ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି , ଘରୋଇ ମାହୋଲ୍ ଖୁସିମୟ ରହିବ । ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନ ଭଲ ରହିବ, ଆପଣ କାର୍ଯ୍ୟକ୍ଷେତ୍ରରେ ଚ୍ୟାଲେଞ୍ଜର ସାମ୍ନା କରିବାରେ ସକ୍ଷମ ହେବେ , ସାମାଜିକ କ୍ଷେତ୍ରରେ ଆପଣ ନିଜ ଅଲଗା ପରିଚୟ ବନାଇବେ, ଅନୁଭବି ବ୍ୟକ୍ତିଙ୍କ ସହ ସଂମ୍ପର୍କ ସ୍ଥାପନା କରିବେ, ଯାହା ଆଗକୁ ଯାଇକରି ଫାଇଦା ଯୋଗାଇବ ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ଆତ୍ମବିଶ୍ୱାସରେ ଭରପୁର୍ ନଜର ଆସୁଛି, ଉନ୍ନତିର ଅବସର ପ୍ରାପ୍ତି ହେବ, ପରିବାର ସହ କେଉଁ ଧାର୍ମିକ ସ୍ଥାନକୁ ଯିବାର ଯୋଜନା ହୋଇପାରେ, ବେପାର କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବ, ସ୍ୱାସ୍ଥ୍ୟର ଦୃଷ୍ଟିକୋଣରୁ ଦିନ ଭଲ ନଜର୍ ଆସୁଛି, ଖାଦ୍ୟପେୟରେ ରୁଚି ବଢିବ, ଆପଣ ନିଜ ପରିବାର ଲୋକଙ୍କ ସହ ମନପସନ୍ଦର ଭୋଜନର ଆନନ୍ଦ ନେଇପାରିବେ , କିଛି ନୁଆ କାମ କରିବାର ଇଚ୍ଛା ପ୍ରକଟ କରିବେ । ଆପଣଙ୍କ ପାଠପଢାରେ ମନ ଲାଗିବ । ଆପଣଙ୍କ ନିଜ ମଧୁର ବାଣି ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ କରିପାରିବେ ।

୭) ତୁଳା ରାଶି-ଆଜି ଆପଣଙ୍କ ଦିନ ନିଶ୍ଚିତ ରୁପରେ ଫଳଦାୟକ ହେବ, ବେପାର କରୁଥିବା ବ୍ୟକ୍ତିଙ୍କୁ ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତି ହେବ, ଯଦି ଧନ ପ୍ରାତ୍ପି ମାର୍ଗରେ କିଛି ବାଧା ଉତ୍ପନ୍ନ ହେଉଛି, ତେବେ ତାହା ଶେଷ ହୋଇଯିବ, ଶଶୁରଘର ପକ୍ଷରୁ ମାନ ସମ୍ମାନ ମିଳିବ, ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାମକୁ ପ୍ରଶଂସା ମିଳିବ, ଯାହାଦ୍ୱାରା ଆତ୍ମବିଶ୍ୱାସରେ ବୃଦ୍ଧି ହେବ, ମାନସିକ ଚିନ୍ତାଗୁଡିକ ଦୁର ହେବ  ।

୮)ବିଛା ରାଶି- ଆଜି ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ଯୋଗ ହେଉଛି । ସହକର୍ମୀଙ୍କ ସହାୟତା କରିବେ , ଖାଦ୍ୟପେୟରେ ରୁଚି ବଢିବ , ପରିବାର ଲୋକଙ୍କ ସହ ମିଶିକରି ମନ ପସନ୍ଦର ଭୋଜନର ଆନନ୍ଦ ନେଇପାରନ୍ତି, ଯଦି ଆପଣଙ୍କ କୋର୍ଟ କଚେରି ସହ କିଛି ମାମଲା ଚାଲୁଛି ତେବେ ଫଇସଲା ଆପଣଙ୍କ ପକ୍ଷରେ ଆସିବ, ବେପାରୀଙ୍କ ଲାଭ ମିଳିବ, ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କୁ ମନମୁତାବିକ ଜାଗାକୁ ଟ୍ରାନ୍ସଫର୍ ମିଳିପାରିବ, ଏହା ସହ ପ୍ରମୋସନ୍ ମିଳିବ, କେଉଁ ମହିଳା ବନ୍ଧୁଙ୍କ ସହଯୋଗରେ ଲାଭ ମିଳିବାର ଆଶା ଅଛି, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଛୁଆଙ୍କ ତରଫରୁ ଟେନସନ୍ ଦୁର ହେବ , ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ ।

ଧନୁ ରାଶି- ଆଜି ଆପଣଙ୍କ ଦିନ ବହୁତ ଉତଥାନ ପତନ ଦେଇ ଗତିକରିବ, ଆର୍ଥିକ ସ୍ଥିତି ଭଲ ରହିବ, ବିଦ୍ୟାର୍ଥୀଙ୍କୁ ନିଜ ପାଠପଢାରେ ଧ୍ୟାନ ଦେବାକୁ ହେବ, ବିଦ୍ୟାର୍ଥୀଙ୍କୁ ନିଜ କ୍ୟାରିୟରରେ ଆଗକୁ ବଢିବାରେ ନୁଆ ଅବସର ମିଳିବ, ସନ୍ତାନଙ୍କ ତରଫରୁ ସୁଖ ପ୍ରାପ୍ତି ହେବ, ଯେଉଁ କାମକୁ ଆପଣ ବହୁତ ଦିନରୁ ଅପେକ୍ଷାକରିଛନ୍ତି, ତାହ ଜଲଦି ପୁରା ହେବ ।

ମକର ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ସାମାଜିକ କାର୍ଯ୍ୟରେ ଆପଣଙ୍କ ସକ୍ରିୟତା ବୃଦ୍ଧି ହେବ, ଜାହାଦ୍ୱାରା ସମାଜରେ ମାନ ସମ୍ମାନ ବୃଦ୍ଧି ହେବ, ଆଜି କେଉଁ ବଡ ସଫଲତା ମିଳିବାର ଯୋଗ ଅଛି, ଘର ପରିବାରର ଚିନ୍ତା ଦୁର ହେବ, ମା ବାପାଙ୍କର ସ୍ୱାସ୍ଥ୍ୟରେ ସୁଧାର ରହିବ, ଆପଣ ନିଜ ପରିଶ୍ରମରୁ କଠିନରୁ କଠିନ କାର୍ଯ୍ୟ ପୁରା ହୋଇପାରେ, ଦାମ୍ପତ୍ୟ୍ ଜୀବନରେ ସୁଖ ମିଳିବ ।

କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ଆପଣ ନିଜକୁ ଉର୍ଜାବାନ୍ ଅନୁଭବ କରିବେ, ଅଚାନକ ଧନ ଲାଭ କରିବାର ଯୋଗ ଅଛି, ଛାତ୍ରଙ୍କର ମନ ପାଠପଢାରେ ଲାଗିବ, ଆପଣ ଯେଉଁ କାମକୁ ପୁରା କରିବାକୁ ଚାହୁଁଛନ୍ତି ତାହା ପୁରା କରିନେବେ, ସ୍ୱାମୀ ସ୍ତ୍ରୀଙ୍କ ଆପସିକ ତାଲମେଳ ଭଲ ରହିବ, ପାରିବାରିକ ମାହୋଲ ଖୁସିମୟ ରହିବ,

ମୀନ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । କେଉଁ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବାର ମଉକା ମିଳିବ, ଭାଇ ଭଉଣୀଙ୍କ ସହ କେଉଁ କଥାକୁ ନେଇକରି ଯୁକ୍ତିତର୍କ ହୋଇପାରେ, ଆପଣଙ୍କୁ ନିଜ କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ଯଦି ଆପଣ କେଉଁ ବଡ ନିବେଶ କରିବାକୁ ଯାଉଛନ୍ତି ତେବେ ଭାବିଚିନ୍ତି ନିର୍ଣ୍ଣୟ ନିଅନ୍ତୁ, ଆପଣ ନିଜ ଆମଦାନୀ ଅନୁସାରେ ଘରୋଇ ଖର୍ଚ୍ଚକୁ ନିୟନ୍ତ୍ରଣ କରି ଚଲନ୍ତୁ, ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *