ସ୍ତ୍ରୀ ମାନେ ସକାଳୁ ଉଠି ନିଜ ସ୍ୱାମୀ ସହ କରନ୍ତୁ ଏହି କାମ ତାପରେ ଦେଖନ୍ତୁ ଫାଇଦା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଭାରତ ବର୍ଷରେ ଓ ଆମର ସମାଜରେ କିଛି ଏଭଳି ଲୋକମାନେ ଅଛନ୍ତି ଯିଏ କି ଧର୍ମକୁ ମାନିଥାନ୍ତି ଓ କିଛି ଏମିତି ବି ଲୋକମାନେ ଅଛନ୍ତି ଯେଉଁମାନେ ଧର୍ମକୁ ମାନନ୍ତି ନାହିଁ । ତେବେ ଆଜି ଆମେ ସେହିଭଳି ଲୋକଙ୍କ ବିଷୟରେ ଆଲୋଚନା କରିବା ଯେଉଁମାନେ ଧର୍ମକୁ ମାନନ୍ତି । ବନ୍ଧୁଗଣ ସକାଳୁ ଶୀଘ୍ର ଉଠିବା ଏହା ଆମ ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବହୁତ ସକାରାତ୍ମକ ପ୍ରଭାବ ପଡିଥାଏ। ତେବେ ଆଜି ଆମେ ଆପଣଙ୍କ ସହ କିଛି ଏଭଳି କଥା ଆଲୋଚନା କରିବାକୁ ଯାଉଛୁ, ଯାହାକୁ ପ୍ରତେକ ଦିନ ମହିଳାଙ୍କୁ ସକାଳୁ ଉଠି କରିବାକୁ ପଡିଥାଏ ।

ନମ୍ବର 1- ଖାଲି ପେଟରେ ପାଣି ପିଇବା ।
ବନ୍ଧୁଗଣ ପ୍ରତେକ ନାରୀକୁ ସକାଳୁ ଉଠି ପ୍ରଥମ ଖାଲି ପେଟରେ ପାଣି ପିଇବା ଉଚିତ୍ , କିଛି କିଛି ଲୋକ ବିଛଣା ଉପରେ ବସି ଚା ପିଇବାକୁ ପସନ୍ଦ କରନ୍ତି। କିନ୍ତୁ ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହା ଭଲ ପ୍ରଭାବ ପକାଇଥାଏ, ଛୋଟ ଛୋଟ ରୋଗକୁ ଶରୀରରୁ ଦୂର କରିଥାଏ ଓ ପାଣି ପିଇବା ଦ୍ୱାରା ଶରୀରରୁ ଅଦରକାରୀ ପଦାର୍ଥ ମଳ ଓ ଝାଳ ମାଧ୍ୟମରେ ନିର୍ଗତ ହୋଇଥାଏ । ଯାହାଫଳରେ ପେଟ ଜନିତ ରୋଗରୁ ମୁକ୍ତି ମିଳିଥାଏ ।

water

ନମ୍ବର 2- ସକାଳୁ ଗାଧୋଇବା ।
ବନ୍ଧୁଗଣ ସକାଳୁ ଉଠି ପ୍ରତେକ ମହିଳାଙ୍କୁ ପ୍ରଥମେ ଗାଧୋଇବାକୁ ହୋଇଥାଏ। ଯଦି ଆପଣ ସକାଳୁ ପ୍ରତିଦିନ ଗାଧୋଉଛନ୍ତି ତେବେ ଆପଣଙ୍କର ଦିନ ବହୁତ ଭଲରେ ଓ ଆନନ୍ଦ ରେ କଟିଥାଏ,ସକାଳୁ ଗାଧୋଇବା ଦ୍ୱାରା ଛୋଟ ଛୋଟ ରୋଗ ମଧ୍ୟ ଶରୀରକୁ ପ୍ରବେଶ କରିପାରେନାହିଁ । ସେଥିପାଇଁ ଆପଣ ମାନେ ପ୍ରତେକ ଦିନ ସକାଳୁ ଉଠି ଗାଧୋଇବା ଉଚିତ୍ ।

ନମ୍ବର 3- ତୁଳସୀ ଗଛର ପୂଜା ।
ପ୍ରତେକ ମହିଳାଙ୍କୁ ସକାଳୁ ଉଠି ସ୍ନାନସାରି ପ୍ରଥମେ ତୁଳସୀ ଗଛର ପୂଜା କରିବା ଉଚିତ୍। କଥାରେ ଅଛି ତୁଳସୀ ଗଛକୁ ପୂଜା କଲେ ଘରେ ସୁଖ ଶାନ୍ତି ସର୍ବଦା ଲାଗି ରହିଥାଏ। ଓ ତୁଳସୀ ଗଛର ପତ୍ରକୁ ଆମେ ଔଷଧି ରୂପେ ବ୍ୟବହାର କରିବା ଉଚିତ୍ ।

tulasi puja

ନମ୍ବର 4- ମନପସନ୍ଦର ଗୀତ ଶୁଣିବା ।
ସକାଳୁ ଉଠି ସମସ୍ତଙ୍କୁ ମନପସନ୍ଦର ଗୀତ ଶୁଣିବା ଉଚିତ୍। ଗୀତରେ ସେ ଭଜନ ହେଉ ଅଥଵା ରୋମାଣ୍ଟିକ ଗୀତ, ସର୍ବଦା ସକାଳୁ ଗୀତ ଶୁଣିବା ଦ୍ୱାରା ଦେହ ମନ ଖୁସି ରହିଥାଏ ଓ ବିଭିନ୍ନ ପ୍ରକାର ଚାପରୁ ମଧ୍ୟ ମୁକ୍ତି ମିଳିଥାଏ ।

ନମ୍ବର 5- ସକାଳୁ ଉଠି ସ୍ୱାମୀ ସହ ପ୍ରେମ କରିବା ।
ପ୍ରତେକ ମହିଳା ମାନଙ୍କୁ ସକାଳୁ ଉଠି ନିଜର ସ୍ୱାମୀଙ୍କ ସହ ପ୍ରେମ କରିବା ଦ୍ୱାରା ସେମାନଙ୍କ ଭିତରେ ସଂ-ମ୍ପର୍କ ଓ ଭଲ ପାଇବା ଆହୁରି ସୁଦୃଢ ହୋଇଥାଏ । ଏହି ସବୁ କାମ ଗୁଡିକ ବିବାହିତ ନାରୀ କୁ ସକାଳୁ ଉଠି ପ୍ରତେକ ଦିନ କରିବା ଦ୍ୱାରା ତାଙ୍କର ବିବାହିତ ଜୀବନ ସୁଖ ଶାନ୍ତିରେ କଟିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *