କଣ ପାଇଁ ଚିଠିରେ ଏମିତି ଲେଖିଥିଲେ ରଶ୍ମୀରେଖା ।

Rashmi 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେବଳ କିଛି ପଦ କଥା ରେ ନିଜ ଜିବନ ରେ ରିତି ବୃତି କୁ ସମାପ୍ତ କରି ଲେଖିଦେଲେ ଏହି ଟେଲି ଅଭିନେତ୍ରୀ ରଶ୍ମୀରେଖା ମାତ୍ର କିଛି ଶବ୍ଦ ଏବଂ ଅନେକ ସାରା ସସ୍ପେନ୍ସ ଛାଡିଗଲେ ପଛରେ ନିଜ ବାପା ଙ୍କୁ ଅନୁରୋଧ କରିଛନ୍ତି ସୋନ୍ତୋଷ ଙ୍କୁ ଦୋଷ ନଦେବା ପାଇଁ ଏହା ସହିତ କିଛି ସୋନ୍ତୋଷ ଙ୍କର କିଛି ହେଲା ତାହାଲେ ସେ କାହାକୁ ଛାଡିବେ ନାହିଁ ବୋଲି ସେ କହିଛନ୍ତି ।

ତେବେ କଣ ପାଇଁ ଏମିତି ଲେଖିବାକୁ ବାଧ୍ୟ ହୋଇଛନ୍ତି ରଶ୍ମୀରେଖା କାହିଁକି ଗୋଟିଏ କ୍ଲିନ୍ ଚିଟ୍ ଦେଇ ମୃତ୍ୟୁ ପୂର୍ବରୁ ଆ-ତ୍ମ-ହ-ତ୍ୟା ନୋଟ ରେ ସ୍ଥାନ ଦେଇଛନ୍ତି ସୋନ୍ତୋଷ ଙ୍କୁ ଆଉ ଏହା ମଧ୍ୟ ଲେଖିଛନ୍ତି ପୋଲିସ କେସ୍ କାହାକୁ ନକରିବା ପାଇଁ ତାହା ସହିତ ଗୋଟିଏ ସ୍ମାଇଲି ଫୋଟ ମଧ୍ୟ ଦେଇଛନ୍ତି । ଯେଉଁ ଝିଅ ଏବେ ସୁନ୍ଦର ଖୁସୀ ରେ ରହିବା କଥା କାହିଁକି ସେ ନିଜର ଜିବନ କୁ ସାରିଦେଲା କୁହାଯାଏ ଝିଅଙ୍କର କହିବାର ଅର୍ଥ ତାହା ନଥାଏ ଜାହା ସେମାନେ ଲେଖିଜାଆନ୍ତି ।

Rashmirekha 1

ତେବେ କଣ ସୋନ୍ତୋଷ ହିଁ ଥିଲା ମାନଶୀକ ଯନ୍ତ୍ରଣା ପଛର କାରଣ କାହିଁକି ସୋନ୍ତୋଷ ସବୁ ବେଳେ ରାଜା ଙ୍କୁ ନେଇ ସବୁ ବେଳେ ଡାଉଟ କରୁଥିଲା । ଏପଟେ ତାଙ୍କୁ ସ୍ୟାନ ବୋଲି ସମ୍ବଦ୍ଧନ କରି ତାଙ୍କୁ ବହୁତ ପ୍ରେମ କରୁଛନ୍ତି ଏବଂ ତାଙ୍କୁ ବେବି ବୋଲି ଲେଖି ବି ଛନ୍ତି । ତେବେ ତାଙ୍କୁ ଛାଡିକି ଯିବାର ଇଚ୍ଛା ନଥିଲେ ବି ସେ ଏହି ନିସ୍ପତି କାହିଁକି ନେଲେ ତାହା ହେଲା ବଡ ପ୍ରଶ୍ନ ଏହା ସହିତ ଗୋଟିଏ ନୋଟ କରିବା କଥା କି ସେ ନିଜକୁ ଗୋଟିଏ ଖରାପ ଝିଅ ବୋଲି କହିଛନ୍ତି ।

ତେବେ କଣ ସୋନ୍ତୋଷ କୁ ଲଚେଇ କରି ରାଜା ସହିତ ସଂମ୍ପର୍କ ରଖୁଥିଲେ କି । ତେବେ କଣ ରହିଛି ପ୍ରକୃତ ଘଟଣା ଏହି ସନ୍ଧେହ ଘେର ରେ ଥିବା ଶେଷ ଦୁଇ ଫର୍ଦ୍ଧ ସୁସାଇଟ ନୋଟ ଏହା କହୁଛି ଯେ ଘଟଣା ତାହା ନୁହେଁ ଜାହା ଦେଖା ଜାଉଛି । ଏବଂ ରଶ୍ମୀରେଖା ସୋନ୍ତୋଷ ଙ୍କ ନାମରେ ସିନ୍ଦୁର ଏବଂ ମଙ୍ଗଳ ସୂତ୍ର ପିନ୍ଧୁଥିଲେ ଏବଂ ତାଙ୍କୁ ପିନ୍ଧି ଆ-ତ୍ମ-ହ-ତ୍ୟା କରିଛନ୍ତି ।

Rashmi

ତେବେ କାହିଁକି ତାଙ୍କ ପରିବାର ଲୋକଙ୍କୁ ଅବଗତ କରେଇ ନଥିଲେ। ରଶ୍ମୀରେଖା ଙ୍କ ମୃ-ତ୍ୟୁ ମିଷ୍ଟ୍ରି ରେ ସୋନ୍ତୋଷ ଆସିବା ପରେ ପୋଲିସ ଅନେକ କିଛି କଥା ସାମ୍ନା କୁ ଆଣି ପାରିବ । ଏବଂ ପୋଷ୍ଟମୋଟମ ରପୋର୍ଟ ଏହାକୁ ସମର୍ନ କରିବ ବୋଲି ଜାହା ଆଶା କରାଯାଏ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *