ମୃତ୍ୟୁ ପୂର୍ବରୁ କଣ ପାଇଁ ମଞ୍ଚେଶ୍ୱର ଥାନା ଯାଇଥିଲେ ରାଇମୋହନ? ମୃ-ତ୍ୟୁ ପଛରେ ଥିଲା କି ପୋଲିସର ହାତ !

Raimohan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବରିଷ୍ଟ ଅଭିନେତା ରାଇମୋହନ ପରିଡା ଙ୍କ ଆତ୍ମହତ୍ୟା ର ଗୁମର ଧିରେ ଧିରେ ଫିଟୁଛି । ତେବେ ଶୁକ୍ରବାର ଦିନ ରାଇମୋହନ ପରିଡା ଙ୍କ ଉଦୟ ପୁର ବାସ ଭବନ ଯେଉଁଠି ସେ ଆ-ତ୍ମ-ହ-ତ୍ୟା କରିଥିଲେ ପାଖା ପାଖି 11.45 ରୁ 12.00 ସମୟ ରେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଆ-ତ୍ମ-ହ-ତ୍ୟା ପଛର କାରଣ କଣ ଏବେ ମଧ୍ୟ ମଞ୍ଚେଶ୍ୱର ପୋଲିସ ତଦନ୍ତ କରୁଛି । ଏବଂ ଗତ କାଲି ର ଆମେ ମାନେ ସୂଚନା ଦେଖିବା ଯେ ବର୍ତମାନ ସମୟ ରେ ପୋଲିସ ତାଙ୍କ ସ୍ତ୍ରୀ ,ପୁତୁରା , ପୁଅ , ଏବଂ ଝିଅ କୁ ମଧ୍ୟ ଅଧିକ ତଦନ୍ତ ପାଇଁ ପଚରା ଉଚୁରା କରୁଛି ।

କଥା ହେଉଛି ରାଇମୋହନ ପରିଡା ଆ-ତ୍ମ-ହ-ତ୍ୟା କରିଲେ ଶୁକ୍ରବାର ଦିନ 11.17 ରୁ 11.19 ମଧ୍ୟରେ ଲେଖିଥିଲେ ବାଏ ମେସେଜ୍ ଏବଂ 11.57 ରେ ନିଜର ପତ୍ନୀ ଙ୍କୁ ଶେଷ କଲ୍ କରିଥିଲେ । ଏବଂ ସେହି ଶେଷ କଲ୍ ରେ ସେ କଣ ନିଜର ପତ୍ନୀ ଙ୍କ ସହିତ କଥା ହୋଇଥିଲେ । ଏବଂ କଥା ହେଉଛି ସେହି ଦିନ ତାଙ୍କର ଡ୍ରାଇଭର ଙ୍କ ବାହାଘର ପାଇଁ ବଡ ଝିଅ ଏବଂ ପତ୍ନୀ ଜାଇଥିଲେ କଟକ ସୋପିଂ ପାଇଁ ଏବଂ ସାନ ଝିଅ କଲେଜ୍ ଜାଇ ଥିଲେ ।

rai

ତେବେ ଏହି ଘଟଣା ର ତଦନ୍ତ ପାଇଁ ପୋଲିସ ଏହି ବିଷୟ ରେ ଅତ୍ୟାଧି ପଚରାଉଚୁରା କରୁଛି । ଏବଂ ଯେଉଁ କୁହାଜାଉଛି । ଯେଉଁ ପରିବାର ଲୋକ ଗଲା ପରେ ତାଙ୍କ ଘରକୁ କିଏ ଆସିଥିଲେ କି ଏହି ନେଇ ମଧ୍ୟ ସନ୍ଧେହ ଆସିଛି । ଏହା ସହିତ ଯେଉଁ CCTV ଲାଗିଛି । ଏହାର ଫୁଟେଜ୍ ବି ଗୋଟିଏ ପଟେ ପୋଲିସ କୁ ଖୋରାଖ ଯୋଗେଇବ । ଯେ ରାଇମୋହନ ଙ୍କ ମୃ-ତ୍ୟୁ ଏବଂ ଆ-ତ୍ମ-ହ-ତ୍ୟା ପଛର କାରଣ କଣ । ସେ ଜଣେ ଅଭିନେତା ଥିଲେ ସମସ୍ତ ରାଜ୍ୟ ର ଲୋକ ମାନେ ତାଙ୍କୁ ଭଲ ପାଉଥିଲେ ।

ବର୍ତମାନ ସମୟ ରେ ତାଙ୍କ ହ-ତ୍ୟା ର କାରଣ ଅସ୍ପଷ୍ଟ ରହିଛି । କାରଣ ସେ ଯେତେ ବେଳେ ଆ-ତ୍ମ-ହ-ତ୍ୟା କରିଥିଲେ ସେତେ ବେଳେ ଗୋଟେ ଗୋଡ ଚିଆର ଉପରେ ରହିଥିଲା ଏବଂ ଆଉ ଗୋଟେ ଗୋଡ ତଳେ ଲାଗିଥିଲା ଏହି ନେଇ ପ୍ରଶ୍ନ ଉଠୁଛି ଯେ 10 ଫୁଟ ଉଚ୍ଛ ରୁ କେମିତି ଜଣେ ଆ-ତ୍ମ-ହ-ତ୍ୟା କରିବ ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏଠାରେ ପାରିବାରିକ କଳହ ସହିତ ଅନ୍ୟ ଏକ ଦିଗ ରହୁଛି ।

ପୁରୀ ଲିଙ୍କ୍ ତାଙ୍କର ଗେଷ୍ଟ ହାଉସ ନେଇ ତାଙ୍କୁ ଧମକ୍ ଦିଆଜାଇ ଥିଲା ଯେ ଏହି ଗେଷ୍ଟ ହାଉସ କରନ୍ତୁ ନାହିଁ । ସେହି ପରି ଆଉ ଗୋଟିଏ ପଟେ ମୃ-ତ୍ୟୁ 24 ତାରିଖ ରେ ହେଲା ସେ 21 ତାରିଖ ଦିନ ଥାନା କୁ ଜାଇ ଥିଲେ କଣ ପାଇଁ ସେ ଥାନା କୁ ଜାଇ ଥିଲେ ଏବଂ ଏହାକୁ ନେଇ ବର୍ତମାନ ସମୟ ରେ ପ୍ରଶ୍ନ ଉଠିଛି ଯେ ଏହି ବାବଦ ରେ କଣ ପୋଲିସ ଅଧିକାରୀ ଙ୍କ ସହିତ କିଛି କଥା ହୋଇଛନ୍ତି କି ।

Rai mohan 1

ତେବେ ବର୍ତମାନ ସମୟ ରେ 4 ଦିନ ବିତିଜାଇ ଥିଲେ ବି ଅଧିକ ତଦନ୍ତ ପାଇଁ ପଚରା ଉଚୁରା କରିବା ସହିତ ପୋଲିସ ରାଇମୋହନ ଙ୍କ ସାଙ୍ଗ ମାନଙ୍କୁ ପଚରା ଉଚୁରା କରିଛନ୍ତି । ସେହି ପରି ଆଉ ଗୋଟିଏ ମିଷ୍ଟ୍ରି ମଧ୍ୟ ରହିଛି ଯେଉଁଠାରେ ରାଇମୋହନ ପରିଡା 12.00 ବେଳକୁ ଆ-ତ୍ମ-ହ-ତ୍ୟା କରିଥିଲେ ହେଲେ 11.45 ବେଳକୁ ଏହି ନେଇ ଖବର ମଞ୍ଚେଶ୍ୱର ଥାନା କୁ ପଳେଇ ଜାଇ ଥିଲା ।

ଏବଂ ସେହି ପରି ଝିଅ ଏବଂ ସ୍ତ୍ରୀ ପାଖକୁ ଯେଉଁ 11.17 ରୁ 11.19 ମଧ୍ୟରେ ମେସେଜ୍ ଜାଇ ଥିଲା ସେହି ସମୟରେ ଯଦି ଘର ଲୋକ ଆଲର୍ଟ ହୋଇ ତାଙ୍କର କଣ ହୋଇଛି ବୋଲି ଚେକ୍ କରିଥାନ୍ତେ ତେବେ ଆଜି ହୁଏତ ରାଇମୋହନ ଙ୍କ ଜିବନ ବଞ୍ଚି ଜାଇ ଥାନ୍ତା । ତେବେ ବର୍ତମାନ ସମୟ ରେ ପୋଲିସ ଏହି ନେଇ ତଦନ୍ତ କରୁଥିବା ବେଳେ ଆଗାମୀ ସମୟ ରେ ଏହି ବିଷୟରେ ସଂମ୍ପର୍ଣ୍ଣ ବିବରଣି ଆପଣ ମାନେ ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *