କାହିଁକି କଳାକାର କରୁଛନ୍ତି ଆ-ତ୍ମ-ହ-ତ୍ୟା ? କଣ ରହିଛି ଏହା ପଛର କାରଣ…

artists

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ପାଇଁ ଗ୍ଲାମର ଦୁନିଆଁ ରେ ଚାଲିଛି ଆ-ତ୍ମ-ହ-ତ୍ୟା ର ଟ୍ରେଣ୍ଡ । କେଉଁ ପରିସ୍ଥିତି ରେ ନେଉଛନ୍ତି ଏମିତି ଚରମ ନିସ୍ପତି । ଆ-ତ୍ମ-ହ-ତ୍ୟା କଣ ସବୁ ସମସ୍ୟା ର ସମାଧାନ ସୁସାଇଟ ବା ଆ-ତ୍ମ-ହ-ତ୍ୟା ଏହା କଣ ସତରେ ସବୁ ସମସ୍ୟା ର ସମାଧାନ । କଣ ପାଇଁ ଗୋଟିଏ ମଣିଷ ଏମିତି ପଦକ୍ଷେପ ନିଏ । ବିଷେଶ କରି ଗ୍ଲାମର ଦୁନିଆଁ ରେ ଏହା ବେଶି ମାତ୍ରା ରେ ଦେଖିବା ପାଇଁ ମିଳୁଛି ।

ବଲିଉଡ ହେଉ କିମ୍ବା ଓଲିଉଡ ଅନେକ ସମୟ ରେ କାହିକି ଅଭିନେତା ବା ଅଭିନେତ୍ରୀ ମାନେ ଆ-ତ୍ମ-ହ-ତ୍ୟା ପରି ଏକ ଚରମ ପଦକ୍ଷେପ ନିଅନ୍ତି । ହଁ ବନ୍ଧୁଗଣ ବଲିଉଡ ଷ୍ଟାର ସୁଶାନ୍ତ ସିହଂ ରାଜପୁତ ଙ୍କ ଠାରୁ ଆରମ୍ଭ କରି ମାନବ ପ୍ରେମି ଆଦିତ୍ୟ ଦାସ ଏବଂ ଓଲିଉଡ କଳାକାର ରାଜା , ନିକିତା , ରଶ୍ମିରେଖା , କିମ୍ବା ରାଇମୋହନ ପରିଡା ଙ୍କ କଥା କୁହନ୍ତୁ କଣ ପାଇଁ ଏମାନେ ସୁସାଇଡ କରୁଛନ୍ତି । ଆଉ ପଛରେ ଛାଡି ଜାଉଛନ୍ତି ଅନେକ ସସ୍ପେନ୍ସ । ଜାହାର ଖୁଲାସା ଆଜି ଯାଏ ମଧ୍ୟ ହୋଇ ପାରି ନାହିଁ ।

rai

ଏହି ଭଳି ଘଟଣା ପରେ ପୋଲିସ ତଦନ୍ତ କରୁଛି । ଘଟଣା ସହିତ ସଂମ୍ପୃକ୍ତ ବ୍ୟକ୍ତି ଙ୍କୁ ତଦନ୍ତ ପରିଶର ଭୁକ୍ତ କରୁଛି ସତ ହେଲେ କିଛି ଦିନ ପରେ ତଦନ୍ତ କୁ ଯେମିତି ପୋଲିସ ଭୁଲି ଜାଉଛି । ଆଉ ବର୍ଷ ବର୍ଷ ଧରି ଏହି ସବୁ କେସ୍ ର ସମାଧାନ ହୋଇପାରୁ ନାହିଁ । ଏହି ସବୁ ହ-ତ୍ୟା କି ଆ-ତ୍ମ-ହ-ତ୍ୟା କେବଳ ରାଜ ରେ ରାଜ ହୋଇ ରହିଜାଉଛି । ଗ୍ଲାମର ଇଣ୍ଡଷ୍ଟ୍ରୀ ପାଇଁ ଏବେ ସୁସାଇଟ ଗୋଟିଏ ଟ୍ରେଣ୍ଡ ପାଲଟି ଗଲାଣି ।

କଳାକାର ମାନଙ୍କୁ ସବୁ ସମୟ ରେ ଆମେ ମାନେ ହସ ମିଜାଜ ର ଆମେ ମାନେ ଦେଖୁ । ହେଲେ ବ୍ୟକ୍ତିଗତ ଜିବନ ରେ ସେମାନେ ହୁଏତ ଚାପ ଗ୍ରସ୍ଥ ଥାଇ ପାରନ୍ତି । ଆଖିରେ ଯେଉଁ ଖୁସୀ ଆପଣ ମାନେ ସେମାନଙ୍କର ଯେଉଁ ଦେଖନ୍ତି । ସେମିତି ନଥାଇ ପାରେ । ହେଲେ ତାହାର ଅର୍ଥ ତାହା ନୁହେଁ ଯେ ଗୋଟିଏ ମଣିଷ ନିଜର ଜିବନ କୁ ହାରି ଦେବାର ନିସ୍ପତି ନେଇ ନିଜର ସମସ୍ୟା ର ସମାଧାନ ହୋଇଗଲା ବୋଲି ଭାବିବ ତେବେ ଏହା ଉପରେ ଆପଣ ମାନଙ୍କର ମତାମତ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *