ମୁଁ ନିଦରେ ଶୋଇଥିବା ବେଳେ ପ୍ରଥମେ ମୋ ଜଙ୍ଘରେ ହାତ ମା-ରିଲା ଆଉ ତା ପରେ …… :-

Elijah Beth

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ମହିଳା ଙ୍କ ଇଜ୍ଜତ କୁ ନେଇ ଜନ ଗହଳି ପୂର୍ଣ୍ଣ ସ୍ଥାନ ରେ ଖେଳି ଦିଆଜାଉଛି । ହେଲେ ଏହାକୁ ଦେଖିବା ପରେବି ଏହାକୁ ନେଇ ପ୍ରଶାସନ ମୋଟେ ବି ଆକ୍ଟିଭ ନାହିଁ । ସେମିତି ରେ ଆଜିର ସମୟ ରେ ଲୋକମାନେ ସ୍ଥଳ ପଥ ଯାତ୍ରା ଠାରୁ ଆକାଶ ପଥ ମାନେ ବିମାନ ରେ ଯାତ୍ରା କରିବା ପାଇଁ ବହୁତ ପରିମାଣ ରେ ପସନ୍ଦ କରିଥାନ୍ତି । ତେବେ ଏଠାରେ ଏକ ବିମାନ ରେ ଅନ୍ୟାନ୍ନ ଯାତ୍ରୀ ମାନେ ଯାଉଥିବା ବେଳେ ମଧ୍ୟ ଏକ ଯୁବତୀ ଯାତ୍ରୀ ଙ୍କ ସହିତ ଅସଦାଚରଣ ହେଉଥିବାର ଦେଖିବା ପାଇଁ ମିଳିଛି ।

ତେବେ ବୟସ 32 ବର୍ଷ ଆଉ ସେ ତିନୋଟି ପିଲାର ମାଆ ଜଣେ ଶିଶୁ ସୁରକ୍ଷା କର୍ମି ଭାବେ ବହୁତ ସକ୍ରିୟ ଅଟନ୍ତି । ଏକ ଘଟଣା ତାଙ୍କର ପୁରୁଣା ସ୍ମୃତି କୁ ତାଜା କରି ଦେଇଛି । ଆମେ ଆମେରିକା ର ଜଣେ ସାମ୍ମାଦିକା ଏଲିଜାବେଥ ସ୍ମାଟ କଥା । ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରେ ସେ ନିଜ ସହିତ ଘଟିଥିବା କିଛି ଅପ୍ରିତିକର ଘଟଣା କୁ ସାମ୍ନା କୁ ଆଣିଛନ୍ତି ।

Elijah

ସେହିଥି ମଧ୍ୟରୁ ଗୋଟିଏ ଘଟଣା କୁ ଆମେ ଏଠାରେ କହିବୁ ଗତ ବର୍ଷ ଏଲିଜା ବେଥ ଡେଲ୍ଟା ଏୟାର ଲାଇନ୍ସ ର ଏକ ବିମାନ ରେ ଯାତ୍ରା କରୁଥିବା ବେଳେ ତାଙ୍କୁ ନିଦ ଲାଗୁଥିବା ବେଳେ ତାଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତି ତାଙ୍କ ଜଙ୍ଘ କୁ ହାତରେ ଆଉଁଶିବା ଆରମ୍ଭ କରିଦେଇ ଥିଲା । ତେବେ ପ୍ରଥମେ ସେ ଜାଣି ପାରିନଥିଲେ ହେଲେ ସେ କିଛି ସମୟ ପରେ ଏହି ବିଷୟ ରେ ଜାଣି ପାରିଥିଲେ ।

ଯେତେ ବେଳେ କି ସେହି ଲୋକ ତାଙ୍କର ପୋଷାକ ମଧ୍ୟରେ ହାତ ପରେଇବା ଆରମ୍ଭ କରି ଦେଇଥିଲା । କାରଣ ସେ ଲୋକ ଙ୍କୁ ଲାଗୁଥିଲା ଯେ ଏଲିଜା ବେଥ ଙ୍କୁ ଏହି ସବୁ ଭଲ ଲାଗୁଛି । ଆଉ ସେ ଜାଣି ଜାଣି ଶୋଇବାର ଅଭିନୟ କରୁଛନ୍ତି । ହେଲେ ଏଲିଜା ବେଥ ଙ୍କ ନିଦ ଭାଙ୍ଗିବା କ୍ଷେଣି ତାଙ୍କ ସହିତ ଏମିତି ଅସଦାଚରଣ କରୁଥିବା ଲୋକ ମାନଙ୍କୁ ସେ ଆଖି କଟମଟ କରି ଚାହିଁଥିଲେ ।

Elijah Beth

ହେଲେ ଲୋକଟି ତାଙ୍କର ସମ୍ବେଦନ ଶୀଳ ଅଙ୍ଗକୁ ଛୁଇଁବା ସହିତ ତାଙ୍କୁ ଚୁମ୍ବନ ଦେବାକୁ ଉଦ୍ୟମ କରୁଥିଲା । ଆଉ ଏହା ଦେଖି ସମ୍ଭାଳି ପାରିନଥିଲେ ଏଲିଜା ବେଥ ଚିଲ୍ଲେଇ ଚିଲ୍ଲେଇ ବିମାନ କର୍ମଚାରୀ ଙ୍କୁ ଜଣେଇବା ସହିତ ସେହି ଅଭଦ୍ର ଲୋକଙ୍କୁ ପୋଲିସ ରେ ଦେଇଥିଲେ । କାରଣ ଆଉ କାହା ସହିତ ସେହି ଲୋକଟି ଏମିତି ବ୍ୟବହାର କରିବା ପାଇଁ ସାହାସ ନକରୁ ବୋଲି ଚାହୁଁଥିଲେ ଏଲିଜା ବେଥ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *