Bollywood Updates ଚାଲିଗଲେ ଏହି ପ୍ରସିଦ୍ଧ ଅଭିନେତା, ଜାଣନ୍ତୁ ସେ କିଏ

Actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଏମିତି କିଛି ଆଙ୍କର ରହିଛନ୍ତି ଯେଉଁ ମାନଙ୍କ ଆଙ୍କରିଂ ସୁଣିବା ପରେ ନିଶ୍ଚିତ ଭାବେ ଲୋକ ହସିବାରୁ ନିଜକୁ ବଞ୍ଚେଇ ପାରନ୍ତି ନାହିଁ । ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଠାରେ ପାକିସ୍ତାନ ର ଆଙ୍କର ଅମିର ଲିଆକତ ଙ୍କ ବିଷୟ ରେ କହୁଛୁ । ବର୍ତମାନ ସମୟ ରେ ବନ୍ଧୁଗଣ ତାଙ୍କୁ ନେଇ ଏକ ବଡ ଖବର ସାମ୍ନା କୁ ଆସିଛି । ତେବେ ମିଳିଥିବା ସୂଚନା ଅନୁସାରେ ଅମିର ଲିଆକତ ଆଜି ମୃ-ତ୍ୟୁ ଘଟିଛି ।

ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ତାଙ୍କର ମୃ-ତ୍ୟୁ ବେଳର ବୟସ କେବଳ 49 ବର୍ଷ ହୋଇଥିଲା । ତେବେ ବନ୍ଧୁଗଣ ଅମିର ଲିଆକତ ବହୁତ ସମୟ ରେ ଆଙ୍କରିଂ ସହିତ ବହୁତ ମେମ୍ସ ମାନଙ୍କରେ ମଧ୍ୟ କାମ କରିଥିବାର ନଜର ଆସିଥାନ୍ତି । ତେବେ ଏହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତାଙ୍କର ଅନେକ ମେମ ଯେମିତି କି ଆପଣ ମାନ ତାଙ୍କର ଆହା ହା ହା ହା ୱାହ ୱାହ ୱାହ ଭଳି ମେମ୍ ନିଶ୍ଚିତ ଭାବେ ଦେଖିବା ପାଇଁ ପାଇଥିବେ ।

Aamir Liaquat

ଜାହା ଲୋକ ମାନଙ୍କ ମଧ୍ୟରେ ବହୁତ ପପୁଲାର ଅଟେ ତାଙ୍କର ଅକାଳ ବିୟୋଗ ଖବର ବର୍ତମାନ ସମୟ ରେ ସୁଣିବା ପରେ ଏବେ ତାଙ୍କର ପ୍ରଶଂସକ ମାନେ ମୋଟ ବି ବିଶ୍ୱାସ କରି ପାରୁ ନାହାଁନ୍ତି । ତେବେ ସେ ପାକିସ୍ତାନ ର ପିଟିଆଇ ନେତା ଭାବେ ବି ଅମିର ଲିଆକତ ପରିଚିତ ଅଟନ୍ତି । ତେବେ ବନ୍ଧୁଗଣ ମୃ-ତ୍ୟୁ ପୂର୍ବରୁ ସେ ତାଙ୍କର ଖୁଦାଦ କଲୋନୀ ବାସ ଭବନ ରେ ଥିଲେ । ସେହି ଠାରେ ହିଁ ସେ ନିଜକୁ ଅଶୁସ୍ଥ ଅନୁଭବ କରିଥିଲେ । ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଜାଇ ଥିଲା ।

ହେଲେ ହସ୍ପିଟାଲ ରେ ଡାକ୍ତର ପହଁଚିବା ପରେ ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ । ତେବେ ତାଙ୍କୁ ହସ୍ପିଟାଲ ନେବା ସମୟ ରେ ହିଁ ତାଙ୍କର ମୃ-ତ୍ୟୁ ହୋଇ ଜାଇଥିଲା। ହେଲେ ଏହି ଖବର କୁ ନେଇ ବର୍ତମାନ ସମୟ ରେ ଏକ ଚାଞ୍ଚଲ୍ୟ କର ଖବର ମଧ୍ୟ ସାମ୍ନା କୁ ଆସିଛି ଯେଉଁଥିରେ ଲିଆକତଙ୍କ ଘର ର ଜଣେ କର୍ମ ଚାରୀ ଏହି ବିଷୟ ରେ ଅଲଗା କିଛି ରାୟ ରଖିଥିବାର ଦେଖିବା ପାଇଁ ମିଳିଛି ।

Aamir

ତେବେ ସେହି କର୍ମଚାରୀ ଜାଭେଦ୍ ଙ୍କ ସୂଚନା ଅନୁସାରେ ମୃ-ତ୍ୟୁ ଦିନ ମାନେ ଗୁରୁବାର ଦିନ ସକାଳେ ତାଙ୍କର ରୁମ୍ ଲକ୍ ଥିବା ବେଳେ ରୁମ୍ ମଧ୍ୟରୁ ଚିତ୍କାର ସୁଣିବା ପାଇଁ ମିଳିଥିଲା ତେବେ ସେ ରୁମ୍ ର କବାଟ ଖୋଲିବା ପାଇଁ ଚେଷ୍ଟା କରି ଥିବା ବେଳେ ନ ଖୋଲିବାରୁ ରୁମ୍ ର କବାଟ ଭାଙ୍ଗି ଦେଇଥିଲେ । ସେମିତି ରେ ଲିଆକତଙ୍କ ମୃତ୍ୟୁ କୁ ନେଇ ବର୍ତମାନ ସମୟ ରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ତାଙ୍କର ପୋଷ୍ଟ ମୋର୍ଟମ୍ ରିପୋର୍ଟ ଆସିବା ପରେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଘଟଣା ଜଣା ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *