ଦେଖନ୍ତୁ Viral ଭିଡିଓ – ରାଇମୋହନ ସାର ଙ୍କ ସହିତ କିଛି ମୂଲ୍ୟବାନ ମୁହୂର୍ତ୍ତ ….ଏହି ଭିଡିଓ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଝରିଯିବ….

rupa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସେମିତି ରେ ଆପଣ ମାନେ ଜାଣିଥିବେ ଆଜିର ସମୟ ରେ ସମସ୍ତେ ସୋସିଆଲ ମିଡିଆ ଜରିଆରେ ସମସ୍ତେ ସବୁକିଛି ଜାଣିବାକୁ ପାଉଛନ୍ତି । ତେବେ ବନ୍ଧୁଗଣ ସୋସିଆଲ ମିଡିଆ ମାଧ୍ୟମ ରେ ସବୁ ଯୁବପୀଢି ବିଭିନ୍ନ ପ୍ରକାରର ଗୀତ ରେ ରିଲ୍ସ ଲୋକପ୍ରିୟ ହେବା ସହିତ ସୋସିଆଲ ମିଡିଆ ରେ ସେୟାର କରିବା ସହିତ ବହୁତ ଚର୍ଚ୍ଚା ରେ ମଧ୍ୟ ରହିଥାନ୍ତି । ତେବେ ସେହି ପରି ବେଳେ କିଛି ଲୋକ ମାନେ ସୋସିଆଲ ମିଡିଆ କୁ ନିଜର ଆୟ ରେ ପନ୍ଥା ଭାବେ ମଧ୍ୟ ବ୍ୟବହାର କରିଥାନ୍ତି । ଯେଉଁଥିରେ ସେମାନେ ନିଜ ନିଜର ଚେନ୍ନାଲ ମାଧ୍ୟମ ରେ ନିଜର ଭିଡ଼ିଓ ମାନଙ୍କୁ ଆପଲୋର୍ଡ କରିଥାନ୍ତି ।

ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ପରି ଏକ ୟୁଟ୍ୟୁବ ଚେନ୍ନାଲ ବିଷୟ ରେ କଥା ହେବା ପାଇଁ ଯାଉଛୁ । ତେବେ ବନ୍ଧୁଗଣ ଆପଣ ମାନେ ଓଡିଶା ର ଫେମସ ୟୁଟ୍ୟୁବ ଚେନ୍ନାଲ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ବିଷୟ ରେ ଜାଣିଥିବେ । ତେବେ ଏହି ଚେନ୍ନାଲ ଟି ବନ୍ଧୁଗଣ ବହୁତ କମ୍ ଦିନ ରେ ବହୁତ ଲୋକପ୍ରିୟତା ହାସଲ କରିଛି । ଜାହା ବର୍ତମାନ ସମୟ ରେ ଓଡିଶା ରେ ନଂ ୱାନ ଚେନ୍ନାଲ ଭାବେ ପରିଚିତ ଅଟେ ।

Rupa pin2

ତେବେ ବନ୍ଧୁଗଣ ସ୍ୱାମୀ ପିଣ୍ଟୁ ଏବଂ ସ୍ତ୍ରା ରୂପା ର ଭିଡ଼ିଓ କୁ ସମସ୍ତେ ପସନ୍ଦ କରିଥାନ୍ତି । ସେମାନଙ୍କ ଭିଡ଼ିଓ ବହୁତ ଗୁଡିଏ ବିଷୟ ବସ୍ତୁ କୁ ନେଇ ପ୍ରସ୍ତୁତ ହୋଇଥାଏ । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ସୋସିଆଲ ମିଡିଆ ର ଯୁଗ ଚାଲିଥିବା ବେଳେ ଲୋକ ମାନେ ଏହାକୁ ନିଜର ବ୍ୟବହାର ଏବଂ ମନୋରଂଞନ ପାଇଁ ହିଁ ବ୍ୟବହାର କରିଥାନ୍ତି । ହେଲେ ଏମିତି ଲୋକ ମାନେ ରହିଛନ୍ତି ଯେଉଁ ମାନେ କେବଳ ଇୟୁଟ୍ୟୁବ୍ ରୁ ହିଁ ନିଜର ଆୟ କରିବାର ପନ୍ଥା କୁ ହିଁ ବାଛଇ ନେଇଛନ୍ତି । ନିଜର ଆନ୍ତରିକ ଗୁଣ କୁ ସେମାନେ ଲୋକ ମାନଙ୍କ ଆଗକୁ ଆଣିବା ପାଇଁ ଚେଷ୍ଟା କରିଥାନ୍ତି ।

ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଏହି ଦୁଇ ଯୋଡି ରୂପା ଏବଂ ପିଣ୍ଟୁ ଙ୍କୁ ବହୁତ ଆଲବମ୍ ଏବଂ ଗୀତ ରେ ଦେଖିବା ପାଇଁ ପାଇଥିବେ । ସେମିତି ରେ ବନ୍ଧୁଗଣ ଏହି କିଛି ଦିନ ତଳେ ରୂପା ଏବଂ ପିଣ୍ଟୁ ଙ୍କୁ ନେଇ ଏକ ଛୋଟ କାହାଣୀ ଟିଏ ଆସିଥିଲା ଯେଉଁଥିରେ ତାଙ୍କ ସହିତ ରାଇମୋହନ ମଧ୍ୟ ଅଭିନୟ କରୁଥିବାର ଦେଖିବା ପାଇଁ ମିଳିଥିଲେ । ତେବେ ସେହି କାହାଣୀ ଟି ଏମିିତି ହୋଇଥିଲା ଯେଉଁଥିରେ ରାଇମୋହନ ଙ୍କ ପୁଅ ଭାବେ ପିଣ୍ଟୁ ଅଭିନୟ କରୁଥିବାର ଦେଖିବା ପାଇଁ ମିଳିଥିଲେ ।

ରାଇମୋହନ ଜଣେ ଜମିଦାର ଏବଂ ତାଙ୍କର ପୁଅ ଭାବେ ପିଣ୍ଟୁ ଅଭିନୟ କରିଥିଲେ । ରୂପା ଗ୍ରାମ ର ଜଣେ ଗରିବ ଝିଅ ଭାବେ ଅଭିନୟ କରୁଥିବାର ଦେଖିବା ପାଇଁ ମିଳିଥିଲେ । ସେମିତି ରେ ଏବେ ଆଉ ରାଇମୋହନ ଏହି ଦୁନିଆଁ ରେ ନଥିବା ବେଳେ । ରୂପା ଏବଂ ପିଣ୍ଟୁ ସେମାନଙ୍କ ସହିତ ଅଭିନୟ କରିଥିବା ଏହି ଷ୍ଟୋରୀ ର କାର୍ଯ୍ୟ କୁ ମନେ ପକାଉଛନ୍ତି ଏମାନେ ଦୁହେଁ । ଯେଉଁ କାହାଣୀର ଭିଡ଼ିଓ ସୁଟିଂ ସମୟ ର ଭିଡ଼ିଓ ଏବେ ସେମାନେ ସୋସିଆଲ ମିଡିଆ ରେ ପୋଷ୍ଟ କରିଛନ୍ତି ଜାହା ବହୁତ ପରିମାଣ ରେ ଏବେ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *