ଦେଖନ୍ତୁ Viral ଭିଡ଼ିଓ : ଭଗବାନ ଙ୍କ ଅଷ୍ଟପ୍ରହରୀ ରେ ରାସଲୀଳା, ଭିଡ଼ିଓ ନ ଦେଖିଲେ ବିଶ୍ୱାସ କରିବେନି..

kirtan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନେ ଜାଣିଛନ୍ତି ଅଷ୍ଟପ୍ରହରୀ ବିଷୟ ରେ ଗ୍ରାମାଞ୍ଚଳ ମାନଙ୍କରେ ଏହା ବହୁତ ପ୍ରସିଦ୍ଧ ଅଟେ । ବହୁତ ସ୍ଥାନ ମାନଙ୍କରେ ଏହି ଅଷ୍ଟପ୍ରହରୀ ହେଉଥିବାର ଦେଖିବା ପାଇଁ ମିଳେ । ତେବେ ଏହି ଅଷ୍ଟପ୍ରହରୀ ରେ ହରେ କୃଷ୍ଣ ହରେ ରାମ ନାମ ସେହିଠାରେ ସୁଣିବା ପାଇଁ ମିଳିଥାଏ ।

ତେବେ ଏହି ଅଷ୍ଟପ୍ରହରୀ ହେଉଛି ଆମର ସଂସ୍କୃତି ଏବଂ ଆମର ପରମ୍ପରା ଅଟେ । ଏହି ଶବ୍ଦ ଆମ ମାନଙ୍କ ମନରେ ଭକ୍ତି ଏବଂ ମଧୁରତା ଭରି ଦେଇଥାଏ । ହେଲେ ଆଜିର ଦିନ ରେ ଏହି ଅଷ୍ଟପ୍ରହରୀ ଲୋକ ମାନଙ୍କ ପାଇଁ ଏହା ମନୋରଂଞନ ର ମାଧ୍ୟମ ହୋଇଗଲାଣି । ସେହିଥି ପାଇଁ ତ ଆଜିର ଦିନ ରେ ଅଷ୍ଟପ୍ରହରୀ ହେଉଛି ହେଲେ ଯାହାର ପରିଭାଷା ବଦଳି ଯାଇଛି। ଯାହାକୁ ଦେଖିଲେ ଆପଣଙ୍କର ହୋସ୍ ଉଡ଼ିଯିବ।

kirtan

ସେହିଥି ପାଇଁ ବର୍ତମାନ ସମୟ ରେ ଅଷ୍ଟପ୍ରହରୀ ର ଏମିତି ଦୃଶ୍ୟ ସାମ୍ନା କୁ ଆସିଛି ଯିଏ ଦେଖିଛୁ ସିଏ ଆଶ୍ଚର୍ଯ୍ୟ ହୋଇଜାଉଛି । ଏମିତି ଜଣା ପଡୁଛି କି ଏହି ଅଷ୍ଟପ୍ରହରୀ ରେ ରହିଛି ବର୍ତମାନ ଟୁଇଷ୍ଟ ଏବଂ ଆଧୁନିକତା ର ସ୍ପର୍ଶ ରହିଛି । ଏମାନେ ଏହି ଅଷ୍ଟପ୍ରହରୀ ରେ ଗୀତ ର ପରିବେଶଣ କରୁଛନ୍ତି ହେଲେ କିଛି ନୂଆ ଷ୍ଟାଇଲ ରେ ତେବେ ଆମେ ପୁରାତନ କାଳରୁ ଅଷ୍ଟପ୍ରହରୀ ଦେଖିବା ପାଇଁ ପାଆନ୍ତି ଜାହା ଆମ ମାନଙ୍କ ମନରେ ଏକ ଅଶ୍ୱରିକ ମାହଲ ସୃଷ୍ଟି କରିବା ସହିତ ମନକୁ ଶାନ୍ତି ଦେଇଥାଏ ।

ହେଲେ ଆଜିର ସମୟ ରେ ଯେଉଁ ପରି ଭାବେ ଅଷ୍ଟପ୍ରହରୀ ସବୁ ହେଉଛି ତାହା ମର୍ଡନ ଯୁଗରେ ହିଁ ହୋଇ ପାରେ ତେବେ ବନ୍ଧୁଗଣ ଏହି ଅଷ୍ଟପ୍ରହରୀ ଆପଣ ମାନେ ଦେଖିଲେ ନିଶ୍ଚିତ କହିବେ କି ଏବେ ଅଷ୍ଟପ୍ରହରୀ ରେ ଠାକୁର ଙ୍କ ଡାକିବାର ତରିକା ମଧ୍ୟ ଆଧୁନିକ ହୋଇଗଲାଣି । ସେହିଥି ପାଇଁ ଏବେ ଏକ ଅଷ୍ଟପ୍ରହରୀ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯେଉଁଥିରେ ଆଧୁନିକତା ର ସ୍ପର୍ଶ ମିଳୁଥିବାର ଦେଖିବା ପାଇଁ ମିଳୁଛି ।

ଜାହା ଏଥି ପାଇଁ ସେମାନେ କରୁଛନ୍ତି କାରଣ ଆଜିର ସମାଜରେ ଲୋକ ମାନେ ଏମିତି ବି ହେଲେଣି ଯେଉଁ ମାନେ ଆଧୁନିକତା କୁ ଅଧିକ ପସନ୍ଦ କରୁଛନ୍ତି । ସେହିଥି ପାଇଁ ଆପଣ ମାନେ ଦେଖୁଥିବେ ଅଷ୍ଟପ୍ରହରୀ କୁ ଆପଣ ମାନେ ଡିଜିଟାଲ ଅଷ୍ଟପ୍ରହରୀ ଭାବେ ମଧ୍ୟ କହି ପାରିବେ।

ଏଠାରେ ଅଷ୍ଟପ୍ରହରୀ ର ଗୀତ କୁ ଆଧୁନିକ ଶୈଳି ରେ ଗାଉଥିବା ବେଳେ ଲୋକ ମାନଙ୍କୁ ଯେମିତି ପସନ୍ଦ ଆସିବ ସେମିତି ଭାବେ ମହିଳା ମାନେ ମଧ୍ୟ ଏଠାରେ ନାଚୁଥିବାର ଦେଖିବା ପାଇଁ ମିଳୁଛନ୍ତି। ତେବେ ଆପଣ ମାନଙ୍କୁ ଅଷ୍ଟପ୍ରହରୀ ର ଭିଡ଼ିଓ କେମିତି ଲାଗୁଛି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *