ଦେଖନ୍ତୁ ଭିଡ଼ିଓ । ହଠାତ ରୋଷେଇ ଘରୁ ବାହାରିଲା ଭୟଙ୍କର ବିଷଧର ୩ଟି ନାଗ ସାପ, ପୁରା ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ….

snake

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । ବହୁତ ସମୟ ରେ ଆମେ ମାନେ ସର୍ପ ବା ସାପ ଦେଖିବା ମାତ୍ରେ ବହୁତ ମାତ୍ରା ରେ ଡରିଜାଇ ଥାନ୍ତି । ତେବେ କେବେ କେବେ ଆମେ ମାନେ ଗାଁ ଗହଳୀ ମାନଙ୍କରେ ବଡ ବଡ ସାପ ମାନଙ୍କୁ ଦେଖିବା ମାତ୍ରେ ସେଠାକୁ ସ୍ନେକ୍ ରେସ୍କ୍ୟୁ ଟିମ୍ ଆସି ସେହି ସାପ ଧରିବା ପାଇଁ ଚେଷ୍ଟା କରନ୍ତି । ଖାସ କରି ଆପଣ ମାନେ ସାପ କୁ ସେହି ସ୍ଥାନ ରେ ଦେଖିବା ପାଆନ୍ତି ଯେଉଁ ସ୍ଥାନ ମାନଙ୍କରେ ବଣ ଜଙ୍ଗଲ ବା ଘର ମଧ୍ୟରେ ଆପଣ ମାନେ ଅଳିଆ କରି ରଖିଥିଲେ ଆପଣ ମାନେ ନିଶ୍ଚିତ ଭାବେ ଏହି ସାପ ମନଙ୍କୁ ସେଠାରେ ଦେଖିବା ପାଇଁ ପାଇବେ ।

ସେହି ପରି ବେଳେ ବର୍ତମାନ ସମୟ ରେ ଏହି ପରି ଏକ ଘଟଣା ଦେଖିବା ପାଇଁ ମିଳିଛି ଯେଉଁଠାରେ ଏକ ସାପ ଧରାଳି ଗୋଟିଏ ନୁହେଁ ବରଂ ତିନୋଟି ସାପ କୁ ଏକା ଥରେ ଉଦ୍ଧାର କରିଛି । ଜାହାର ଉଦ୍ଧାର ର ଭିଡ଼ଓ ବର୍ତମାନ ସମୟ ରେ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ଏହି ଘଟଣା ଟି ବନ୍ଧୁଗଣ ଭଦ୍ରକ ଜିଲ୍ଲାର କେନ୍ଦୁଆ ପଡା ଗ୍ରାମ ରେ ଏକ ଘର ମଧ୍ୟରେ ଏକା ଥରେ ତିନୋଟି ସାପ ପସି ଜାଇଥିଲେ ।

Cobra

ସେହି ଘରର ଲୋକ ମାନେ ସେହି ସାପ ତିନୋଟି କୁ ନେଇ ବହୁତ ଭୟବିତ ହୋଇଜାଇ ଥିବା ବେଳେ ସେହି ଗ୍ରାମର ଏକ କୈଶଳ ପୂର୍ଣ୍ଣ ସହିତ ଟ୍ରେନିଂ ନେଇ ଥିବା ଏକ ସାପ ଧରାଳି ଆସି କରି ସେହି ତିନୋଟି ସାପ କୁ ନିଜର କୈଶଳ ମୟ ସହିତ ଧରିବାରେ ସଫଳ ହୋଇଥିଲା । ତେବେ ଏହି ସାପ କୁ ଦେଖିବା ପରେ ପରେ ଲୋକ ମାନେ ବହୁତ ପରିମାଣ ଭୟବିତ ହୋଇଜାଇ ଥିଲେ। ହେଲେ ଧରାଳି ଙ୍କ ଦ୍ୱାରା ଧରିବା ପରେ ଏହି ତିନୋଟି ସାପ କୁ ଦେଖିବା ପାଇଁ ବହୁତ ଲୋକ ମାନଙ୍କ ଭିଡ ଜମା ହୋଇଜାଇଥିଲା ।

ତେବେ ଧ୍ୟନ ରଖନ୍ତୁ ବନ୍ଧୁଗଣ ଆପଣ ମାନେ କେବେ ବି ଏମିତି ବିଶଧର ସାପ କୁ ଘରେ ପସିଥିଲେ କେବେ ବି ଧରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଏହି କଥାର ସବୁ ବେଳେ ମନେ ରଖନ୍ତୁ କି ଆପଣ ମାନଙ୍କ ଘରେ ଯଦି କେବେ ବି ସାପ ପସିଛି ତେବେ ଆପଣ ମାନେ ନିଜେ କୈଣସି ଧରିବାର ଚେଷ୍ଟା ନକରି ଆପଣ ମାନେ ତୁରନ୍ତ ଜାଇ ସ୍ନେକ ରେଷ୍କ୍ୟୁ ଟିମ କୁ ଖବର କରନ୍ତୁ ।

ଜାହା ଫଳ ରେ ସେମାନେ ଆଜି ସେହି ସାପ କୁ ସୁରକ୍ଷିତ ଭାବେ ଧରି ନେଇ ଯିବେ । ଏବଂ ଆପଣ ମାନଙ୍କୁ କିଛି ବି କଷ୍ଟ କରିବାକୁ ପଡିବ ନାହିଁ । ହଁ କେବେ ବି ସାପ ଦେଖିଲେ ଆପଣ ମାନେ ମାରିବା ପାଇଁ ପ୍ରୟାସ କରନ୍ତୁ ନାହିଁ ଏମିତି କରିଲେ ସେ ଆପଣ ମାନଙ୍କୁ କାମୁଡିବାର ସମ୍ଭାବନା ଅଧିକ ରହିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *