Vidyasri ଖୁଲମ ଖୁଲା କହିଲେ ନିଜ ନୂଆ ପରିବାର ବିଷୟରେ,କହିଲେ ଆଉ ଥରେ ହେବେ ବାହ… !

Vidyasri

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବର୍ତମାନ ସମୟ ରେ ବହୁତ ବଡ ଖବର ସାମ୍ନା କୁ ଆସିଛି । ଜାହା ଉପରେ ଆମେ ଏଠାରେ ନଜର ପକେଇବା । ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ । ସେମିତି ରେ ସେ ଅନେକ ସମୟ ରେ ସୋସିଆଲ ମଡିଆ ରେ ଭାଇରଲ ହେଉଥିବାର ଦେଖିବା ପାଇଁ ମିଳନ୍ତି । ସେହି ପରି କ୍ଷେତ୍ର ରେ ବର୍ତମାନ ସମୟ ରେ ବିଦ୍ୟାଶ୍ରୀ ଙ୍କୁ ନେଇ ଏକ ବଡ ଖବର ସାମ୍ନା କୁ ଆସିଛି । ଏହି ଦିନ ରେ ସେ ନ୍ୟୁଜ୍ ମାଧ୍ୟମ ରେ ଏକ ବିଶେଷ ଖବର ସେୟାର କରିଛନ୍ତି । ଆସନ୍ତୁ ଆପଣ ମାନଙ୍କୁ ବିଦ୍ୟାଶ୍ରୀ ଙ୍କ ସେହି ସତ୍ୟତା ବିଷୟ ରେ ଜଣେଇବୁ ।

ତେବେ ଏହି ଦିନ ରେ ଏକ ଭିଡ଼ିଓ ରେ କହିଛନ୍ତି ଯେ ଆଶ୍ରମ ରେ ସବୁ ମଉସା ମାଉସୀ ମାନେ ତାଙ୍କର ଶାଶୁ ସଶୁର । ତାଙ୍କର ନୂଆ ପରିବାର ଭଳିଆ ତାଙ୍କର ଆଶ୍ରମ ର ଲୋକ ମାନେ ମଧ୍ୟ ତାଙ୍କର ପରିବାର ଭଳିଆ । ମୁଁ ଆଜି ପ୍ରଥମ ଥର ନୁହେଁ ବରଂ ମୁଁ ବହୁତ ସମୟ ରେ ଏମିତି ଆଶ୍ରମ କୁ ଆସିଥାଏ ବୋଲି ସେ ଏଠାରେ କହିଛନ୍ତି । ହେଲେ ଏହାର ସେତେ ଭିଡିଓ ଏବଂ ଫୋଟ କୁ ସେୟାର କରି ପାରେ ନାହିଁ ।

Vidyasri

ଆଜି ଏହିଥି ପାଇଁ ମୁଁ ପିପୁଲ ଫର ସେବା କୁ ଗଲି କାରଣ ମୁଁ ବାହା ହୋଇ ମୋ ଶାଶୁ ଘର କଣ ଜାଣି ନାହିଁ । ତେବେ ଆଦିତ୍ୟ କୁ ମୁଁ ଯେତେ ବେଳେ ଶାଶୁ ଶଶୁର ରୂପେ ପାଇ ଥିଲି । ମୁଁ ତାଙ୍କର ଘର , ଧନ , ସଂମ୍ପତୀ , ବେଗ୍ରାଉଣ୍ଡ ମୁଁ ସେହି ବିଷୟ ରେ କେବେ ବି ଜାଣି ନାହିଁ କି ଜାଣିବା ପାଇଁ ଚେଷ୍ଟା କରି ନାହିଁ । ମୁଁ ଜାଣି ଥିଲି ମୋ ସ୍ୱାମୀ ଜଣେ ମହାନ ସମାଜ ସେବି ବହୁତ ଲୋକ ମାନଙ୍କ ପାଖେ ପହଁଚୁଛନ୍ତି ଏବଂ ଜଣେ ସମାଜ ସେବି ହିସାବ ରେ ମୁଁ ଗର୍ବ କରୁଛି ।

ସେହିଥି ପାଇଁ ମୁଁ ତାଙ୍କୁ ବାହା ହୋଇଥିଲି ଏବଂ ବାହା ହୋଇ ସେହି ଆଶ୍ରମ ରୁ କିଛି ଦିନ ଯାଏ ଘର ଭଡା ନେଇ ଥିଲୁ ସେ ମତେ ଆଶ୍ରମ କୁ ହିଁ ବନ୍ଦେଇ କରି ନେଇ ଥିଲେ । ମୋ ଶାସୁ ଘର କହିଲେ ଆଶ୍ରମ କୁ ବୁଝେ ତେଣୁ କରି ଆଜିର ଦିନ ରେ ମୁଁ ସେଠାକୁ ନଜାଇ ଥାନ୍ତି କେମିତି ତେବେ ଆଜିର ଦିନ ରେ ବହୁତ ଇଚ୍ଚା ହେଲା କି ମୁଁ ସେହିଠି ହିଁ ଯିବି ସବୁ ମାଉସୀ ମାନେ ମୋ ଶାଶୁ ସମସ୍ତ ଙ୍କୁ ଭେଟି ଆସିବି ବାପା ମାଆ ଙ୍କୁ ଭେଟି କି ଆସିବି ।

ଜାହା ହେଲେ ଗୋଟିଏ ନୂଆ ପରିବାର ପାଇଛି ସେହି ନୂଆ ପରିବାର କେବଳ ମୋ ଶାଶୁ ଶଶୁର ବାପା ମାଆ ଏମାନେ ନୁହଁନ୍ତି । ବରଂ ନୁଆ ପରିବାର କହିଲେ ଆଶ୍ରମ ବି ମୋର ଗୋଟିଏ ନୂଆ ପରିବାର ଭଳିଆ ସେହିଥି ପାଇଁ ମୁଁ ସେମାନଙ୍କ ସହିତ ଜାଇ କରି ଖାଇବା ପିଇବା କେକ୍ କୋଟିଂ ସବୁ କିଛି ସେଲିବ୍ରେଟ କରିକି ଆସିଲି ।

ଏବଂ ଏବେ ବହୁତ ଲୋକ ମାନେ ରହିଛନ୍ତି ଯେଉଁ ମାନେ ଆଦିତ୍ୟ ଯିବା ପରେ ସେମାନେ ଆଶ୍ରମ କୁ ଆସୁ ନାହାଁନ୍ତି । ଆଶ୍ରମ ବାସୀ ଅପେକ୍ଷା କରି ରହିଛନ୍ତି ବିଦ୍ୟାଶ୍ରୀ ସେମାନଙ୍କୁ ନିମନ୍ତ୍ରଣ କରି ଥିବାର ଦେଖିବା ପାଇଁ ମିଳିଥିଲେ ଜାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *