Weather Alert: ଦୁଇ ଦିନ ପ୍ରବଳ ଛେଚିବ, ସତର୍କ ରୁହନ୍ତୁ ଏହି 12 ଜିଲ୍ଲା…

rain 2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସେମିତି ରେ ବନ୍ଧୁଗଣ ବର୍ତମାନ ସମୟ ରେ ଗରମ ଗୁଳୁଗୁଳି ରୁ ନିସ୍ତାର ଆଣିବ ପ୍ରାକ୍ ମୈଶୁମୀ ବର୍ଷା ଦୁଇ ଦିନ ଯାଏ ବର୍ଷା ଘଡଘଡି ନେଇ SRC ଙ୍କ ସତର୍କ ସୂଚନା ଆଜି ପାଇଁ ରାଜ୍ୟର 12 ଜିଲ୍ଲା କୁ ୟୋୱ ଲାର୍ଣ୍ଣିଂ ଜାରି ସେହି ପରି ପାଣିପାଗ ବିଭାଗ ର ସୂଚନା ଅନୁସାରେ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହେବ ।

ୟୋଲ ୱୀର୍ଣ୍ଣିଂ ଥିବା ଜିଲ୍ଲା ଗୁଡିକ ରେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଗରମ ଗୁଳୁଗୁଳି ରୁ ନିସ୍ତାର ଆଣିବ ପ୍ରାକ୍ ମୈଶୁମୀ ବର୍ଷା ରାଜ୍ୟ ରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଘଡଘଡି ସହିତ ବର୍ଷା ନେଇ SRC ଙ୍କ ପକ୍ଷ ସତର୍କ ସୂଚନା ଜାରି କରାଜାଇଛି ।

rains

ଆଜି ରାଜ୍ୟର 12 ଟି ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକ ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞୀ ,ମାଲକାନଗିରି, କୋରାପୁଟ, ନବରଙ୍ଗ ପୁର, କଳା ହାଣ୍ଡି, ଏବଂ ରାୟଗଡା ଏହି ସବୁ ଜିଲ୍ଲା ମାନଙ୍କରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷାର ସମ୍ଭାବନା ରହିଛି ।

ଏହି ୟୋଲ ୱାର୍ଣ୍ଣିଂ ଥିବା ଜିଲ୍ଲା ଗୁଡିକ ରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସୂଚନା ଦିଆଜାଇଛି । ଉପକୂଳ ଓଡିଶାରେ ଯଦିବା ପାଗରେ ପରିବର୍ତନ ହୋଇଛି । ହେଲେ ବର୍ତମାନ ସମୟ ରେ ବି ସ୍ଥିତି ସଂଙ୍ଗିନ ରହିଛି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ରେ ଘରୁ ବାହାରି ହେଉ ନାହିଁ ।

ସେହି ପରି ମୈଶୁମୀ କେବେ ଆସିବ ତାହାବି ଅନିଶ୍ଚିତତା ମଧ୍ୟରେ ରହିଛି । ଏବେ ଦୁଇ ଦିନିଆ ବର୍ଷା କିଛିଟା ଆଶ୍ୱସ୍ତି ଆଣିପାରେ । ତେବେ ପଶ୍ଚିମ ଓଡିଶା କୁ ସେମିତି କିଛି ଫରକ ଆଣିବ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *