ଆଖି ବୁଜି ବୁଜି କ୍ଷୀର ପିଉଥିଲା ଟୁଙ୍ଗୁରୁ ଧରିଦେଲା ବର୍ଷା

Tunguru 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସେମିତି ରେ ଆପଣ ମାନେ ଜାଣନ୍ତି କି ଟୁଙ୍ଗୁରୁ ଭୋଳ ଏବେ ସାରା ଓଡିଶା ର ଚର୍ଚ୍ଚିତ ଚେହେରା ଅଟେ । ତେବେ ଗାଁ ହେଉ କିମ୍ବା ସହର ଏବେ ସବୁ ଆଡେ କେବଳ ଟୁଙ୍ଗୁରୁ ଭୋଳ ଙ୍କୁ ନେଇ ଚର୍ଚ୍ଚା ଜୋର ସୋର ଧରିଛି । ତେବେ ଏପଟେ ଧିରେ ଧିରେ ଗୁମର ଖୋଲୁଛି ଟୁଙ୍ଗୁରୁ ଭୋଳର ଟଙ୍କା ଲୋଭ ରେ ଖସିଜାଇଛି ତଳକୁ ।

Tunguru

ଜଣେ ମହିଳା ଙ୍କ ସମ୍ମାନ ହାନୀ କରିବାକୁ ପଛେଇଲା ନାହିଁ ଏହି ଯୁବକ ଜଣଙ୍କ ଭାବିଲା ମୁଁ ହିରୋ ହୋଇ ବର୍ଷା ଙ୍କୁ ବନେଇ ଦେବି ଜିରୋ କିନ୍ତୁ ଗୋପନ ରେ କରୁଥିଲା ବର୍ଷା ଙ୍କ ସହିତ ପ୍ରେମ ଲୋକଙ୍କୁ ବନାଉଥିଲା ସେ ବୋକା କରୁଥିଲା ସବୁ କାମ ହେଲେ ଭାଉଜ କହି ଏଡାଇ ଦେଉଥିଲା ସବୁ ସଂ-ମ୍ପର୍କ କୁ ଖରାପ କରୁଥିଲା ଭାଉଜ ଙ୍କୁ ହେଲେ ନିଜେ ଥିଲା ମୂଖ୍ୟ ଆସାମୀ କ୍ୟାମେରା ଆଗରେ ଗୋଟେ କଥା ଏବଂ କ୍ୟାମେରା ପଛରେ ଆଉ ଗୋଟେ କଥା କହୁଥିଲା ।

ଏପଟେ ଲୋକ ମାନଙ୍କୁ କହୁଥିଲା ବର୍ଷା ମୋ ଠାରୁ ବହୁତ ବଡ ତା ପୁଅ ମୋ ଠାରୁ ଦୁଇ ବର୍ଷର ସାନ ମୁଁ ତାକୁ ଭଲ ପାଇବି କେମିତି । ଏହି ସବୁ କଥା କହୁଥିବା ବେଳେ ଏବେ ସବୁ ସତ ସାମ୍ନା କୁ ଆସିଛି । ଜାହାକୁ ଆଣିଛନ୍ତି ନିଜେ ବର୍ଷା । ତେବେ ଏହି ସତତ୍ୟା କୁ ନେଇ ଏବେ ସୋସିଆଲ ମିଡିଆ ରେ ପୁଣି ଥରେ ଚର୍ଚ୍ଚା ହେଉଥିବା ବେଳେ ଟୁଙ୍ଗୁରୁ ବର୍ଷା ଙ୍କୁ ଫୋନ କରି ତାଙ୍କର ଭଲ ମନ୍ଦ ପଚାରିବା ସହିତ ଗୋଟିଏ ସ୍ୱାମୀ ପରି ବ୍ୟବହାର କରୁଥିବାର ନଜର ଆସିଛନ୍ତି ।

barsha

ଯେଉଁଠି ଟୁଙ୍ଗୁରୁ ଭାବୁଛି ଯେ ତାର ଏହି ହରକତ କେହି ବି ଜାଣି ପାରୁ ନାହାଁନ୍ତି । ହେଲେ ସେ ଜାଣି ନାହିଁ ତାର ସବୁ ମିଛ କୁ ଏବେ ସମସ୍ତେ ଜାଣି ସାରିଛନ୍ତି । ଗୋଟିଏ ପଟେ ଟୁଙ୍ଗୁର ଏବେ ଷ୍ଟାର ପାଲଟି ଥିବା ବେଳେ ଅନ୍ୟ ପଟେ ଟୁଙ୍ଗୁରୁ ର ସତ୍ୟତା କୁ ବାହାର କରିଛନ୍ତି ନିଜେ ବର୍ଷା ତେବେ ଏହାକୁ ନେଇ ଆଗାମୀ ସମୟ ରେ ଟୁଙ୍ଗୁରୁ ନିଜର ପ୍ରତିକ୍ରିୟା କଣ ରଖିବେ ତାହାହିଁ କେବଳ ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *