ଆଜିର ସୁନା ରେଟ । ବାପରେ ଏତେ ଶସ୍ତା ହୋଇଗଲା ଆଜି ରେଟ । ନିଶ୍ଚୟ ଜାଣନ୍ତୁ

gold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିବି ଆପଣ ମାନଙ୍କ ପାଇଁ ଖୁସୀ ଖବର କାହିଁକି ନା ଉଭୟ ସୁନା ଏବଂ ରୂପା ଦର ରେ ବହୁତ ପରିମାଣ ରେ ସସ୍ତା ଦେଖିବା ପାଇଁ ମିଳିଛି , ତେବେ ଆମ ରାଜଧାନୀ ଭୁବନେଶ୍ୱର ରେ 22 କେରେଟ୍ ଏବଂ 24 କେରେଟ୍ ସୁନା ଉପରେ କେତେ ଟଙ୍କା ରହିଛି ସସ୍ତା ଜାହା ଆପଣ ମାନଙ୍କୁ ନିଶ୍ଚିତ ଭାବେ ଜାଣି ରଖିବା ଉଚିତ୍ , କାରଣ ଆପଣ ମାନେ କିଣିବା ପାଇଁ ଗଲେ ସେତେ ଟଙ୍କା ଦେଇ କିଣି ପାରିବେ , ତେବେ ଆମେ ମାନେ ସଂମ୍ପର୍ଣ୍ଣ ଆପଡେଟ୍ ନେବା ବାସ୍ ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଆଜି ଭାରତୀୟ ବଜାରରେ 22 କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି  47,750 ଟଙ୍କା ଥିବା ବେଳେ 24 କ୍ୟାରେଟ ସୁନା ମୂଲ୍ୟ କିନ୍ତୁ ଦଶ ଗ୍ରାମ ପ୍ରତି 52,165 ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ 22 କ୍ୟାରେଟ ଓ 24 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 47,650 ଟଙ୍କା ଓ 51,980 ଟଙ୍କା ଛୁଇଁଛି।

gold

ତେବେ ଏହା ସହିତ ବିଷେଶଜ୍ଞ୍ୟ ମାନେ ସୂଚନା ଦେଇଛନ୍ତି ଆନ୍ତର୍ଜାତୀୟ ବଜାର ରେ ସୁନା ଦର ଆଉନ୍ସ ପିଛା 14 ଶହ ଡଲାର ତଳକୁ ଖସିଛି , ଆଉ ସ୍ପର୍ଟ ବଜାର ରେ ଆଉନ୍ସ ପିଛା 1340 ଡଲାର ରେ ଆସି ଲାଗିଛି , ତେବେ ଆପଣ ମାନେ ଯଦି ଏହି ସମୟ ରେ ସୁନା କିଣିବା ପାଇଁ ଚାହାଁନ୍ତି ତେବେ ନିଶ୍ଚିତ ଭାବେ କିଣି ପାରିବେ ,

ମୁମ୍ବାଇରେ 22 କ୍ୟାରେଟ ଓ 24 କ୍ୟାରେଟ ମୂଲ୍ୟ 47,350 ଟଙ୍କା ଓ 51, 850 ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ 47,700 ଟଙ୍କା ଓ 52, 100 ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ 22 କ୍ୟାରେଟ ମୂଲ୍ୟ 47,400 ଟଙ୍କା ଥିବା ବେଳେ 24 କ୍ୟାରେଟ ମୂଲ୍ୟ 51,700 ଟଙ୍କା ଥିବା ରେକର୍ଡ ହୋଇଛି । 

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *