ଏହା ହେଉଛି ମୃ-ତ୍ୟୁ ପଛର ମୁଖ୍ୟ କାରଣ । ସାମ୍ମାନାକୁ ଆସିଲା ପ୍ରକୃତ ସତ

Raimohan

ଅଭିନେତା ରାଇମୋହନ ପରିଡ଼ାଙ୍କ ଆ-ତ୍ମହ-ତ୍ୟା ଘଟଣାକୁ ନେଇ ସାରା ଓଲିଉଡ଼ ଏବେ ସ୍ତବ୍ଧ ହୋଇଯାଇଛି । ତାଙ୍କର ଆ-ତ୍ମହ-ତ୍ୟାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଗତ କାଲି ସକାଳ ଭୁବନେଶ୍ୱର ପଳାଶୁଣି ପ୍ରାଚୀବିହାର ସ୍ଥିତ ତାଙ୍କ ବାସଭବନରେ ଜମିଥିଲା ଭିଡ଼ । କାରଣ ନିଆଁ ଭଳି ମାଡ଼ି ଯାଇଥିଲା ରାଇମୋହନ ପରିଡ଼ାଙ୍କ ଆ-ତ୍ମହ-ତ୍ୟା ଖବର ।

ଶୁକ୍ରବାର ମଧ୍ୟାହ୍ନରେ ରାଇମୋହନ ନିଜ ଘରେ ରଶି ଲଗାଇ ଆ-ତ୍ମ-ହ-ତ୍ୟା କରିଥିଲେ । ଏହାପରେ ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ପରିବାର ଲୋକଙ୍କୁ ବୁଝାଇବା ପରେ ସେମାନେ ରାଇମୋହନଙ୍କ ଚକ୍ଷୁଦାନ କରିଛନ୍ତି ।

Rai mohan

ବନ୍ଧୁଗଣ ଏହାରି ମଧ୍ୟର ରାଇମୋହନଙ୍କ ଆତ୍ମହତ୍ୟା ପଛରେ ୩ଟି କାରଣ ଥିବାର ସାମ୍ନାକୁ ଆସିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ କାରଣ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରି-ପୋ-ର୍ଟସ ଅନୁସାରେ ରାଇମୋହନ ଜୀବନ ହାରିବା ପଛରେ ତିନୋଟି ପ୍ରମୁଖ କାରଣ ରହିଛି ।

ତେବେ ବନ୍ଧୁଗଣ ପ୍ରଥମ କାରଣ ହେଉଛି ପାରିବାରିକ ଅଶାନ୍ତି । ରାଇମୋହନଙ୍କ ଦୁଇ ଝିଅ, ବଡ ଝିଅ ନିଜ ଇଛାରେ ବିବାହ କରିଥିଲେ ଏଥିପାଇଁ ପରିବାରରେ ଲାଗିରହିଥିଲା ବିବାଦ । ଆ-ତ୍ମ-ହ-ତ୍ୟା କରିବାର ଦ୍ଵିତୀୟ କାରଣ ହେଉଛି ସମ୍ପତ୍ତି ଭାଗବଣ୍ଟା । ରାଇମୋହନ ବଡ ଝିଅକୁ ଅଧିକ ଭଲ ପାଉଥିଲେ । ଆଉ ଆର୍ଥିକ ଭାବେ ବଡ ଝିଅକୁ ସାହାର୍ଯ୍ୟ କରିବାକୁ ମନସ୍ଥ କରିଥିଲେ ।

Rai mohan 1

ବୋଧେ ତାଙ୍କର ଏହି ଇଛା ପୂରଣ ହୋଇପାରୁ ନଥିଲା । ବନ୍ଧୁଗଣ ଆ-ତ୍ମ-ହ-ତ୍ୟା କରିବାର ତୃତୀୟ କାରଣ ହେଉଛି ଆର୍ଥିକ ସଙ୍କଟ । ଯାତ୍ରା ଓ ଫିଲ୍ମରୁ ବହୁତ ରୋଜଗାର କରୁଥିଲେ ରାଇମୋହନ । ଗତ ୨ ବର୍ଷ ହେଲା କରୋନା ପାଇଁ ଆର୍ଥିକ ସ୍ଥିତି ବିଗିଡି ଥାଇପାରେ । ବନ୍ଧୁଗଣ ରାଇମୋହନଙ୍କ ଆ-ତ୍ମ-ହ-ତ୍ୟା ପଛରେ ଏହି ସବୁ ସମ୍ଭାବ୍ୟ କାରଣ ରହିପାରେ ବୋଲି ଆକଳନ କରାଯାଉଛି ।

ତେବେ ପ୍ରକୃତ କାରଣ କଣ ଏବେ ଯାଏ ସ୍ପଷ୍ଟ ହୋଇପାରିନଥିବା ବେଳେ ଓଡିଶା ସିନେମା ଜଗତ ତଥା କୋଟି କୋଟି ଓଡିଆ ଦର୍ଶକଙ୍କ ପାଇଁ ରାଇ ମୋହନ ଙ୍କ ମୃ-ତ୍ୟୁ ନିଶ୍ଚିନ୍ତ ରୁପେ ଏକ ଦୁଃଖର ବିଷୟ । ରାଇମୋହନଙ୍କ ଅମର ଆତ୍ମାର ସଦଗତି କାମନା କରି ଗୋଚଟିଏ ଲାଇକ କରିବା ସହ ସେୟାର ମଧ୍ୟ କରି ଦିଅନ୍ତୁ ।

ରାଇମହୋନଙ୍କ ଅଭିନୟ ଭଲ ଲାଗୁଥିଲେ ଗୋଟିଏ ଲାଇକ ଓ ସେୟାର ନିଶ୍ଚୟ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *