ସାରା ଓଡିଶା ଦେଖିବ ଟୁଙ୍ଗୁରୁ ଭୋଳ ଆଉ ବର୍ଷା ବାହାଘର ।

Tunguru

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସେମିତି ରେ ଆପଣ ମାନେ ଜାଣନ୍ତି କି ଟୁଙ୍ଗୁରୁ ଭୋଳ ଏବେ ସାରା ଓଡିଶା ର ଚର୍ଚ୍ଚିତ ଚେହେରା ଅଟେ । ତେବେ ଗାଁ ହେଉ କିମ୍ବା ସହର ଏବେ ସବୁ ଆଡେ କେବଳ ଟୁଙ୍ଗୁରୁ ଭୋଳ ଙ୍କୁ ନେଇ ଚର୍ଚ୍ଚା ଜୋର ସୋର ଧରିଛି । ତେବେ ବନ୍ଧୁଗଣ କିଛି ଦିନ ତଳେ ବହୁତ ଟ୍ରେଣ୍ଡ ରେ ରହିଥିବା ଟୁଙ୍ଗୁରୁ ଭୋଳ ଙ୍କ ଖବର କୌଣସି ଗଣମାଧ୍ୟମ ମୋଟେ ବି ହାତ ଛଡା କରିବାକୁ ଚାହୁଁନାହାଁନ୍ତି । ଏବେ ସବୁ ସମୟ ରେ ଟୁଙ୍ଗୁରୁ ଭୋଳ ଙ୍କ ଖବର ଟିକେ ପାଇବା ପାଇଁ ଦର୍ଶକ ମାନେ ଚାହିଁ ରହୁଛନ୍ତି । ଜାହାର ବିଷୟ ରେ ଏବେ ସୋସିଆଲ ମିଡିଆ ରେ ଦେଖିବା ପାଇଁ ମିଳୁଛି ।

ତେବେ ବର୍ତମାନ ସମୟ ରେ ଏକ ଅଟୋ ଡ୍ରାଇଭର ରୁ ସେଲିବ୍ରେଟି ବନିବାକୁ ଯାଉଥିବା ବେଳେ ବର୍ଷାଙ୍କ ସହ ଘଟିଥିବା ପ୍ରେମ କାହାଣୀରୁ ସାଧାରଣ ଲୋକେ ଟୁଙ୍ଗୁରୁଙ୍କୁ ଜାଣିଥିଲେ କିନ୍ତୁ ଏବେ ଟୁଙ୍ଗୁରୁଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିବାକୁ ଯାଉଛି । କାରଣ ଗୋଟିଏ ପଟେ ମିଥ୍ୟା କହି ନିଜେ ସେଲିବ୍ରେଟି ବନୁଥିବା ବେଳେ ଅନ୍ୟ ପଟେ ସେ ବର୍ଷା ଭାଉଜ ଙ୍କ ଜିବନ କୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଛି ।

barsha

ସେହିଥି ପାଇଁ ଗତ କାଲି ପୁଣି ଏକ ଭିଡ଼ିଓ ଭାଇରଲ ହୋଇଥିବାର ଦେଖିବା ପାଇଁ ମିିଳିଛି । ଯେଉଁଥିରେ ଏକ କଲ ରେକର୍ଡିଂ ରହିଛି । ଯେଉଁ କଲ ରେକର୍ଡିଂ ରେ ବର୍ଷା ଙ୍କ ସହିତ ଟୁଙ୍ଗୁରୁ ଭୋଳ କଥା ହେଉଥିବାର ଦେଖିବା ପାଇଁ ମିଳିଛି । ଏବଂ ସେହି ରେକର୍ଡିଂ ରେ ସଂମ୍ପର୍ଣ୍ଣ ସତ୍ୟ ପ୍ରମାଣିତ ହୋଇଛି । ଯେ ଆଜି ପର୍ଯ୍ୟନ୍ତ ଟୁଙ୍ଗୁରୁ ଭୋଳ ଯେଉଁ ସବୁ ମିଡିଆ ସାମ୍ନା ରେ ରାୟ ରଖୁଥିଲା ତାହା ସଂମ୍ପର୍ଣ୍ଣ ଭାବେ ମିଥ୍ୟା ଅଟେ ଏବଂ ବର୍ଷା ଜାହା କହୁଥିଲେ ତାହା ହିଁ ସତ୍ୟ ଅଟେ ।

ତେବେ ଆପଣ ମାନେ ମଧ୍ୟ ସେହି ରେକର୍ଡିଂ କୁ ଏବେ ସୁଣିପାରିବେ ଜାହା ପ୍ରତିଦିନ ଟିଭି ୟୁଟ୍ୟୁବ ଚେନ୍ନାଲ ରେ ପବ୍ଲିସ୍ ହୋଇଛି । ଯେଉଁଥିରେ ଟୁଙ୍ଗୁରୁ ଭୋଳ ଙ୍କୁ ବର୍ଷା ନିଜର ହାତ କାଟି ଦେଇଛନ୍ତି ବୋଲି ଫୋନ ରେ କହିଥିବା ବେଳେ ଏହି କଥା ସୁଣି ଟୁଙ୍ଗୁରୁ ଆଶ୍ଚର୍ଯ୍ୟ ହୋଇ ବର୍ଷା ଙ୍କୁ ଗାଳି କରି କଣ ପାଇଁ ହାତ କାଟିଲ ବୋଲି କହିଥିଲା ।

ତେବେ ନିକଟ ରେ ଟୁଙ୍ଗରୁ ର ପପୁଲାରିଟି ପାଇଁ ଏବେ ରାସ୍ତା ଘାଟ ରେ ମଧ୍ୟ ଲୋକ ଟୁଙ୍ଗୁରୁ ଭୋଳ ସହିତ ସେଲ୍ଫି ନେବା ପାଇଁ ପସନ୍ଦ କରୁଥିବା ବେଳେ ବର୍ଷା ଏବଂ ପ୍ରତିଦିନ ଟିଭି ର ମିଳିତ ସହଯୋଗ ରେ ଟୁଙ୍ଗୁରୁ ର ଅସଲ ଚେହେରା ମି଼ଡିଆ ସାମ୍ନା କୁ ଆଣିବାର ଏକ ପ୍ରୟାସ ଥିଲା । ଜାହାର ଭିଡ଼ିଓ ବର୍ତମାନ ସମୟ ରେ ବହୁତ ଭାଇରଲ ହେଉଥିବା ବେଳେ ଆପଣ ମାନେ ମଧ୍ୟ ଏହି ଭିଡ଼ିଓ କୁ ଦେଖନ୍ତୁ । ଏବଂ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଙ୍କ ପ୍ରେମ କୁ ନେଇ ଆପଣ ମାନଙ୍କ ମତାମତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *