ଏତେ ଦିନ ପରେ ଧରା ପଡିଲା ଅସଲ ଖେଳ !Aditya Das ଙ୍କ ମା’ କାନ୍ଦି କାନ୍ଦି କହିଲେ ‘ମୋ ପୁଅର ଆଶ୍ରମ କହିଲେ ବିକାଶ ମତେ ପାଟି କରୁଛି, ଆଉ କହୁଛି ତୁମେ…’ ଦେଖନ୍ତୁ Video

ashram

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି 2020 ମସିହା ଜୁଲାଇ 7 ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ରେଳ ଷ୍ଟେସନ ନିକଟରେ ରେଳ ଧାରଣା ଉପରେ ଆଦିତ୍ୟ ଦାଶଙ୍କ ରକ୍ତାକ୍ତ ଶବ ପଡ଼ିଥିବା ଦେଖା ଯାଇଥିଲା । ଆଦିତ୍ୟଙ୍କ ସହ ଏହାର ମାତ୍ର ମାସକ ତଳେ ବିବାହ କରିଥିବା ବିଦ୍ୟାଶ୍ରୀ ଓ ତାଙ୍କ ପରିବାର ଅଭିଯୋଗ କରିଥିଲେ ଯେ ଏହା ଏକ ହତ୍ୟା ।

ଏହି ଘଟଣାର ତଦନ୍ତ ପ୍ରଥମେ ସରକାରୀ ରେଳ ପୋଲିସ ଓ ତାପରେ ରାଜ୍ୟ ପୋଲିସର କ୍ରାଇମ ବ୍ରାଞ୍ଚ୍‌ କରିଥିଲା । ଗତ ମାସ କ୍ରାଇମ ବ୍ରାଞ୍ଚ ସ୍ପଷ୍ଟ କରିଥିଲା ଯେ ଆଦିତ୍ୟଙ୍କ ମୃ-ତ୍ୟୁ ଏକ ଆତ୍ମହତ୍ୟା ଥିଲା । ହେଲେ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ମାତାପିତା ଏହା ଏକ ହତ୍ୟା ବୋଲି ଦାବି କରି ସିବିଆଇ ତଦନ୍ତ ଦାବି କରିଥିଲେ । ତେବେ ବର୍ତ୍ତମାନ ଆଦିତ୍ୟ ଦାସ ଙ୍କ ମାଆ ମିଡ଼ିଆ ଆଗରେ କାନ୍ଦି କାନ୍ଦି ନିଜର କଥା ରଖିଛନ୍ତି ।

maushi

ତେବେ ସେ କହିଛନ୍ତି କି ଯେତେବେଳେ ଆଶ୍ରମ କୁ ଭିଜିଟର ମାନେ ଆସନ୍ତି ସେତେବେଳେ ସେ ମୋତେ ଆଦିତ୍ୟ ବିଷୟରେ ପଚାରନ୍ତି ଏବଂ ମୁଁ ମୋ ପୁଅ କଥା ଶୁଣି କାନ୍ଦି ପକାଇଥାଏ । ହେଲେ ସେହି ସମୟ ରେ ବିକାଶ ମତେ ପାଟି କରେ ମାଉସୀ କାହିଁକି କାନ୍ଦୁଛୁ । ତୁ ପାଇଁ କେହି ବି ଆସୁନହାଁନ୍ତି ଏବଂ ଆଦିତ୍ୟ ଆଶ୍ରମ ବୋଲି କାହିଁକି କହୁଛୁ । ଆଉ ବିଦ୍ୟାଶ୍ରୀ କୁ କାହିଁକି ଆସିବାକୁ ଦେଉଛୁ ।

ତେବେ ତାଙ୍କର କହବା କଥା ଏହି 9 ତାରିଖ ଦିନ ତାଙ୍କ ପୁଅର ବିବାହ ବାର୍ଷିକ ଥିଲା ତେବେ ସେହି କଥା ଭାବି କାନ୍ଦି କାନ୍ଦି ଆଶ୍ରମ ରେ ପୂଜା କରୁଥିଲେ ହେଲେ ସେହି ସମୟ ରେ ଆଶ୍ରମ ରୁ ତାଙ୍କ ପାଖକୁ ଏକ ଫୋନ ଆସିିଥିଲା ଏବଂ ପଚାରିଥିଲେ କି କଣ ମାଉସୀ ରୋଷେଇ କରି ସାରିଲଣି ମାଉସୀ ଯେତେ ବେଳେ ମନା କରିଥିଲେ ସେତେ ବେଳେ ସେ ଉତ୍ତର ଦେଇଥିଲେ ଆଜି ରୋଷେଇ କର ନାହିଁ ଆଜି ଆଶ୍ରମ ରେ ଖାଇଦେବ ।

ସେ ଆଶ୍ରମ କୁ ଜାଇ ଥିଲେ 1.30 ସମୟରେ ସେଠାକୁ ବିଦ୍ୟାଶ୍ରୀ ଆସିଥିଲେ । ଏବଂ ସମସ୍ତ ଙ୍କୁ ଖାଇବା ପାଇଁ ଦେଇଜାଇ ଥିଲେ । ସେହି କଥା ରେ ବିଦ୍ୟାଶ୍ରୀ ମତେ ପାଟି କରୁଛି ବଦ୍ୟାଶ୍ରୀ କାହିଁକି ଆସିଥିଲା । ଆଗରୁ ଆସି ନଥିଲା ହେଲେ ଏବେ କଣ ପାଇଁ ଆସିଛି । ତେବେ ମୁଁ କହିଥିଲି ଏହା ତ ଆଶ୍ରମ ଯିଏ ବି ଚାହିଁବ ଆସି ପାରିବ ସମସ୍ତେ ମିଶି କରି ଏଠାରେ ଜନ୍ମ ଦିନ ପାଳନ କରୁଥିଲେ ।

ତେବେ ସେ ଏଠାକୁ କଣ ପାଇଁ ଆସିଛି ତାକୁ ପଚାର । ହେଲେ ଏହି କଥା କୁ ନେଇ ବିକାଶ ସବୁ ବେଳେ ମୋ ଉପରେ ପାଟି କରୁଛି । ତେବେ ବନ୍ଧୁଗଣ ଏହାକୁ ନେଇ ଆପଣ ମାନଙ୍କର ମତାମତ କଣ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *