ବାଲି, ଇଟା, ଛଡ଼, ସିମେଣ୍ଟ, ଟାଇଲର ଦାମ୍ ବହୁତ କମିଗଲା, ଶସ୍ତାରେ ଘର ନିର୍ମାଣ ସାମଗ୍ରୀ କିଣି ଷ୍ଟକ୍ କରି ରଖନ୍ତୁ

sand

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଦିନ ରେ କିଏ ବା ନିଜର ସ୍ୱପ୍ନ ର ଘର ପ୍ରସ୍ତୁତ କରିବା ପାଇଁ ସ୍ୱପ୍ନ ଦେଖେ ନାହିଁ । ତେବେ ଆପଣ ମାନେ ବି ଯଦି ନିଜର ସ୍ୱପ୍ନ ର ଘର ତିଆରି କରିବା ଲାଗି ସ୍ୱପ୍ୱ ଦେଖୁଛନ୍ତି । ତେବେ ଘର ତିଆରି ରେ ଲାଗୁଥିବା ସମସ୍ତ ସାମଗ୍ରୀ ର ଦାମ୍ ବହୁତ ପରିମାଣ ରେ ହ୍ରାସ ପାଇଛି । ତେବେ ବନ୍ଧୁଗଣ ଇଟା , ସିମେଣ୍ଟ , ଏବଂ ଲୁହା ରଡ ର ଦାମ୍ ମଧ୍ୟ ବହୁତ ପରିମାଣ ରେ କମ୍ ହୋଇଜାଇଛି । ଏମିତି ସୁବର୍ଣ୍ଣ ସୁଯୋଗ ଆପଣ ମାନଙ୍କୁ ଆଗକୁ କେବେ ବି ମିଳିବ ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ ସୂଚନା ଦେବୁ କି ଆପଣ ମାନେ ଏହି ସୁଯୋଗ କୁ ହାତ ଛଡା କରନ୍ତୁ ନାହିଁ । ଏବେ ହିଁ ଆପଣ ମାନେ ଏହି ସବୁ ଜିନିଷ କୁ ଷ୍ଟକ୍ କରି ରଖିନିଅନ୍ତୁ ।

ତେବେ ବନ୍ଧୁଗଣ ସୂଚନା ଦେବୁ କି ଆଜି ଦିଲ୍ଲୀ ରେ ଇଟା ଗୋଟିଏ ୟୁନିଟ ପିଛା 1-2 ହଜାର ଟଙ୍କା କମିଜାଇ ଥିବାର ଦେଖିବା ପାଇଁ ମିଳିଛି । ବର୍ତମାନ ଏକ ନମ୍ବର ଇଟା ର ଦାମ୍ 5 ହଜାର ଟଙ୍କା ରହିଛି । ଦୁଇ ନମ୍ବର ଇଟା ର ମୂଲ୍ୟ 4 ହଜାର ଟଙ୍କା ରହିଥିବା ବେଳେ ନରମ କିସମ୍ ର ଇଟା 4 ହଜାର 700 ଟଙ୍କା ରହିଛି । ସେହି ପରି ବନ୍ଧୁଗଣ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଏମିତି ଭାବେ ଇଟା ଦରରେ କମତି ହୋଇଥବାର ଦେଖିବା ପାଇଁ ମିଳିଛି ।

ita

ହରିଆଣା ରେ ଏକ ହଜାର ଇଟା 5 ହଜାର 500 ରହିଥିବା ବେଳେ ଉତ୍ତର ପ୍ରଦେଶ ରେ 5 ହଜାର 300 ଟଙ୍କା ରହିଥିବାର ଦେଖିବା ପାଇଁ ମିଳିଛି। ସେମିତି ରେ ଗତ ମାସରେ ଏହି ଇଟା ର ଦାମ୍ 6000 ଉପରେ ରହିଥିବା ବେଳେ ବର୍ତମାନ ସମୟ ରେ ଏହାର ଦର କମି ଜାଇଛି । ସେହି ପରି ଆମେ ଏଠାରେ ସିମେଣ୍ଟ ର କଥା କହିବା ତେବେ ଗତ କିଛି ଦିନ ମଧ୍ୟରେ ସିମେଣ୍ଟ ର ମୂଲ୍ୟ ରେ ଏକ ଶହ ଟଙ୍କା ହ୍ରାସ ହୋଇଥିବାର ଦେଖିବା ପାଇଁ ମିଳିଛି । ସିମେଣ୍ଟ ପୂର୍ବରୁ 400 ଶହ ଟଙ୍କା ରେ ମିଳୁ ଥିବା ବେଳେ ବର୍ତମାନ ସମୟ ରେ 380 ଟଙ୍କା କୁ ଖସି ଆସିଛି ।

ତେବେ ବନ୍ଧୁଗଣ ସେହି ପରି ବ୍ୟବସାୟୀ ମାନଙ୍କ ମତରେ ପେଟ୍ରୋଲ , ଡିଜେଲ ଦର ରେ ହ୍ରାସ ଘଟିବା ପରେ ପରେ ଏବେ ଘରର ନିର୍ମାଣ ସାମଗ୍ରୀ ରେ ଆହରୀ ମଧ୍ୟ ହ୍ରାସ ଦେଖିବା ପାଇଁ ମିଳି ପାରେ । ସେହି ପରି ବର୍ତମାନ ସମୟ ରେ ଟାଇଲ୍ସ ର ଦର ଘଟି କରି 5 ହାଜାର 300 ଟଙ୍କାରେ ପହଁଚି ଜାଇଛି । ସେହି ପରି ଯମୁନା ବାଲି ବର୍ଗ ଫୁଟ କୁ 30 ଟଙ୍କା ଏବଂ ଏକ ନମ୍ବର ଧଳା ଧୂଳି ର ମୂଲ୍ୟ 42 ଟଙ୍କା ରହି ଥିବାର ଦେଖିବା ପାଇଁ ମିଳିଛି ।

bali

ସେମିତି ରେ ଆପଣ ମାନେ ଜାଣିଛନ୍ତି ଗତ ମାର୍ଚ୍ଚ- ଏପ୍ରିଲ ରେ ଘର ନିର୍ମାର୍ଣ୍ଣ ସାମଗ୍ରୀ ରେ ବହୁତ ପରିମାଣ ରେ ହ୍ରାସ ଦେଖିବା ପାଇଁ ମିଳିଥିଲା । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ଲୁଗା ଛଡ ମୂଲ୍ୟ ସଂମ୍ପର୍ଣ୍ଣ ହ୍ରାସ ପାଇ ସଂମ୍ପର୍ଣ୍ଣ ଅଧା ହୋଇଜାଇଛି । ମାର୍ଚ୍ଚ ମାସରେ ଛ଼ଡ ର ଟର୍ଣ୍ଣ 85 ହଜାର ରହିଥିବା ବେଳେ ଗତ ସପ୍ତାହ ରେ ଏହା 44 ହଜାର କୁ ଖସି ଆସିଥିବାର ଦେଖିବା ପାଇଁ ମିଳିଛି ।

ତେବେ ବନ୍ଧୁଗଣ ଲୋକାଲ ନୁହେଁ ବରଂ ବ୍ରାଣ୍ଡେଡ ରଡ୍ ର ମୂଲ୍ୟ ରେ ମଧ୍ୟ ହ୍ରାସ ଦେଖିବା ପାଇଁ ମିଳିଛି । ସେମିତି ରେ ମାର୍ଚ୍ଚ ରେ ମାସରେ ଏହି ବ୍ରାଣ୍ଡେଡ ରଡ ମାନଙ୍କ ମୂଲ୍ୟ 1 ଲକ୍ଷ ଟଙ୍କା ରହିଥିବା ବେଳେ ଏବେ ତାହା 80 ରୁ 85 ହଜାର ଟଙ୍କା ରହିଥିବାର ଦେଖିବା ପାଇଁ ମିଳୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *