ପୋଷ୍ଟ ଅଫିସର ଏହି ସ୍କିମରେ ହୋଇଯିବେ ଲକ୍ଷପତି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୋଷ୍ଟ ଅଫିସ୍ ରେ ଦମଦାର ସ୍କିମ୍। ୧୦ ହଜାର ଟଙ୍କା ଦେଲେ ମିଳିବ ୧୬ ଲକ୍ଷ ଟଙ୍କା। ଦର୍ଶକ ବନ୍ଧୁ ଆମେ ଆପଣ ମାନଙ୍କୁ କହୁଚୁ ପୋଷ୍ଟ ଅଫିସ୍ ର ରିକରିଙ୍ଗ୍ ଡିପଜିଟ୍ ବିଷୟ ରେ। ତେବେ ଆସନ୍ତୁ ଜାଣିବା କେମିତି କରିବା ପୋଷ୍ଟ ଅଫିସ୍ R.D ନିବେଶ। ପୋଷ୍ଟ ଅଫିସ୍ R.D ନିବେଶ ଡିପଜିଟ୍ ଆକାଉଣ୍ଟ ଭଲ ସୁଧ ଦର ସହିତ ଛୋଟ କିସ୍ତି ଜମା କରିବାର ଏକ ସରକାରୀ ଗ୍ୟାରେଣ୍ଟି ଯୋଜନା।

ଏଥରେ ଆପଣ ପାଇଁ ୧୦୦ ଟଙ୍କା ର ଛୋଟ ରାଶିରୁ ନିବେଶ ଆରମ୍ଭ କରିପାରିବେ। ନିବେଶ ଅଧିକତମ ଲିମିଟ୍ ନାହିଁ। ଅର୍ଥାତ୍ ଆପଣ ଯେତେ ଚାହିଁବେ ସେତେ ଟଙ୍କା ର ଇନଭେଷ୍ଟ କରିପାରିବେ। ଏହି ସ୍କିମ୍ ପାଇଁ ଆକାଉଣ୍ଟ ୫ ବର୍ଷ ପାଇଁ ଖୋଲାଯାଇଥାଏ। କିନ୍ତୁ ପୋଷ୍ଟ ଅଫିସ୍ ୬ ମାସ, ୧ ବର୍ଷ, ୨ ବର୍ଷ, ଏବଂ ୩ ବର୍ଷ ପାଇଁ ରିକରିଙ୍ଗ୍ ଡିପଜିଟ୍ ଆକାଉଣ୍ଟ ସୁବିଧା ହୋଇଥାଏ।

Post office

ଏଥିରେ ଜମାଟଙ୍କ ଉପରେ ସୁଧ କାଲକୁଲେସନ ପ୍ରତି ୩ ମାସରେ ହୋଇଥାଏ। ଏବଂ ପ୍ରତି ୩ ମାସ ଶେଷରେ ଆପଣଙ୍କ ଆକାଉଣ୍ଟ ରେ ଜଡି ଦିଆଯାଇଥାଏ। ତେବେ କେତେ ଟଙ୍କା ସୁଧ ମିଳିବ। ରିକରିଙ୍ଗ୍ ସ୍କିମ୍ ରେ ୫.୮ ପ୍ରତିଶତ ସୁଧ ମିଳୁଛି। ଏ ନୂଆ ଦର ୧ ଏପ୍ରିଲ ୨୦୨୦ ରୁ ଲାଗୁ ହୋଇଛି। ଭାରତ ସରକାର ନିଜର ସମସ୍ତ ଛୋଟ ସଞ୍ଚୟ ଯୋଜନା ରେ ସୁଧଦର ପ୍ରତି ୩ ମାସରେ ଧାଯ୍ୟ କରାଯାଏ।

ଯଦି ଆପଣ ପ୍ରତି ମାସରେ ପୋଷ୍ଟ ଅଫିସ୍ ରେ R.D ଅଫିସ ସ୍କିମ୍ ରେ ୧୦,୦୦୦ ଟଙ୍କା ୧୦ ବର୍ଷ ପର୍ଯ୍ୟନ୍ତ ନିବେଶ କରୁଛନ୍ତି ତାହାଲେ ଆପଣଙ୍କୁ ୧୦ ବର୍ଷ ପରେ ୫.୮ ପ୍ରତିଶତ ସୁଧଦର ଉପରେ ୧୬ ଲକ୍ଷ ଟଙ୍କାର ବି ଅଧିକ ରାଶି ମିଳିବ। କିନ୍ତୁ ଜମା କରିବା ପୂର୍ବରୁ R.D ଆକାଉଣ୍ଟ ବିଷୟରେ କିଛି ଜରୁରୀ କଥା ମଧ୍ୟ ଜାଣି ନିଅନ୍ତୁ।

Post office

ଖାତାରେ ଆପଣଙ୍କୁ ରେଗୁଲାର ଟଙ୍କା ଜମା କରିବାକୁ ପଡିଥାଏ। ଯଦି ଆପଣ ଟଙ୍କା ଜମା କରିପାରିବେନି ତାହାଲେ ଆପଣଙ୍କୁ ପ୍ରତି ମାସ ୧ ପ୍ରତିଶତ ଜୋରିମାନା ମଧ୍ୟ ଦେବାକୁ ହେବ। ଆଉ ଚାରୋଟି କିସ୍ତି ଭରିବା ପରେ ଆପଣଙ୍କ ଖାତାକୁ ବନ୍ଦ କରିଦିଆଯାଏ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *