ଝିଅ ଯେତେ ଗୋରୀ, ମୃ-ତ୍ୟୁର ସେତେ ସସ୍ପେସ୍ ଷ୍ଟୋରୀ!

rashmi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କଳାକାର କାହିଁକି କରୁଛନ୍ତି ଆ-ତ୍ମ-ହ-ତ୍ୟା ମୃ-ତ୍ୟୁ ପଛରେ ରହିଛି ପ୍ରେମ ନା ପ୍ରତାରଣା କଳାକାର ଙ୍କ ସହିତ ହେଉଛି କି ମାନଶୀକ ନିର୍ଯ୍ୟାତନା ବ୍ୟକ୍ତିଗତ ଭାବେ ନିର୍ଯାତିତ କରୁଛନ୍ତି ଧାରିବାହିକ ର ନିର୍ମାତା ପାରିବାରିକ ହେଉ କିମ୍ବା ବ୍ୟକ୍ତିଗତ ବିଭିନ୍ନ କାରଣ କୁ ନେଇ ବଢୁଛି ଆ-ତ୍ମ-ହ-ତ୍ୟାର ପ୍ରବଣତା ଯେମିତି ଟ୍ରେଣ୍ଡ କରି ସାରିଲେଣି ଯୁବପୀଢି ମାନେ । କିଛି ହେଉ ବୁଲି ଯାଉଛନ୍ତି ଆ-ତ୍ମ-ହ-ତ୍ୟା ଆଡକୁ । ଆପଣାଉଛନ୍ତି ମୃ-ତ୍ୟୁ ର ବାଟକୁ ସାଧାରଣ ଜିବନ କଥା ଛାଡନ୍ତୁ ଏହାର ବହୁତ କେସ୍ ଦେଖିବାକୁ ମିଳୁଛି କଳାକାର ଦୁନିଆଁ ରେ ସେ ଓଡିଆ କଳାକାର ହୁଅନ୍ତୁ ବା ହିନ୍ଦି କଳାକାର ସମସ୍ତେ ଏହି ଦୁନିଆଁ କୁ ଅପଣାଉ ଛନ୍ତି ।

ତେବେ କଣ ରହିଛି ଏହା ପଛର କାହାଣୀ । ଆମକୁ ଟିଭି ପରଦା ରେ ମନୋରଂଞୀନ କରୁଥିବା କଳାକାର ତାଙ୍କର ବ୍ୟକ୍ତିଗତ ଜିବନ ରେ କେତେ ସଂଘର୍ଷ କରୁଛନ୍ତି । ସେହି କଥା କିଏ ଜାଣିଛି । ସେହି ପରି ଏବେ ଅଭିନେତ୍ରୀ ରଶ୍ମିରେଖା ଓଝା ଆ-ତ୍ମ-ହ-ତ୍ୟା କରିଥିବା ଘଟଣା ଟିଭି ଦୁନିଆଁ ର କଳାକାର କୁ ସ୍ତବ୍ଧ କରିଦେଇଛି । ତେବେ ଦେଖିବାକୁ ଗଲେ କେବଳ ରଶ୍ମିରେଖା ନୁହେଁ ବହୁ ଓଡିଆ କଳାକାର ରହିଛନ୍ତି ଯେଉଁ ମାନେ ଏମିତି ପ୍ରତାରଣା ର ଶୀକାର ହେଉଛନ୍ତି ।

Rashmi Rekha

ତେବେ କିଏ ଜାଣିଛି ତାଙ୍କ ବ୍ୟକ୍ତିଗତ ଜିବନ ରେ କଣ ଚାଲିଛି କ୍ୟାମେରା ଆଗରେ ତ ସବୁ ବେଳେ ଖୁସୀ ର ମୁଖା ପିନ୍ଧି ଦର୍ଶକ ମାନଙ୍କୁ ମନୋରଂଞୀନ କରି ଆସୁଛନ୍ତି । ତେବେ ଆସନ୍ତୁ ନଜର ପକେଇବା ସେମିତି କିଛି ଘଟଣା ଉପରେ 2019 ରେ ଅଭିନେତ୍ରୀ ନିକିତା ଛାତ ରୁ ଡେଇଁ ଆ-ତ୍ମ-ହ-ତ୍ୟା କରିଥିବାର ଖବର ଆସିଥିଲା ହେଲେ ସେହିଥିରେ ଆ-ତ୍ମ-ହ-ତ୍ୟା କମ୍ ହ-ତ୍ୟା ବେଶି ବୋଲି କହିଥିଲେ ପୋଲିସ ଏହିଥି ପାଇଁ ଚାଙ୍କ ସ୍ୱାମୀ ଙ୍କୁ ଗିରୋଫ ମଧ୍ୟ ହୋଇଥିଲା । ସୂଚନା ଅନୁସାରେ ନିକିତା ବହୁତ ଚର୍ଚ୍ଚିତ ଅଭିନେତ୍ରୀ ଥିଲେ ତାଙ୍କର ମୃ-ତ୍ୟୁ ବେଳକୁ ତାଙ୍କ ନାମରେ ଏକ ସିରିଏଲ ବି ଚାଲୁଥିଲା ଜାହାର ନାମ ଥିଲା ACP ନିକିତା ।

ଠିକ୍ ସେହି ପରି 2016 ମସିହା ରେ ଓଡିଶା ରେ ଚାଞ୍ଚଲ୍ୟ କରିଥିଲା ରାଜା ପଟ୍ଟନାୟକ ଙ୍କ ମୃ-ତ୍ୟୁ ରହସ୍ୟ ବହୁ ଚର୍ଚ୍ଚିତ ରାଜା ଏବଂ ଜେସି ଙ୍କ କେସ ସାରା ଓଡିଶା ରେ ହଙ୍ଗାମା କରିିଥିଲା । ରାଜା ମୃତ୍ୟୁ କୁ ନେଇ ଜେସି ଙ୍କୁ ଜେଲ ମଧ୍ୟ ଯିବାକୁ ପଡିଥିଲା । କାରଣ ରାଜା ସହିତ ତାଙ୍କର ସଂମ୍ପର୍କ ବହୁତ ନିର୍ବିଡ ଥିବା ବେଳେ ମୃ-ତ୍ୟୁ ବେଳକୁ ଜେସି ତାଙ୍କ ସାଙ୍ଗରେ ଥିବା ଜଣା ପଡିଥିଲା । ଓ ଏହା ମଧ୍ୟ କୁହାଜାଉ ଥିଲା କି ଜେସି ହିଁ ରାଜା କୁ ମାରିଥିବେ । ଏବଂ ମାରି ତାଙ୍କୁ ପୋଲ ତଳକୁ ଫିଙ୍ଗି ଚାଲିଜାଇଥିଲେ ।କିଛି ଦିନ ଜେଲ ଯିବା ପରେ ଏବେ ଜେସି ବାହାରେ ସେହି କେସ୍ ଉପରେ କାହାର ବି ଏବେ ନଜର ନାହିଁ ।

Rashmi

ସେହି ପରି ନିକିତା ଙ୍କ ସ୍ୱାମୀ ଏବେ ବି ଆଜାଦ ରେ ବୁଲୁଛନ୍ତି ତାଙ୍କର କେସ୍ ମଧ୍ୟ ଟପି ଜାଇଛି । ସେହି ପରି ରଶ୍ମିରେଖା ଙ୍କ କେସ ଏବେ କେଉଁଆଡେ ଯିବ ତାହା କହିବା ବହୁତ କଷ୍ଟକର ଅଟେ । ପ୍ରକୃତ ଦୋଷୀ ଧରା ପଡିବ ନା ରାଜା ଏବଂ ନିକିତା କେସ୍ ପରି ଏହି କେସ୍ ଟି ରହିଯିବ । ରଶ୍ମିରେଖା ଙ୍କ ଦୋଷୀ ରାଜା ଏବଂ ନିକିତା ଙ୍କ ଦୋଷୀ ପରି ବାହାରେ ବୁଲି ଆଉ ଏକ ରଶ୍ମିରେଖା କୁ ଟାର୍ଗେଟ କରିବେନି ତ ନିଜର ମତାମତ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *