ବଦନାମ ଗଳିର ଜୀବନ, ଝିଅ ଜନ୍ମ ହେଉ ହେଉ ହୋଇଯାଏ ଦେହଜିବୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ଏଠି ଖୁଲମ୍ ଖୁଲା ଚାଲେ ଦେହ ବେପାର ଆଜିବି ଏହି ବ୍ୟବସାୟ ଉପରେ ବ୍ରେକ୍ ଲଗେଇ ପାରିନି ଆଇନ ସମାଜ ଜାହାକୁ ନିଚ ନଜର ରେ ଦେଖେ ସେହି ବ୍ୟବସାୟ କୁ ଆପଣେଇ ନେଇଛନ୍ତି ଏଠାକାର ମହିଳା ମାନେ । ଆମେ କହୁଛୁ କେବଳ ଭାରତ ରେ ନୁହେଁ ବରଂ ଏସିଆ ର ସବୁଠୁ ବଡ ରେଡ ଲାଇଟ ଏରିଆ କଲିକତା ସହର ର ବହୁ ଚର୍ଚ୍ଚିତ ଏହି ବସ୍ତିର ନାମ ଆପଣ ମାନେ ନିଶ୍ଚିତ ସୁଣିଥିଲେ । ଏମିତି କି ବହି ରେ ମଧ୍ୟ ଆପଣ ମାନେ ପଢିଥିବେ । ଏହା ଏମିତି ଏକ ସ୍ଥାନ ଯେଉଁଠାରେ ପ୍ରତି ଘରୁ ସୁଣିବା ପାଇଁ ମିଳେ ଦେହ ଥରାଇବା ପରି କାନ୍ଦ । ଆଉ ପ୍ରତ୍ୟୋକ ଟି ଶବ୍ଦ କୁହେ ଗୋଟିଏ ଗୋଟିଏ କାହାଣୀ ତେବେ ଆସନ୍ତୁ ଜାଣିନେବା ବଦନାମ ଗଳି ସୋନାଗାଛି ପଛର ରହସ୍ୟ ।

ତେବେ ସୋନାଗାଛି ଜାହାର ଅର୍ଥ ବଙ୍ଗଳା ରେ ସୁନାର ଗଛ ରେଡ ଲାଇଟ ଏରିଆ ଭାବେ ଜଣା ସୁଣା ସୋନାଗାଛି ରେ ଅନେକ ଦେହ ବ୍ୟବସାୟ କରି ଚଳିଥାନ୍ତି । ହାୱାଡା ଷ୍ଟେସନ ରୁ କେବଳ 3 କିଲୋମିଟର ଗଲେ ପଡିଥାଏ ଏହି ବଦନାମ ଅନ୍ଧ ଗଳି । ଦିର୍ଘ ବର୍ଷ ପୂର୍ବେ ସୁମିତ୍ରା ନାମକ ଜଣେ ମହିଳା କିଛି ଦେହ ଜିବି ଙ୍କୁ ରଖି ଏଠାରେ କୋଠୀ ଚଳାଉଥିଲେ । ଏହି ଅଞ୍ଚଳ ରେ ଏହି ବ୍ୟବସାୟ ବହୁତ ଭଲ ଚାଲିବାରୁ ଧିରେ ଧିରେ ନୂଆ ଘର ତିଆରି ହେଲା କୋଠରୀ ବଢିବା ସାଙ୍ଗକୁ ବଢି ଚାଲିଲା ଦେହଜୀବି ଏବଂ ଗ୍ରାହାକ ଙ୍କ ସଂଖ୍ୟା ।

Malisahi .

ତେବେ ସୋନାଗାଛି କେମିତି ରେଡ ଲାଇଟ ଏରିଆ ହେଲା ତାହାର ସଠିକ୍ ପ୍ରମାଣ କାହା ପାଖରେ ନାହିଁ । କୁହାଯାଏ ସୋନାଗାଛି ରେ ଦେହ ବ୍ୟବସାୟ କରୁଥିବା ଝିଅ ଏବଂ ମହିଳା ପରିସ୍ଥିତି ରେ ପଡି ଏଠାକୁ ଚାଲି ଆସିଥାନ୍ତି । ପ୍ରତି ଜିବନ ପଛରେ ରହିଛି ଏକ ବାସ୍ତବ କାହାଣୀ । କେବଳ ପରିସ୍ଥିତି ରେ ପଡି ଏମାନେ ଏପରି ଜିବନ ଅପଣେଇ ନେଇଛନ୍ତି । ଯେଉଁଠାରୁ ଫେରିବା ଆଉ ସମ୍ଭବ ନୁହେଁ ବୋଲି କୁହାଯାଏ ।

ତେବେ ସମୟ ବଦଳିବା ସହିତ ଅନେକ ସ୍ୱଚ୍ଛାଜିବି ସଂଙ୍ଗଠନ ଏମାନଙ୍କ ପିଲା ମାନଙ୍କୁ ସମାଜ ର ମୂଖ୍ୟ ସ୍ରୋତ ରେ ସାମିଲ କରିବା ଲାଗି ଚେଷ୍ଟା କରନ୍ତି । କେତେକ କ୍ଷେତ୍ର ରେ ଏମାନେ ସଫଳ ମଧ୍ୟ ହୋଇଛନ୍ତି । ଅନେକ ଙ୍କ ପାଇଁ ସୋନାଗାଛି ମୂଖ୍ୟ ମାଧ୍ୟମ ପାଲଟି ଥିବା ବେଳେ କାହା ପାଇଁ ଘନ ଅନ୍ଧକାର ବ୍ୟତିତ ଆଉ କିଛି ନୁହେଁ । ପ୍ରତି ଦିନ ଏଠାରେ ଟଙ୍କା ବଦଳରେ ସୈଦା ହୋଇଥାଏ ଦେହ ଏବଂ ଝିଅ ଜନ୍ମ ହେଉ ହେଉ ଏଠି ପାଲଟି ଜାଇ ଥାଏ ଦେହ ଜିବି ଦେହ ବିକିଲେ ଏଠି ଟଙ୍କା ମିଳେ ନହେଲେ ଏଠି ଓପାସ ରେ ରହିବାକୁ ପଡେ ।

Malisahi

ବେଳେ ବେଳେ ସହିବାକୁ ପଡେ ଅତ୍ୟାଚାର ଏବଂ ନିର୍ଜାତନା ଏହି ଗଳି ରେ ରହୁଛନ୍ତି ପ୍ରାୟ 12 ହଜାର ରୁ ଅଧିକ ଦେହ ବ୍ୟବସାୟି ଦେହ ବିକିଲେ ଏଠାକାର ଝିଅ ପେଟକୁ ଦାନା ନେଉଥିବା ବେଳେ ଦେହ ନେବାକୁ ଆସିବା ଲୋକ ମାନଙ୍କୁ ଇଶ୍ୱର ବୋଲି ଭାବିଥାନ୍ତି ଏଠାକାର ମହିଳା ତେବେ ଏହି ରେଡ ଲାଇଟ ଏରିଆ ଉପରେ ଏକ ଫିଲ୍ମ ମଧ୍ୟ ହୋଇଛି । ବର୍ଣ୍ଣ ଇନ ଟୁ ବୋଖାଲ୍ସ ନାମକ ଏହି ଫିଲ୍ମ ରେ ଏଠାକାର କାହାଣୀ ବିଷୟ ରେ ଜଣାଇ ଦିଆ ଜାଇଛି । ଏହି ଫିଲ୍ମ କୁ ୱସ୍କାର ଆୱାର୍ଡ ମଧ୍ୟ ମିଳିଛି । ତେବେ ବନ୍ଧୁଗଣ ଆପଣ ମାନଙ୍କର ଏହି ଏରିଆ ଉପରେ କଣ ରାୟ ରହିଛି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *