ଲୁଚେଇ ଲୁଚେଇ ସ୍ବାମୀ ଭିଡିଓ କଲା, ଫେସ୍ ବୁକ୍ ରେ ପୋଷ୍ଟ କଲା

Husband

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପତ୍ନୀ ର ଅଜାଣନ୍ତ ରେ ପତି ଲୁଚି ଛପି କରୁଥିଲା ପତ୍ନୀ ର ଅଶ୍ଲୀଳ ଫୋଟ କୁ ଭାଇରଲ । ପତ୍ନୀ ର ଅନ୍ତରଙ୍ଗ ମୂହୁର୍ତ୍ୱ ର ଫୋଟ କୁ ପେସବୁକ କାନ୍ଥରେ ପୋଷ୍ଟ କରି ସ୍ତ୍ରୀ କୁ ବେଇଜ୍ଜତ କରିଥିଲା । ଏବଂ ପରେ ଏହାକୁ ଦେଖି ଦେଇଥିଲେ ପୋଡଶୀ । ଏବଂ ଖବର ପାଇ ପତ୍ନୀ ଥାନା ରେ ଅଭିଯୋଗ ମଧ୍ୟ କରିଲେ । ସୋସିଆଲ ମିଡିଆ ରେ ଏମିତି କେଉଁ ସ୍ୱାମୀ ନିଜର ସ୍ତ୍ରୀର ଫୋଟ କୁ ଭାଇରଲ କରେ ।

ଆଜ୍ଞ୍ୟା ହଁ ସୋସିଆଲ ମିଡିଆ ରେ ସ୍ତ୍ରୀ ର ପର୍ସିନାଲ ଫୋଟ କୁ ପୋଷ୍ଟ କରିବା ଅଭିଯୋଗ ରେ ପତି ଙ୍କୁ ଗିରୋଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ କେସ ନମ୍ବର 3/22 ଆଧାର ରେ IPC ଧାରା 383,420,498 A ,ଏବଂ 509 ଆଇଟି ଆର୍ଟି ଧାରା 67, ଏବଂ 67A ରେ ଭଦ୍ରକ ରୁ ପତି ଙ୍କୁ ଗିରୋଫ କରିଛି କମିଶନ ରେଟ ପୋଲିସ । ଏବେ ପୋଲିସ ଉଭୟ ପତି ଏବଂ ପତ୍ନୀ ଙ୍କ ପରିଚୟ କୁ ଗୋପନ ରଖିଛନ୍ତି ।

jal

ସୂଚନା ମୁତାବକ ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳ ରେ ଘୋରଇ ମେଡ ଭାବେ କାମ କରୁଥିେଲେ ପତ୍ନୀ । ହେଲେ ସ୍ୱାମୀ ଭଦ୍ରକ ରେ ରହି ପାଇପ ମିନ୍ତ୍ରୀ ଭାବେ କାମ କରୁଥିଲେ । ପତ୍ନୀ ଧିରେ ଧିରେ ସ୍ୱାମୀ ଙ୍କୁ କିଛି ଟଙ୍କା ବି ପଠାଉ ଥିଲେ । ଆଉ ଯେଉଁ ଟଙ୍କା ରେ ସ୍ୱାମୀ ମଦ ପିଇ ମାତାଲ ହେଉଥିଲା । ହେଲେ ଅନ୍ୟପଟେ ପତ୍ନୀ ଚାହୁଁଥିଲା ଏକ ଶାନ୍ତି ପୂର୍ଣ୍ଣ ଜିବନ । ହେଲେ ସ୍ୱାମୀ କେବେ ତାହା କରେଇ ଦେଉ ନଥିଲା ।

ତେବେ ମଝିରେ ହୋଇଥିଲା କିଛି ସମସ୍ୟା ଏତିକି ଥିଲା ପତ୍ନୀ କୈଣସି ସମସ୍ୟା ଯୋଗୁଁ ସ୍ୱାମୀ ଙ୍କୁ ଆଉ ପଇସା ପଠେଇ ପାରୁନଥିଲା । ଜାହାକୁ ନେଇ ପତି ପତ୍ନୀ ଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଏହି ନେଇ ସ୍ୱାମୀ ପତ୍ନୀ ର ଅନ୍ତରଙ୍ଗ ମୂହୁର୍ତ୍ୱ ର ଫୋଟ କୁ ଫେସବୁକ ରେ ପୋଷ୍ଟ କରିଥିଲା । ଆଉ ଏହା ପଛରେ ଥିଲା ତାର ରାଗ ଏହି ନେଇ ପୋଡଶୀ ପତ୍ନୀ ଙ୍କ ଘଟଣା ଦେଖି ପତ୍ନୀ ଙ୍କୁ ଖବର ଦେଇ ଦେଇ ଥିଲେ । ଆଉ ଜାହାକୁ ନେଇ ଭୁବନେଶ୍ୱର DCP ଅଫିସ ରେ ଅଭିଯୋଗ କରିଥିଲେ ପତ୍ନୀ ।

ତେବେ ସ୍ୱାମୀ ର ଏହା କି ମାନଶୀକତା ଯେଉଁଠାରେ ସ୍ତ୍ରୀ ନିଶା ଖାଇବାକୁ ଟଙ୍କା ଦେଇ ପାରୁ ନାହିଁ । ସେଠାରେ ସ୍ୱାମୀ ଏପରି କଦର୍ଯ୍ୟ କାମ କରିବାକୁ ପଛାଉ ନାହିଁ । ତେବେ ଏହି ଭଳି ସ୍ୱାମୀ କୁ ଗିରୋଫ କରି କୋର୍ଟ ଚାଲାଣ କରିଛି ସାଇବର ଥାନା ପୋଲିସ କେବଳ ଦେଖିବାକୁ ବାକି ରହିଲା କେତେ ସଂଙ୍ଗୀନ ଦଫା ଲାଗୁଛି ଏପରି ଅଭଦ୍ର ସ୍ୱାମୀ ଉପରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *