ବିଜୁ ପକ୍କାଘର ଯୋଜନା କୁ ନେଇ ଆସିଲା ବଡ ଖୁସୀ ଖବର । ଏହି ତାରିଖ ସୁଧା ମିଳିବ ଘର ।

Biju Pakkaghar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ବିଜୁପକ୍କାଘର ଯୋଜନା କୁ ନେଇ ଆସୁଛି ଆଉ କଛି ବଡ ଖବର । ଜାହାକି ଏହି ନୂଆ ଆର୍ଥିକ ବର୍ଷ 2022-23 ରେ ବହୁତ ଶୀଘ୍ର ହେବାକୁ ଯାଉଛି ଘର ଆବଣ୍ଟନ । ତେବେ କେବେ ସୁଧା ଆବଣ୍ଟନ ହେବ ଏବଂ ଖାତ କୁ ଆସିବ ଟଙ୍କା । ଯେଉଁଥିରେ ଆପଣ ମାନେ ତିଆରି କରି ପାରିବେ ବିଜୁ ପକ୍କାଘର ଯୋଜନା ରେ ଘର । ଏଠାରେ ଆପଣ ମାନେ ନିଶ୍ଚିତ ଭାବେ ନିଜର ଲିଷ୍ଟ କୁ ଚେକ୍ କରି ପାରିବେ ।

ତେବେ ରାଜ୍ୟ କେବିନେଟ ବୈଠକ ରେ 32 ଟି ପ୍ରସ୍ତାବ ପରେ ଏହି ମୋହର ବାଜିଛି । ବଭିନ୍ନ ବିଭାଗ ପାଇଁ ସରକାର ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ଅଦକ୍ଷ ରେ ବସିଥିବା ବୈଠକ ରେ ଜଳ ସଂମ୍ପଦ , ଦକ୍ଷତା ବିକାଶ , କୃଷି , ଅର୍ଥ , ସାଧାରଣ ପ୍ରସାଶନ , ଉଚ୍ଛ ଶିକ୍ଷା ପଞ୍ଚାୟତ ରାଜ , ସ୍କୁଲ ଏବଂ ଗଣ ଶିକ୍ଷା ଆଦି ବିଭିନ୍ନ ବିଭାଗ ର ଗରୁତ୍ୱ ପୂର୍ଣ୍ଣ ନିସ୍ପତି ନିଆଜାଇଛି ।

nabine p

ତେବେ ବୈଠକ ରେ ମିଶନ ଶକ୍ତି ପାଇଁ ବଡ ଘୋଷଣା କରାଜାଇଛି । ଏହା ସହିତ ରାଜ୍ୟ ରେ ବିଜୁ ପକ୍କାଘର ଯୋଜନା କୁ ନେଇ ହୋଇଛି ବଡ ଘୋଷଣା । ତେବେ ରାଜ୍ୟ ରେ ବହୁତ ଶୀଘ୍ର ଅର୍ଥାତ ଏହି ଜୁନ ମାସ ର ଶେଷ ସପ୍ତାହ ସୁଧା । ସାରା ରାଜ୍ୟ ରେ ଆବଣ୍ଟନ ହେବା ପାଇଁ ଯାଉଛି ଘର ଜାହା ମଧ୍ୟ ସାରା ରାଜ୍ୟ ରେ ଲିଷ୍ଟ ଅପଡେଟ ହୋଇଯିବ ଆପଣ ମାନେ ନିଜ ନିଜର ଲିଷ୍ଟ କୁ ଚେକ୍ କରି ପାରିବେ ।

ଯେଉଁ ମାନଙ୍କ ଲିଷ୍ଟ ରେ ନାମ ଥିବ ସେମାନଙ୍କ ଖାତା କୁ ଆସିବ ଟଙ୍କା ଏବଂ ଆପଣ ମାନେ ମଧ୍ୟ ତିଆରି କରି ପାରିବେ ବିଜୁ ପକ୍କାଘର ଯୋଜନା ଅଧିନ ରେ ଘର । ତେବେ ବିଶେଷ ସୂତ୍ର ରୁ ସୂଚନା ମୁତାବକ ଜୁନ ମାସ 20 ରୁ 25 ମଧ୍ୟରେ ଆବଣ୍ଟନ ହେବାକୁ ଯାଉଛି କାର୍ଯ୍ୟଦେଶ ଏହା ସହିତ ରାଜ୍ୟ ରେ ବାସ କରୁଥିବା ଗରିବ ଶ୍ରେଣୀ ର ଲୋକ ମାନଙ୍କ ଆତ୍ମବିଶ୍ୱାସ କୁ ବୃଦ୍ଧି କରିବା ଲକ୍ଷ ରଖି ସେମାନଙ୍କୁ ପ୍ରଥମେ ବାସ ଗୃହ ଯୋଗେଇ ଦେବା ଉଦ୍ଦେଶ୍ୟ ରେ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନା ର ଶୁଭାରମ୍ଭ କରିଛନ୍ତି ।

Biju is a permanent home

ତେବେ ବିଜୁ ପକ୍କାଘର ଅଧିନ ରେ ଗତ 3 ବର୍ଷ ମଧ୍ୟରେ ରାଜ୍ୟ ରେ 3409 ଟି ବିଜୁ ପକ୍କାଘର ନିର୍ମାଣ ଶେଷ ହୋଇଛି । ତେବେ ଏହି ନୂଆ ଆର୍ଥିକ ବର୍ଷ 2022-23 ରେ ବହୁତ ଜଲ୍ଦି ଆବଣ୍ଟନ ହେବାକୁ ଯାଉଛି ଘର ବଣ୍ଟନ ଜାହା ମଧ୍ୟ ଆପଣ ମାନଙ୍କ ଖାତା କୁ ଆସିବ ଟଙ୍କା ଏବଂ ଆପଣ ମାନେ ତିଆରି କର ପାରିବେ ବିଜୁ ପକ୍କାଘର ଅଧିନ ରେ ଘର ନିର୍ମାଣ ।

ଏହା ସହିତ ମୂଖ୍ୟ ମନ୍ତ୍ରୀ କୃଷି ବିକାଶ ପାଇଁ 8 ଟି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ତେବେ ପଣସ ମିଶନ ଏବଂ ରିୱାଡ ଅଭିନବ ମିଶନ ଅଧିନ ରେ କୃଷି ସ୍ଥିରତା ପାଇଁ ଜଳ ପ୍ରଭାବ କୁ ନବିକରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି । ସେମିତି ରେ କିଛି ଦିନ ତଳେ ମୂଖ୍ୟ ମନ୍ତ୍ରୀ କୃଷକ ଓଡିଶା ପୋର୍ଟାଲ ର ଲୋକାର୍ପିତ କରିଥିଲେ ଏଥିରେ ଚାଷୀ ମାନେ ସାମିଲ ହୋଇ ନିଜର ତଥ୍ୟ ଅପଡେଟ କଲେ ଆବଶ୍ୟକ ସେବା ପରାମର୍ଶ ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *