ଏହି ଝିଅର ଏମିତି ଲଜ୍ୟା ଜନକ ଭିଡିଓ ହୋଇଗଲା ଭାଇରାଲ । ଏକୁଟିଆ ଦେଖନ୍ତୁ ।

girl 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ କେବେ ନା କେବେ ପଳେଇବା ଭିଡ଼ିଓ ଦେଖିଥିବେ ହେଲେ ଏହି ଭିଡ଼ିଓ କୁ ଦେଖି ଆପଣ ମାନେ ବିଶ୍ୱାସ କରି ପାରିବେ ନାହିଁ । ତେବେ ବନ୍ଧୁଗଣ ଆପଣ ମାନେ ଏଠାରେ ଦେଖିବାକୁ ପାଉଥିବେ ଜଣେ ଯୁବକ ଏବଂ ଯୁବତୀ ବାଇକ ରେ ପଳେଇବା ସମୟ ରେ ଏଠାରେ ଜାହାକି ଧରା ପଡି ଜାଇଥିଲେ ।

ତେବେ ବନ୍ଧୁଗଣ ଏହି ଘଟଣା ଟି ଘଟିଛି ଉତ୍ତର ପ୍ରଦେଶ ର ଏକ ଜିଲ୍ଲାରେ । ତେବେ ଏଠାରେ ଜଣା ପଡିଥିଲା କି ଯୁବକ ଯୁବତୀ ବହୁତ ଦିନରୁ ପ୍ରେମ କରୁଥିଲେ ଏବଂ ସେ ପଳେଇବା ଦିନ ଗାଁ ର ଲୋକ ମାନେ ଜାଣି ଦେଇଥିଲେ । ଏବଂ ସେଠାରେ ଗାଁ ମୁଣ୍ଡରେ ସେମାନେ ଧରି ନେଇଥିଲେ । ଏବଂ ଗାଁ ଲୋକ ପଚାରିଥିଲେ ତୁମେ ମାନେ କୁଆଡେ ଯାଉଛ । ତେବେ ସେଠାରେ ସେମାନେ କହିଥିଲେ କି ସେମାନେ ବହୁତ ଦିନରୁ ଭଲ ପାଉଛୁ ସେହିଥି ପାଇଁ ଆମେ ପଳେଇ ଯାଉଛୁ ।

ଏହା ଦେଖିବା ପରେ ଗାଁ ର ଲୋକ ମାନେ ଯୁବତୀ ଙ୍କ ମାଆ ଙ୍କୁ ଡାକିଥିଲେ ଏବଂ ଯୁବତୀ ଙ୍କ ମାଆ ଆସିଥିଲେ । ଏଠାରେ ଆପଣ ମାନେ ଦେଖି ପାରୁ ଥିବେ ଆଜିର ଦିନରେ ଏମିତି ପ୍ରେମି ଯୁଗଳ ମାନେ ଧରିକି ପଳେଇବା ଭଳି କାମ କରିବା ପାଇଁ ମୋଟେ ବି ପଛଘୁଞ୍ଚା ଦେଉ ନାହାଁନ୍ତି । ତେବେ ଏଠାରେ ଆପଣ ମାନଙ୍କର ଏହାକୁ ନେଇ କଣ ରାୟ ରହିବ ନିହାତି କମେଣ୍ଟ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *