ଖେଳ ହେଲା ଓଲଟା, Anubhav ଙ୍କୁ ଲାଗିଲା ବଡ ଝଟକା, ବର୍ଷା ଆଉ ଛାଡିବେନି ଶାଶୁଘର !

anubhav

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାଜି ପୂରା ପଲଟି ଜାଇଛି ଅନୁଭବ ଙ୍କୁ ଲାଗିଛି ବଡ ଝଟ୍କା । ତେବେ ଅନୁଭବ ଙ୍କୁ ଝଟ୍କା ଦେଇଛନ୍ତି ଜିଲ୍ଲା ଜର୍ଜ କୋର୍ଟ SDGM କୋର୍ଟ ଙ୍କ ନିସ୍ପତି ଉପରେ ଅନୁଭବ ଙ୍କୁ ଏହି ଝଟ୍କା ଲାଗିଛି । ତେବେ ବର୍ଷା ଙ୍କୁ ଅନୁଭବ ଘର ଛାଡି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ ଯେଉଁ ରୋକ ଲାଗିଛି ଏହାକୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅନୁଭବ ଙ୍କ ଘର ଛାଡି ଅନ୍ୟତ୍ର ରହିବା ପାଇଁ SDGM କୋର୍ଟ ନିର୍ଦ୍ଧେଶ ଦେଇଥିଲେ । ଏବଂ ମାସିକ 30 ହଜାର ଟଙ୍କା ଦେବାକୁ ନିସ୍ପତି ହୋଇଥିଲା ।

ଟଙ୍କା ପାଇବାର 2 ମାସ ମଧ୍ୟରେ ବର୍ଷା ଘର ଛାଡିବାର କଥା ବି ଥିଲା । ଅନୁଭବ ଟଙ୍କା ବି ଦେଇଥିଲେ ହେଲେ ହଠାତ ଅନୁଭବ ଙ୍କୁ ଏମିତି ଝଟ୍କା କେମିତି ଲାଗିଲା । ତେବେ ବନ୍ଧୁଗଣ ବର୍ଷା SDGM କୋର୍ଟ ନିସ୍ପତି ଉପରେ ଜର୍ଜ ଙ୍କ କୋର୍ଟ ଉପରେ ଅପିଲ କରିଥିଲେ । ଆଉ ଏହି ଅପିଲ ରେ ଆସିଛି ଷ୍ଟେ ଅର୍ଡର । ଆଉ ଅନୁଭବ ଙ୍କୁ ଲାଗିଛି ଝଟ୍କା । ତେବେ ଏହି ମାମଲା ର ପରବର୍ତି ସୁଣାଣି ଆସନ୍ତା ମାସ ଜୁଲାଇ 4 ତାରିଖ ରେ ହେବ ବୋଲି ସୁଣିବାକୁ ମିଳୁଛି ।

anubhavs

ଘର ଭଡା ବାବଦ କୁ ମାସିକ ଅନୁଭବ 30 ହଜାର ଟଙ୍କା ବି ଦେଇଥିଲେ । ତେବେ SDGM କୋର୍ଟ ଙ୍କ ନିସ୍ପତି କିଛି ଏମିତି ଥିଲା । ଯେ ଅନୁଭବ ଙ୍କ ପୈତୃକ ଘର ହେଉଛି ସେହିଠି ଯେଉଁଠି ବର୍ଷା ରହୁଛନ୍ତି । ଏବଂ ଅନୁଭବ ଙ୍କ ବାପା ମାଆ ବୃଦ୍ଧ ହୋଇଯିବା କାରଣ ରୁ ତାଙ୍କର ବାପା ବଡ ବାପା ସେଠାରେ ରହିବାକୁ ଚାହୁଁଛନ୍ତି । ତେବେ ସେହି ଆଧାରରେ ବର୍ଷା ଙ୍କୁ ସେହି ଇକ୍ୱାଲ ଷ୍ଟାଟସ ର ଅନ୍ୟ ଏକ ସ୍ଥାନ ରେ ଭଡା ଘର ଦେବା ପାଇଁ କୁହାଜାଇ ଥିଲା ।

ଜାହାକୁ ମାନ୍ୟ କରି ଅନୁଭବ 30 ହଜାର ଟଙ୍କା ମଧ୍ୟ ପୈଠ କରିଥିଲେ । ହେଲେ ବର୍ତମାନ ସମୟ ରେ ଯେଉଁ ଖବର ଟି ଆସୁଛି ତାହା ଅନୁଭବ ଙ୍କ ପାଇଁ ନିଶ୍ଚିତ ଝଟ୍କା ପୂର୍ଣ୍ଣ ଅଟେ । ତେବେ ନିଜ ପିଟିସନ ରେ ବର୍ଷା କହିଥିଲେ ଯେହେତୁ ସେ ଏକାଠୀ ରହିଛନ୍ତି । ତାଙ୍କର କେହି ଭାଇ ନାହାଁନ୍ତି ତାଙ୍କର ଏକ ଭଉଣୀ ଙ୍କୁ ନେଇ ରହୁଛନ୍ତି । ତାଙ୍କ ମାଆ ବି ଅସୁସ୍ଥ ରହିଛନ୍ତି । ତେଣୁ ଏହି ଭଳି ଅବସ୍ଥା ରେ ତାଙ୍କୁ ଅନ୍ୟତ୍ର କେଉଁଠି ରହିବା ସମ୍ଭବ ହେବ ନାହିଁ । ଏବଂ ଯେଉଁଠି ପାଇଁ ତାଙ୍କୁ ସେହି ଘରେ ହିଁ ରହିବାକୁ ଦିଆଯାଉ ବୋଲି ସେ ଜିଲ୍ଲା ଜର୍ଜ କୋର୍ଟ ରେ ଆବଦେନ କରିଥିଲେ ।

brasha

ତେବେ SDGM କୋର୍ଟ ଙ୍କ ନିର୍ଦ୍ଧେଶ ଉପରେ କଟକ ଜିଲ୍ଲା କୋର୍ଟ ରୋକ ଲଗେଇଛନ୍ତି । ଜାହା ଅନୁଭବ ଙ୍କ ପାଇଁ ବହୁତ ଝଟ୍କା ପୂର୍ଣ୍ଣ ଅଟେ । ତେବେ ବର୍ତମାନ ସ୍ୱାମୀ ସ୍ତ୍ରୀ ଙ୍କର ବାଜି ରେ ସ୍ତ୍ରୀ ଆଗକୁ ବଢିଛନ୍ତି । ଏବଂ ସ୍ୱାମୀ ପାଇଁ ବାଜି ସଂମ୍ପର୍ଣ୍ଣ ପଲଟି ଜାଇଛି । ତେବେ ଦେଖିବାକୁ ରହିଲା ଆଗକୁ ଏହା ଉପରେ କଣ ନିସ୍ପତି ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *