ଛିଃ.. ଛିଃ.. ଶୁଣନ୍ତୁ Audio Call – ଫୋନ ରେ ଶଶୂର ବୋହୂ ସହିତ କରୁଛନ୍ତି ଅ-ଶ୍ଳୀଳ କଥାବାର୍ତ୍ତା… ଶୁଣିଲେ ଆପଣଙ୍କ ରକ୍ତ ପୁରା ଗରମ ହୋଇଯିବ..

Audio Call

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବହୁତ ସମୟ ରେ ନାରୀ ନିର୍ଜାତନା ଏବଂ ପ୍ରେମ ନେଇ କିଏ କାହା ସହିତ ପଳେଇ ଜାଉଛି ସେହି ବିଷୟରେ ବି ଆପଣ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଶ୍ଚିତ ଭାବେ ଜାଣିବାକୁ ପାଉଥିବେ । ଏହି ପରି ଘଟଣା ଆଜିର ସମୟ ରେ ବହୁତ ସାଧାରଣ କଥା ହୋଇ ସାରିଛି । ତେବେ ଏହି ସବୁ କୁ କିଛି ମହିଳା ମାନେ ପ୍ରତିବାଦ କରୁଥିବା ବେଳେ ଅନେକ ମହିଳା ମାନେ ସାମାଜିକ ସମ୍ମାନ ପାଇଁ ସବୁ ବେଳେ ଚୁପ୍ ହୋଇ ରହିଥାନ୍ତି ।

ଆଜିର ସମାଜରେ ମଣିଷ ଶିକ୍ଷା, ସଂସ୍କୃତି , ସଭ୍ୟତା ପାଇଁ ସବୁ କିଛି ପାଇ ପାରୁଛି ହେଲେ ମଣିଷ ମଧ୍ୟରେ ଏବେ ବି କିଛି ନା କିଛି ଅଭାବ ପରିଲକ୍ଷିତ ହେଉଥିବାର ଦେଖିବା ପାଇଁ ମିଳୁଛି । ତେବେ ଏହି ସବୁ ଦୃଶ୍ୟପଟ ପାଇଁ ଆଜିର ସମାଜ ଖରାପ ଦିଗ ଆଡକୁ ଗତି କରୁଥିବାର ଦେଖିବା ପାଇଁ ମିଳୁଛି । ସେହିଥି ପାଇଁ ତ ଆଜିର ସମାଜ ରେ କିଛି ଲୋକ ମାନେ ଅସଭ୍ୟ କାର୍ଯ୍ୟ କଳାପ କୁ ବୃତ୍ତି ଭାବେ ଗ୍ରହଣ କରିବା ପାଇଁ ବି ପଛେଇ ଜାଉନାହାଁନ୍ତି ।

ଯେଉଁଥିରେ ଏହି ସମାଜର ଲୋକ ମାନେ ଅଂଶ ବିଶେଷ ହୋଇଥିବା ବେଳେ ସେମାନେ ଏମିତି କିଛି କାର୍ଯ୍ୟ କରିଥାନ୍ତି ଜାହା ସେମାନଙ୍କୁ ସମାଜରେ ନିଜର ଇଜ୍ଜତ କୁ ତଳକୁ ପକେଇବା ସହିତ ସମ୍ମାନ ହାନୀ କରିଥାଏ । ତେବେ ବନ୍ଧୁଗଣ ସେହି ଭଳି ଏକ ଘଟଣା ବର୍ତମାନ ସମୟ ରେ ଦେଖିବା ପାଇଁ ମିଳୁଛି । ଜାହା ଆପଣ ମାନେ ବି ଦେଖିଲେ ନିଶ୍ଚିତ ଭାବେ ଲଜ୍ୟାବୋଧ ହୋଇ ନିଜର ମୁଣ୍ଡ କୁ ତଳକୁ କରିନେବେ ।

ତେବେ ବନ୍ଧୁଗଣ ଏଠାରେ ଏକ ଭିଡ଼ିଓ ଭାଇରଲ ହେଉଥିବା ବେଳେ ଏଠାରେ ଶଶୂର ନିଜର ବୋହୁ ସହିତ କେଉଁ ଭଳି ଭାବେ ବ୍ୟବହାର ଦେଖାଉଛନ୍ତି ସେହ ବିଷୟ ରେ ଆପଣ ମାନେ ଦେଖି ପାରିବେ । ତେବେ ଏଠାରେ ବୋହୁ ନିଜ ଶଶୂର ଙ୍କୁ ଫୋନ ରେ ଅଭିଯୋଗ କରୁଥିବା ବେଳେ ଏହାର କଲ ରେକୋର୍ଡିଂ ଆପଣ ମାନେ ସୁଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ ।

ଶଶୂର ନିଜ ବୋହୁ ସହିତ ଅଶ୍ଳୀଳ ଇଂଙ୍ଗିତ କରୁଛନ୍ତି ଜାହା ଆପଣ ମାନେ ଏହି ଫୋନ ରେକର୍ଡିଂ ରେ ସୁଣିବା ପାଇଁ ପାଇବେ । ତେବେ ବନ୍ଧୁଗଣ ଆପଣ ମାନେ ବି ଏହି କଲ ରେକର୍ଡିଂ କୁ ନିଶ୍ଚିତ ଭାବେ ସୁଣନ୍ତୁ ଏବଂ ଆମକୁ କମେଣ୍ଟ କରି ଜଣେଇ ଦିଅନ୍ତୁ ଯେ ଏମିତି କଥା ବାର୍ତ୍ତା ହେବା କେତେ ଦୂର ଠିକ୍ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *