ଜଣା ପଡ଼ିଲା ରାଇ ମୋହନ ଙ୍କ ମୃ-ତ୍ୟୁ ର କାରଣ । ଏହା ହେଉଛି ମୁଖ୍ୟ କାରଣ

Rai Mohan

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପରିବାର ଶୋକାକୂଳ , ସିନ ପ୍ରେମି ଆଶ୍ଚମ୍ବିତ ଏବଂ ମଞ୍ଚ ସ୍ତବ୍ଧ ହରାଇଛି ତାଙ୍କର ପ୍ରିୟ କଳାକାର ରାଇମୋହନ ପରିଡା ଙ୍କୁ ଦିନେ ଥିଲେ ଦୂର୍ଦାନ୍ତ ଖଳନାୟକ ମଞ୍ଚ ଉପରେ ଚଢିଗଲେ ଥରିଜାଉ ଥିଲେ ଲୋକ ଭୟରେ କମ୍ପି ଉଠୁଥିଲା ତାଙ୍କର ଶ୍ୱର ଏବଂ ବଞ୍ଚାଅ ବଞ୍ଚାଅ ବୋଲି କହି ଚିଲଉ ଥିଲେ ହିରୋ ହିରୋଇନ ମାନେ ।

ତେବେ ଆଜି ସେହି ଶ୍ୱର ଟି ଦବି ଜାଇଛି । ଆଉ ସୁଣିବାକୁ ମିଳିବ ନାହିଁ ସେହି ଭଳି ଶ୍ୱର ନିଜ ବାସଭବନ ପ୍ରଚିବିବାହ ଘରେ ଝୁଲନ୍ତା ଅବସ୍ତା ରେ ମୃତ ଶରୀର କୁ ଉଦ୍ଧାର କରିଛି ମଞ୍ଚେଶ୍ୱର ପୋଲିସ । ତେବେ ଏମିତି କାହିକି ଘଟିଲା ଜାହାଙ୍କ ଡାଇଲଗ ରେ ଥରୁଥିଲା ସାରା ଦୁନିଆଁ । ତେବେ ସୂଚନା ଯୋଗ୍ୟ ଯେ ଝିଅ ଏବଂ ସ୍ତ୍ରୀ ଘରେ ନଥିବା ବେଳେ ଏମିତି କିଛି ଘଟଣା ଘଟେଇଛନ୍ତି ।

rai

ରାଇମୋହନ ପରିଡା ଝିଅ ଏବଂ ସ୍ତ୍ରୀ କୈଣସି କାମ ବଶତ କଟକ ଜାଇ ଥିଲେ । ଏବଂ ସେହି ସମୟ ରେ ନିଜ ବେକରେ ଫା-ସି ଲଗେଇ ଝୁଲି ପଡିଥିଲେ ନିଜର ପ୍ରାଚୀ ବିହାର ଘରେ ତେବେ ଏହି ଭଳି ଘଟଣା କୁ ନେଇ ପୋଡଶୀ ଲୋକ କହିଛନ୍ତି । ଯେ ଘର ଘର ମଧ୍ୟରେ କିଛି ମନାନ୍ତର ଥିଲା । ଭାଉଜ ଏବଂ ଝିଅ ଙ୍କ ମଧ୍ୟରେ କିଛି ମନାନ୍ତର ନିଶ୍ଚିତ ଥିଲା । ଏବଂ ରାଇମୋହନ ପରିଡା ବାହାର କୁ କହୁ ନଥିଲେ ବି ତାଙ୍କ ମୁହଁ ରୁ ବାରି ହେଉଥିଲା ।

ତେବେ କାରଣ ଏବେ ଯାଏ ଅସ୍ପଷ୍ଟ ସାଇଣ୍ଟିଫିକ୍ ଟିମ୍ ସାମ୍ପଲ କଲେକ୍ଟ କରି ଏହାର ତନ୍ନାଘନା ଚଲେଇଛି । ତେବେ ରାଇମୋହନ ପରିଡା ଙ୍କ ମୃ-ତ୍ୟୁ ଏବେ ଯାଏ ଅସ୍ପଷ୍ଟ ଥିଲା ବେଳେ ଘରୁ ହଁ ଏମିତି କିଛି କଳହ ହୋଇଥିବା ପୋଡଶୀ ଲୋକ କହିଛନ୍ତି । ଏବଂ ତାଙ୍କ ସହିତ ମିଶି ଥିବା ସିନେ ଆର୍ଟିଷ୍ଟ ମାନେ କହିଛନ୍ତି ସେ ବହୁତ ଭଲ ଥିଲେ ଭଲରେ ମଧ୍ୟ କଥା ହେଉଥିଲେ ।

Raimohan

ମୃ-ତ୍ୟୁ ର କୈଣସି ଅଭାସ ବା ଦୁଖଃର କୈଣସି ଆଭାସ ଜଣା ପଡୁନଥିଲା । ହେଲେ ରଇମୋହନ ଙ୍କ ଏମିତି ନିସ୍ପତି ପାଇଁ ପରିବାର କଳହ ଆସୁଛି ବୋଲି ସମସ୍ତେ କହୁଛନ୍ତି । ତେବେ ରାଇମୋହନ ଙ୍କ ମୃ-ତ୍ୟୁ କାରଣ କଣ ଡେରି ରେ ଜଣା ପଡିବ । ତେବେ ରାଇମୋହନ ଙ୍କ ଆତ୍ମାର ସଦଗତି ଆମେ ମାନେ ପ୍ରାର୍ଥନା କରୁଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *