ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃ-ତ୍ୟୁ କାରଣ ଏବେ ଜଣ ପଡିଲା,Mancheswar ଥାନା ଅଧିକାରୀ ଏହି ମନକୁ ଏବେ ଜେରା କରିବା ନେଇ ବଡ ସୂଚନା…ଦେଖନ୍ତୁ Video

Raimohan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତମାନ ସମୟ ରେ ଜାହା ଶୋଚନିୟ ଖବର ରହିଛି ଯେ । ଓଡିଆ ଚଳଚିତ୍ର ଜଗତର ବରିଷ୍ଟ ଅଭିନେତା ରାଇମୋହନ ପରିଡା ଭୁବନେଶ୍ୱର ଉଦୟ ପୁର ସ୍ଥିତ ନିଜର ବାସ ଭବନ ରେ ଏମିତି ଏକ ଅଘଟଣ କରିଥିଲେ ରାଇମୋହନ ପରିଡା । ଜାହା ପରେ ଓଡିଶା ଇଣ୍ଡଷ୍ଟ୍ରୀ ରେ ଶୋକର ଛାୟା ଖେଳିଜାଇ ଥିଲା ।

ସେହିଥି ପାଇଁ ଏବେ ଯାଏ ବର୍ତମାନ ସମୟ ରେ ଏହି ଘଟଣା କୁ ନେଇ କହି ବି ସଂମ୍ପର୍ଣ୍ଣ ଭାବେ ବିଶ୍ୱାସ କରି ପାରୁନାହାଁନ୍ତି । ତେବେ ଏମିତି ଘଟଣା ପରେ ସିନେମା ଜଗତ ରେ ତାଙ୍କର ସ୍ଥାନ ଅପୁରଣିୟ ଥିଲା କେହି କେବେ ବି ତାଙ୍କର ଏହି ସ୍ଥାନ କୁ ପୂରଣ କରି ପାରିବେ ନାହିଁ । ବୋଲି ଏମିତି ପରି ରାୟ ଅନେକ କଳାକାର ମାନେ ରଖିଥିବାର ଜଣା ପଡିଛି ।

rai

ତେବେ ବନ୍ଧୁଗଣ ଏହି ବିଷୟ ରେ ଆପଣ ମାନେ ସମସ୍ତେ ଜାଣିଛନ୍ତି ସେ ଚଳଚିତ୍ର ଜଗତ ରେ ବହୁତ ଲୋକପ୍ରିୟ ଏବଂ ବହୁତ ପୁରୁଣା କଳାକାର ଥିଲେ । ତେବେ ସେ ଏମିତି ଏକ ପଦକ୍ଷେପ ନେଇଥିବା ବିଷୟ ରେ ବର୍ତମାନ ସମୟ ରେ କେହିବି ବିଶ୍ୱାସ କରି ପାରୁ ନାହାଁନ୍ତି । ସେହି ପରି ଏହି ବିଷୟରେ ବର୍ତମାନ ସମୟ ରେ ତଦନ୍ତ ମଧ୍ୟ ଚାଲୁଥିବା ବେଳେ ଏହି ସବୁ ମଧ୍ୟରେ ରାଇମୋହନ ଙ୍କ ପୋଷ୍ଟମୋର୍ଟମ୍ ରିପୋର୍ଟ ଆସି ପହଁଚିଛି ବୋଲି ସୂଚନା ରହିଛି ।

ତେବେ ଏହି ପୋଷ୍ଟମୋର୍ଟମ ରିପୋର୍ଚ ରେ ଏମିତି ଲେଖା ରହିଛି କି 24 ତାରିଖ ଦିନ ଉଦୟ ପୁର ସ୍ଥିତ ନିଜର ବାସ ଭବନ ରେ ଶ୍ୱାସ ରଦ୍ଧ ଯୋଗୁଁ ତାଙ୍କର ମୃ-ତ୍ୟୁ ହୋଇଥିବା ରିପୋର୍ଟ ରେ ଲେଖା ରହିଛି । ତେବେ ବେକରେ ରସି ଲଗେଇଥିବାରୁ ତାଙ୍କର ଶ୍ୱାସ ରଦ୍ଧ ହୋଇଥିଲା ଏବଂ ତାଙ୍କ ବେକରେ ରସି ଦାଗ ମଧ୍ୟ ରହିଛି । ସେହି ପରି ତାଙ୍କର ଭିସାରା କୁ ନେଇ ଫରେନ୍ସିକ୍ ଟିମ୍ ପାଖକୁ ପଠାଜାଇ ଥିବା ବେଳେ ଯେଉଁଠୁ ତଥ୍ୟ ଆସିଲେ ଏହି କେଶ୍ ଉପରୁ ସଂମ୍ପର୍ଣ୍ଣ ପରଦା ଉଠିବ ।

ତେବେ ବନ୍ଧୁଗଣ ଯେଉଁ ଚାରି ଜଣିଆ ଟିମ୍ ରାଇମୋହନ ଙ୍କ ଘରେ ପଚରା ଉଚୁରା କରିଥିବା ବେଳେ ପୁଣି ଥରେ ଆଜି ମଧ୍ୟ ପୋଲିସ ଏହି ରିପୋର୍ଟ ଆଧାର ରେ ଘର ପରିବାର ଏବଂ ପୋଡଶୀ ମାନଙ୍କୁ ମଧ୍ୟ ପଚରାଉଚୁରା କରିବା ପାଇଁ ଯିବ । ତେବେ ବର୍ତମାନ ସମୟରେ କେବଳ ଏହା ସ୍ପଷ୍ଟ ହୋଇଛି ଯେ ରାଇମୋହନ ଙ୍କ ମୃ-ତ୍ୟୁ ରସି ଲଗେଇବା କାରଣ ରୁ ହିଁ ହୋଇଥିଲା । ହେଲ ଆଗାମୀ ସମୟ ରେ ପୋଲିସ ପାକକୁ ତାଙ୍କର ବିସରା ରିପୋର୍ଟ ଆସିଲେ ହିଁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଖବର ମିଳି ପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *