ଧିରେ ଧିରେ ଫିଟୁଛି ମୃ-ତ୍ୟୁ ପଛର କାରଣ । ଝିଅ କାନ୍ଦି କାନ୍ଦି କହିଦେଲା ଏହି କଥା

Rai mohan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ସମସ୍ତ ଙ୍କୁ ଛାଡି ଆର ପାରି କୁ ଚାଲି ଜାଇଛନ୍ତି ଅଭିନେତା ରାଇମୋହନ ତେବେ ଗତ କାଲି ରାତି ରେ ପୁରୀ ର ସ୍ୱର୍ଗ ଦ୍ୱାର ରେ ରାଇମୋହନ ଙ୍କ ଶେଷ କୃତ୍ୟ ସଂମ୍ପର୍ଣ୍ଣ ହୋଇଛି । ତେବେ ତାଙ୍କୁ ଦୁଇ ଝିଅ ମୁଖଆଗ୍ନି ଦେଇଥିଲେ । ଏବଂ ବର୍ତମାନ ସମୟ ରେ ରାଇମୋହନ ଙ୍କ ସଂମ୍ପର୍ଣ୍ଣ ପରିବାର ଭାଙ୍ଗି ପଡିଛନ୍ତି ସବୁଆଡେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ରାଇମୋହନ କଣ ପାଇଁ ଏମିତି ଏକ ଚରମ ପଦକ୍ଷେପ ନେଲେ ବର୍ତମାନ ଯାଏ ତାହା ସ୍ପଷ୍ଟ ହୋଇନାହିଁ । କୈଣସି ପାରିବାରିକ ବିବାଦ ନାଁ କୈଣସି ଆର୍ଥିତ ସମସ୍ୟା ଦେଇ ଗତି କରୁଥିଲେ ରାଇମୋହନ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ହେଲେ ବର୍ତମାନ ସମୟ ରେ ତାଙ୍କର ପରିବାର କୁ ଭଗବାନ ଶକ୍ତି ଦିଅନ୍ତୁ । ଏମିତି ଏ ବଡ ଦୁଖଃ ଶହ୍ୟ କରିବା ଲାଗି ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ ।

Rai mohan

ତେବେ ବାହୁନି କାନ୍ଧୁଛନ୍ତି ତାଙ୍କର ଦୁଇ ଝିଅ । ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ରାଇମୋହନ ଙ୍କର ଦୁଇ ଝିଅ ତେବେ ଦୁଇ ଝିଅ ବାପା ଙ୍କ ବିୟୋଗ କୁ ସହଜ ରେ ଗ୍ରହଣ କରି ପାରୁ ନାହାଁନ୍ତି । ଏବଂ ଦୁଇ ଝିଅ ବର୍ତମାନ ସମୟ ରେ ସଂମ୍ପର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ଏହା ସହିତ ତାଙ୍କର ପତ୍ନୀ ମଧ୍ୟ ସଂମ୍ପର୍ଣ୍ଣ ରୂପେ ଦୁଖଃରେ ଭାଙ୍ଗି ପଡିଛନ୍ତି ।

ତେବେ ଆଗାମୀ ଦିନ ରେ ଏହି ବିଷୟ ରେ ସ୍ପଷ୍ଟ ହେବ କି ରାଇମୋହନ କଣ ପାଇଁ ଆ-ତ୍ମ-ହ-ତ୍ୟା ପରି ଚରମ ପଦକ୍ଷେପ ନେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ରାଇମୋହନ କେମତି ଲାଗନ୍ତି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣାନ୍ତୁ । ଏବଂ ଆପଣ ମାନେ ତାଙ୍କର ମୃ-ତ୍ୟୁ ର ରହସ୍ୟ କଣ ହୋଇଥିବ ବୋଲି ଭାବୁଛନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *