ଭାଉଜ ପ୍ରେମରେ ଦିଅର ହେଲା ବାୟା, ଭାଉଜ-ଦିଅର ଏକାଠି ସୋଇଥିବା ସମୟରେ….ଦେଖନ୍ତୁ ଭିଡ଼ିଓ

bhauja 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତି ଦିନ ଆମେ ମାନେ ସୋସିଆଲ ମିଡିଆ ରେ ବିଭିନ୍ନ ପ୍ରକାରର ଖବର ମାନ ଦେଖିବା ପାଇଁ ପାଇଥାନ୍ତି । ସେମିତି ରେ ବନ୍ଧୁଗଣ ଆପଣ ମାନେ ଏହି ବିଷୟ ରେ ଜାଣିଥିବେ କି ଆମ ସମାଜ ଯେତେ ଯେତେ ସଭ୍ୟ ସମାଜ ଆଡକୁ ଗତି କରୁଛନ୍ତି ସେତେ ପରିମାଣ ରେ ଆମ ସମାଜରେ ଅଭଦ୍ର କାର୍ଯ୍ୟ ମଧ୍ୟ ହେଉଛି । ସେମିତି ରେ ଆଜିର ଦିନ ରେ ସମାଜ ରେ ଶିକ୍ଷିତ ହେବାର କୈଣସି ବି ମୂଲ୍ୟ ନାହିଁ । କାରଣ ଏମାନେ ଶିକ୍ଷିତ ହୋଇ ମଧ୍ୟ ଏମାନେ ବହୁତ ଲଜ୍ୟାଜନକ କାର୍ଯ୍ୟ କରିଥାନ୍ତି ।

ଆଜି ର ସମୟ ରେ ଯତେବେଳେ ସବୁ ଖବର କାଗଜ ରହିଛି, ସୋସିଆଲ ମିଡିଆ ଏବଂ ନ୍ୟୁଜ୍ ମିିଡିଆ ରେ କେବଳ ପରକ୍ରିୟା ପ୍ରୀତି ବିଷୟ ରେ ହିଁଁ ଦେଖିବା ପାଇଁ ମିଳୁଛି । ତେବେ ଯୈନ ସଂମ୍ପର୍କ ଏବଂ ଶା-ରୀ-ରିକ ସଂ-ମ୍ପ-ର୍କ ମଧ୍ୟରୁ ଏମିତି କିଛି ଲୋକ ମାନେ ରହିଛନ୍ତି ଯେଉଁମାନେ ସେମିତି କିଛି ବି ରଖୁନାହାଁନ୍ତି । ବିବାହି କରିବା ପରେ ବି ସେମାନେ ସ୍ତ୍ରୀ କୁ ଛାଡି କି ଅନ୍ୟ ସ୍ତ୍ରୀ ସହିତ ସଂ-ମ୍ପ-ର୍କ ସ୍ଥାପନା କରୁଛନ୍ତି ।

bhauja

ଆଜିର ଦିନ ରେ ଏମିତି ଘଟଣା ମାନ ସାମ୍ନା କୁ ଆସୁଛି । ଏହିପରି ଘଟଣା ମାନ ଘଟେଇବା ସବୁ ଆଜିର ଦିନ ରେ କିଛି ପୁରୁଣା ନୁହେଁ । ତେବେ ବର୍ତମା ସମୟ ରେ ସେମିତି ଏକ ଘଟଣା ଆସି ପହଁଚିଛି ଯେଉଁଠାରେ ଦେଖିବା ପାଇଁ ମିଳିଛି କି ଭାଉଜ ପ୍ରେମ ରେ ବାୟା ହୋଇଛି ଦିଅର । ତେବେ ଏପରି ଗୋଟିଏ ଘଟଣା ଭଦ୍ରକ ର ଭଣ୍ଡାରୀ ପୋଖରୀ ଅଞ୍ଚଳ ରେ ହୋଇଥିବା ବେଳେ ଆପଣ ମାନେ ସଂମ୍ପର୍ଣ୍ଣ ଘଟଣା ବିଷୟ ରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ତେବେ ମିଳିଥିବା ସୂଚନା ଅନୁସାରେ ବିବାହ ପରେ ସ୍ୱାମୀ ସ୍ତ୍ରୀ ବହୁତ ଖୁସୀ ରେ ରହୁଥିଲେ । ହେଲେ ପରେ ସେମାନଙ୍କ ମଧ୍ୟରେ ସେହି ପୂର୍ବ ସଂମ୍ପର୍କ ରହିଲା ନାହିଁ। ସେମାନଙ୍କ ମଧ୍ୟରେ କଳହ ଲାଗି ରହିଲା ପରେ ସ୍ୱାମୀ ପ୍ରତି ଦିନ ନିଜ ସ୍ତ୍ରୀ କୁ ନିର୍ଜାତନା ଦେବାରେ ଲାଗିଲେ । ଏପରି କି ସ୍ତ୍ରୀ ଯଦି ଏହିଥିଲେ ଅଧିକ କଥା ହେଉଥିଲା ତେବେ ସ୍ୱାମୀ ସ୍ତ୍ରୀ ପିଠି ରେ ଚେଙ୍କ ଦେଉଥିଲା । କେବଳ ସେତିକି ନୁହେଁ ସ୍ୱାମୀ ନିଜର ସ୍ତ୍ରୀ ସହିତ ନିର୍ଯାତନା ଦେଇଥିବା ସହିତ ନିଜର ଭାଉଜ ସହିତ ସଂ-ମ୍ପ-ର୍କ ସ୍ଥାପନା କରୁଥିଲା ।

bhauja

ହେଲେ ଏହି ସବୁ କୁ ସହି ନପାରି ଏହି ଦିନ ରେ ସ୍ତ୍ରୀ ଭଣ୍ଡାରୀ ପୋଖରୀ ଥାନା ରେ ଅଭିଯୋଗ କରିଥିଲେ । ହେଲେ ବର୍ତମାନ ଯାଏ ପୋଲିସ ଏହି ମହିଳା ଙ୍କ ଅଭିଯୋଗ ର କୈଣସି ବି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରି ନଥିବାର ଦେଖିବା ପାଇଁ ମିଳିଥିଲା । ଶେଷରେ ଭଦ୍ରକ ର ଏସିପି ନିକଟ କୁ ଜାଇଥିଲେ ଏବଂ ସେଠାରେ ସେ ନ୍ୟାୟ ଦାବି କରିଥିଲେ । ପରେ ମହିଳା ଙ୍କ ଅଭିଯୋଗ ସୁଣିବା ପରେ ଭଦ୍ରକ ଏସିପି ଏହି ମାମଲା ର ନ୍ୟାୟ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *