Tapaswani ଆଉ Sumitଙ୍କ ସମ୍ପର୍କକୁ ନେଇ ଆସିଲା ବଡ ଖବର । ଏକାଠି କାଟିବେ ରାତି

Tapaswani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତପସ୍ୱନୀ ଏବଂ ସୁମିତ ଙ୍କ ମିଳନ ର ବାଟ ବାହାର କରିଲେ ସମାଜ ସେବି ସୁମିତ ଙ୍କ ଏବଂ ତପସ୍ୱନୀ ଙ୍କ ବିବାଦ କୁ ନେଇ କଣ କହୁଛନ୍ତି ସମାଜ ସେବି ସରିତା ପଣ୍ଡା ଆସନ୍ତୁ ଜାଣିବା । ତେବେ ଏହି ମାମଲା କୁ ନେଇ ସରିତା ପଣ୍ଡା କହିଛନ୍ତି ଯେ ଦୁହେଁ ଦୁହିଁଙ୍କ ବିଷୟ ରେ ଜାଣିଥିଲେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ସେହିଥି ପାଇଁ ସେମାନେ ଦୁହେଁ ବସି କରି ମିଳା ମିଶା କରି ସମାଧାନ ର ବାଟ ବାହାର କରି ପାରିବେ ।

ଏଠାରେ କୋର୍ଟ କଚେରୀ ଜାହାବି କରିବ କୋର୍ଟକୁ ଯେଉଁବି ଜିନିଷ ଗଲେ ତାହାର ସମାଧାନ ବହୁତ ଶୀଘ୍ର ହୋଇପାରେ ନାହିଁ । ବହୁତ ଟାଇମ୍ ଲାଗେ ସେହିଥି ପାଇଁ ଆମେ ମାନେ ଯେତେ ସମୟ ଅପେକ୍ଷା କରିବା ଯେତେ ଦିନ ଗଡିବ ସେତେ ଦିନ ସେତେ ଆମକୁ ଅସୁବିଧା ଅଟେ । ଆମେ ମାନେ ସବୁ ଆଡୁ ଅସୁବିଧା ର ସମ୍ମୁଖୀନ ହେବା ଏବଂ ସମସ୍ତେ ହେବା ତେବେ ଏଠି ଆବଶ୍ୟକତା ମିଳି ମିଶି ଏହି ସମସ୍ୟା ର ସମାଧାନ କରି ପାରିବ ।

tapashine

ତେବେ ଏଠାରେ ବନ୍ଧଗଣ ସମାଜ ସେବି ସରିତା ପଣ୍ଡା ଏମିତି କହୁଛନ୍ତି ଯେ ସୁମିତ ଏବଂ ତପସ୍ୱନୀ ଙ୍କ ମଧ୍ୟରେ ସାମାଧାନ ହୋଇ ପାରିବ କେବଳ ଆପସ ବୁଝାମଣା ରେ । ଯଦି ତପସ୍ୱନୀ ଏବଂ ସୁମିତ ଙ୍କ ସଂମ୍ପର୍କ ରେ ପଞ୍ଚ ପ୍ରତିଶତ ବି ସତ ଥାନ୍ତା ତେବେ ଆବଶ୍ୟକତା ପଡି ନଥାନ୍ତା ଏହି କଳା କୋର୍ଟ ପିନ୍ଧା ଓକିଲୋ ମାନଙ୍କର ।

କାରଣ ପ୍ରଥମ ରୁ ହିଁ ଏହି ଦୁହିଁଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଉଭୟ ଯଦି ଶୃଙ୍ଖଳା ଚାହୁଁଛନ୍ତି ତେବେ ପରସ୍ପର ମଧ୍ୟରେ କଥା ହେବା ଆବଶ୍ୟକ ଅଟେ । ଆଉ କଥା ହେଲେ ବାହାରିବ ସମାଧାନ ର ବାଟ ଆଉ ବାଟ ବାହାରିଲେ ମିଶିବ ମନ ଏବଂ ମନ ମିଶିଲେ ମିଶିବ ପରିବାର ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ସବୁ କିଛି ଭୁଲି ଜାଇ ଦୁହେଁ ସାମ୍ନା ସାମ୍ନାି ହୋଇ କରିବେ କି ଆଲୋଚନା । ଅବୁଝା ସ୍ୱାମୀ ଙ୍କୁ ବୁଝେଇବେ ବି ତପସ୍ୱନୀ । ଯେଉଁ ପ୍ରେମ ରେ ସଂମ୍ପର୍କ ଆରମ୍ଭ କରିଥିଲେ ସେହି ପ୍ରେମ ରେ ରହିବେ କି ସୁମିତ ଏବଂ ତପସ୍ୱନୀ କିଏ ସାହାସ କରିବ ଉଭୟ ପ୍ରେମ ସଂମ୍ପର୍କ ର ସେତୁ ହେବା ପାଇଁ । ତେବେ ଏହାକୁ ନେଇ ଆପଣ ମାନଙ୍କର ରାୟ କଣ ରହିଛି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *