ବଡ ଖବର ସତ ହେଲା ମାଳିକା ଏକାଠି ହେଲେ ମୁସଲିମ ଦେଶ ଦେଖନ୍ତୁ ମାଳିକା ରେ କଣ ଲେଖା ଥିଲା ଆଜି କଣ ସତ ହେଉଛି Malika Bachana

malika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଦିନରେ ବହୁତ ଲୋକ ମାନେ ମାଳିକା କୁ ବିଶ୍ୱାସ କରୁଥିବା ବେଳେ ବହୁତ ଲୋକ ମାନେ ଏହି ମାଳିକା କୁ କେବଳ ଅନ୍ଧ ବିଶ୍ୱାସ ବୋଲି ମାନିଥାନ୍ତି । ତେବେ ଶ୍ରୀ ଅଚ୍ୟୁତ ନନ୍ଦ ଦାସ ଙ୍କ 600 ବର୍ଷ ପୁରୁଣା ମାଳିକା ବର୍ତମାନ ସମୟ ରେ ଧିରେ ଧିରେ ସତ ହେବାରେ ଲାଗିଛି । ତେବେ ଆମ ମାନଙ୍କ ଜିବନରେ ବା ଆମର ଭବିଷ୍ୟତ ରେ କଣ ହେବା ହେବାକୁ ଯାଉଛି ତାହାକୁ ଉନ୍ମଚୋନ କରିଥାଏ ଏହି ମାଳିକା ।

ଏହି କିଛି ଦିନ ତଳେ ଯେମିତି କୋରନା ଲୋକ ମାନଙ୍କୁ ହନ୍ତସନ୍ତ କରିଥିଲା ସେହି ପରି କ୍ଷେତ୍ର ରେ ଏବେ ବର୍ତମାନ ସମୟ ରେ ରାଜ୍ୟ କାହିଁକି ବରଂ ରାଜ୍ୟ ବାହାରେ ବି ମଧ୍ୟ ବର୍ତମାନ ସମୟ ରେ ମାଳିକା କୁ ବହୁତ ପରିମାଣ ରେ ପସନ୍ଦ କରିବାରେ ଲାଗିଛନ୍ତି । ସେମିତି ରେ ବନ୍ଧୁଗଣ ବର୍ତମାନ ସମୟ ର ସିଚ୍ୟୁଏସନ କୁ ଦେଖିବା ପରେ ଲାଗୁଛି କି ମାଳିକା ବର୍ତମାନ ସମୟ ରେ ସତ୍ୟ ହେବାକୁ ଲାଗିଲାଣି ।

malika

ତେବେ କିଛି ଦିନ ନୁପୁର ଶର୍ମାଙ୍କ ଖବର ରୁ ମଧ୍ୟ ଏହା ପ୍ରମାଣିତ ହୋଇ ସାରିଛି । ତେବେ ବନ୍ଧୁଗଣ ଏହି ଥିରେ ଏହାବି ଲେଖା ରହିଛି କି କିଛି ମୁସଲିମ୍ ରାଷ୍ଟ୍ର ବର୍ତମାନ ସମୟ ରେ ଆମର ପ୍ରଡୋକ୍ଟ କୁ ବୟ କଟ୍ କରିବାରେ ଲାଗିଲେଣି । ତେବେ ବର୍ତମାନ ସମୟ ରେ ସେମାନେ ଏହି ବିଷୟ ରେ ନିସ୍ପତି ନେଇ ସାରିଛନ୍ତି କି ସେମାନେ ଭାରତ ର କିଛି ବି ଜିନିଷ କୁ ବ୍ୟବହାର କରିବେ ନାହିଁ ।

ତେବେ ବନ୍ଧୁଗଣ ସେହି ପରି ବେଳେ ସେହି ସବୁ ରାଷ୍ଟ୍ର ରେ କାମ କରୁଥିବା ଆମ ରାଷ୍ଟ୍ର ର ଲୋକମାନେ ସେହିଠାରୁ ବାହାର କରିବା ସହିତ ସେମାନଙ୍କୁ ସେଠାରେ ରଖି ଅନେକ ପ୍ରକାରର ନିର୍ଜାତନା ଦେଉଛନ୍ତି । ଏବଂ ବନ୍ଧୁଗଣ ବର୍ତମାନ ସମୟ ରେ ଭାରତ ର କର୍ମଚାରୀ ମାନଙ୍କ ଆକୁଳ ନିବେଦନ ର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

Malika

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ସମସ୍ତ କଥା ପୂର୍ବରୁ ମାଳିକା ରେ ଉଲ୍ଲେଖ ରହିଥିଲା । ଏହା ମଧ୍ୟ ଉଲ୍ଲେଖ ରହିଥିଲା କି ଚୀନ ଭାରତ ସହିତ ବିଶ୍ୱାସ ଘାତକତା କରିବ ବୋଲି । ବର୍ତମାନ ସମୟ ରେ ଯେମିତି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ସତରେ କଣ ମାଳିକା ବଚନ ସତ ପ୍ରମାଣିତ ହେବ କି ଏହି ବିଷୟ ରେ ଏବେ ଚିନ୍ତାରେ ରହିଛନ୍ତି ସାରା ବିଶ୍ୱବାସୀ । ଏହା ପରେ ମଧ୍ୟ ଶ୍ରୀ ଅଚ୍ୟୁତା ନନ୍ଦ କହିଛନ୍ତି କି ବିଶ୍ୱର ଖୁସୀର ସମୟ ମଧ୍ୟ ଆଗକୁ ଆସିବର ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *