ଆସିଲା ଏହି ବଡ ଖବର ପୁଣି ହେବ ଲକଡାଉନ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଚିନ୍ତା ବଢାଇବାରେ ଲାଗିଛି କୋରନା ମହାମାରୀ ସପ୍ତାହିକ ସଂଙ୍କ୍ରମଣ 25 ପ୍ରତିଶତ କୁ ବୃଦ୍ଧି ପାଇଛି । ତେବେ ପୁଣି ଥରେ ଦେଶରେ ଟେଷ୍ଟିଂ ବଢାଇବା ଲାଗି ବିଶେଷଜ୍ଞ୍ୟ ଙ୍କ ପରାମର୍ଶ ଦେଶରେ ପୁଣି ଡରାଇଲା କୋରନା ସଂଙ୍କ୍ରମଣ 15 ସପ୍ତାହ ପରେ ଦେଶରେ ସପ୍ତାହିକ କୋରନା ସଂଙ୍କ୍ରମଣ 25 ପ୍ରତିଶତ ବୃଦ୍ଧି ପାଇଛି । ତେବେ ବନ୍ଧୁଗଣ ପୁଣ ଥରେ ରାଜଧାନୀ ଦିଲ୍ଲୀ ରେ ପୁଣି ଥରେ କୋରନା ସଂଙ୍କ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ ରେକର୍ଡ ସଂଖ୍ୟକ ମାମଲା ଏବେ ବୃଦ୍ଧି ପାଇବାରେ ଲାଗିଛି ।

ତେବେ ବନ୍ଧୁଗଣ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 642 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଏହି ସଂଙ୍କ୍ରମଣ ରେ କୈଣସି ବି ମୃ-ତ୍ୟୁ ହୋଇ ନଥିବା ଘଟଣା ସାମ୍ନା କୁ ଆସିଛି । ଏହା ବ୍ୟତିତ 415 ଜଣ ସୁସ୍ଥ ହୋଇଥିବାର ମଧ୍ୟ ସୂଚନା ରହିଛି । ସେହି ପରି ବର୍ତମାନ ସମୟ ରେ ଆମ ରାଜ୍ୟ ଓଡିଶା ବିଷୟ ରେ କହିବା ତେବେ କିଛି ଦିନ ତଳେ 25 ପ୍ରତିଶତ ଉପରକୁ ଉଠି ଜାଇ ଥିଲା ହେଲେ ଗତ 5 ଦିନ ହେଲା ଏହି ସଂଙ୍କ୍ରମଣ ର ହାର କମିବାରେ ଲାଗିଛି ।

corona

ଏବଂ ଏଠାରେ ଜଣା ପଡୁଛି କି ସଂଙ୍କ୍ରମଣ ହାର ସର୍ବଚ୍ଚ ରୁ ଏବେ କମିବାରେ ଲାଗିଛି । ଏବଂ ବର୍ତମାନ ସମୟ ରେ 14.77 ସଂଙ୍କ୍ରମଣ ହାର ରହି ଥିବାର ଦେଖିବା ପାଇଁ ମିଳିଛି । ଏବଂ ଠିକ୍ ସମୟ ରେ ଲକଡାଉନ୍ କରା ଜାଇ ଥିବାରୁ ଏବେ ସଂଙ୍କ୍ରମଣ ହାର କମିବାରେ ଲାଗିଛି । ଏବଂ ଏହା ଫ୍ଲାଟ ସ୍ଥର ରେ ରହିଗଲା ବୋଲି କହିଛନ୍ତି ଡାକ୍ତର ନିରୋଗ ମିଶ୍ର , ଆହୁରୀ 5 ପ୍ରତିଶତ ଯାଏ ନ କମିବା ଯାଏ କୈଣସି ଆକ୍ସନ ନେଇ ହେବ ନାହିଁ ବୋଲି କହିଛ ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ।

ତେଣୁ ବର୍ତମାନ ସମୟ ରେ ଲକଡାଉନ୍ ର ଅବଧି କୁ ବଢେଇବେ କିମ୍ବା କିମ୍ବା ଅନଲକ୍ ଆରମ୍ଭ କରିବେ ଏହା ଉପରେ ଚର୍ଚ୍ଚା ଲାଗି ରହିଛି । ସେହି ପରି ବର୍ତମାନ ସମୟ ରେ ଦେଶ ରେ 173790 ଆକ୍ରାନ୍ତ ହୋଇ ଥିବା ବେଳେ ସୁସ୍ଥ ହେବାର ହାର 284601 ରହିଛି ସେହି ପରି ବର୍ତମାନ ସମୟ ରେ ଗୋଟିଏ ଦିନ ରେ 3617 ଜଣ ମୃ-ତ୍ୟୁ ବରଣ କରି ଥିବାର ଦେଖିବା ପାଇଁ ମିଳିଛି।

corona

ସେମିତି ରେ ଅନ୍ୟ ରାଜ୍ୟ ମାନଙ୍କ ପରିସ୍ଥିକୁ ଦେଖିବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞ୍ୟଙ୍କ କହିବା ଅନୁସାରେ ଯଦି ଏମିତି ପରିସ୍ଥିତି ଲାଗୁ ହୋଇ ରୁହେ ତେବେ ଦେଶରେ ଅଉ ଅଳ୍ପ କେଇ ସପ୍ତାହ ପରେ ପୁଣି ଥରେ ପରିସ୍ତିତି ଚିନ୍ତା ଜନକ ହୋଇପାରେ । ଏବଂ ଦେଶ ପୁଣି ଥରେ ଲକ ଡାଉନର ସାମ୍ନା କରିବାକୁ ପଡି ପାରେ । ପୁଣି ଥରେ ଦେଶ ଏହି ଅଳ୍ପ ଦିନ ଭିତରେ ଲକ ଡାଉନ ଭିତରକୁ ପ୍ରବେଶ କରିପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *